Home Bibles ☰ Books ଯିରିମିୟ 19:6 · ଓଡ଼ିଆ ବାଇବେଲ
ଯିରିମିୟ 19:6 · ଓଡ଼ିଆ ବାଇବେଲ

ଏହି ସଦାପ୍ରଭୁ କହନ୍ତି, ଦେଖ, ଏହିସ୍ଥାନ ତୋଫାନ୍ କିଅବା ହିନ୍ନୋମ ପୁତ୍ରର ଉପତ୍ୟକା ବୋଲି ଖ୍ଯାତ ନ ହାଇେ ହତ୍ଯା ଉପତ୍ୟକା ବୋଲି ଖ୍ଯାତ ହବେ, ଏପରି ସମୟ ଆସୁଅଛି।

Cross references

ଯିହୋଶୂୟ 15:8

ସହେି ସୀମା ହିନ୍ନୋମ ଉପତ୍ୟକା ଦଇେ ଉଠି ଦକ୍ଷିଣ ଦିଗ ରେ ୟିବୂଷ ନଗର ଆଡକକ୍ସ୍ଟ ଗଲା, ଏହାକକ୍ସ୍ଟ ୟିରକ୍ସ୍ଟଶାଲମ କହନ୍ତି। ଏହିପରି ସହେି ସୀମା ପଶ୍ଚିମ ରେ ହିନ୍ନୋମ ଉପତ୍ୟକା ପର୍ୟ୍ଯନ୍ତ ଗଲା। ଏହା ରଫାଯିମ ଉପତ୍ୟକାର ଉତ୍ତର ପ୍ରାନ୍ତସ୍ଥିତ ପର୍ୟ୍ଯନ୍ତ ଥିଲା।

ଯିଶାଇୟ 30:33

ତାଫେତ୍ ବହୁକାଳରୁ ନିର୍ମିତ ହାଇେଅଛି। ତାହା ରାଜା ନିର୍ମିତ ପ୍ରସ୍ତୁତ ହାଇେଛି। ସେ ତାହାକୁ ଅତି ଗଭୀର ଓ ପ୍ରଶସ୍ତ କରିଛନ୍ତି। ସେଥି ରେ ସ୍ତୁପ ଅଗ୍ନି ଓ ପ୍ରଚୁର କାଠ ଅଛି। ପୁଣି ସଦାପ୍ରଭୁଙ୍କର ଆତ୍ମା ଗନ୍ଧକ ଷୋର୍ତପରି ପ୍ରଜ୍ବଳିତ ହାଇେ ପୋଡ଼ି ପକାଏ।

ଯିରିମିୟ 7:32

ତେଣୁ ସଦାପ୍ରଭୁ କହନ୍ତି, ଦେଖ, ଏପରି ଏକ ସମୟ ଆସୁଛି ଯେତବେେଳେ ତାହା ତୋଫାତ୍ କିଅବା ହିନ୍ନୋମ ପୁତ୍ରର ଉପତ୍ୟକା ନାମ ରେ ଆଉ ଖ୍ଯାତ ନ ହାଇେ ହତ୍ଯା ଉପତ୍ୟକା ବୋଲି ଖ୍ଯାତ ହବେ। କାରଣ ଲୋକମାନେ ଆଉ ସ୍ଥାନ ନ ପାଇ ତୋଫତ ରେ କବର ଦବେେ।

ଯିରିମିୟ 19:2

ଆଉ ଲୋକମାନଙ୍କ ମଧ୍ଯରୁ କେତକେ ପ୍ରାଚୀନ ଲୋକଙ୍କୁ ଓ ଯାଜକମାନଙ୍କ ମଧ୍ଯରୁ କେତକେ ପ୍ରାଚୀନ ଯାଜକଗଣଙ୍କୁ ନିଅ, ଏବଂ ସମାନଙ୍କେୁ ନଇେ ହାର୍ଶିତ ଫାଟକ ପ୍ରବେଶ ସ୍ଥାନରୁ ନିକଟରୁ ହିନ୍ନୋମ ପୁତ୍ରର ଉପତ୍ୟକାକୁ ବାହାରିୟାଅ। ଆଉ ଆମ୍ଭେ ତୁମ୍ଭକୁ ଯାହା କହିବା, ତୁମ୍ଭେ ସହେି ସ୍ଥାନ ରେ ପ୍ରଚାର କର।

ଯିରିମିୟ 19:11

ସହେି ସମୟରେ ସମାନଙ୍କେୁ କହିବ, 'ସୈନ୍ଯାଧିପତି ସଦାପ୍ରଭୁ ଏହିକଥା କହନ୍ତି, ଯେପରି କହେି ଏହି ମାଟିପାତ୍ର ଭାଙ୍ଗିଲେ ତାହା ଆଉ ୟୋଡ଼ା ହୁଏ ନାହିଁ। ସହେିପରି ଆମ୍ଭେ ଯିହୁଦାକୁ ଭାଙ୍ଗି ପକାଇବା। ମୃତ ଲୋକମାନଙ୍କ କବରମାନ ମିଳିବ ନାହିଁ। ସମାନେେ ସମସ୍ତେ ତୋଫାତ ରେ କବର ନବେେ।

Interlinear

Choose Theme