ଆମ୍ଭେ ସମାନଙ୍କେୁ ସମାନଙ୍କେର ଶତ୍ରୁଗଣ ହସ୍ତ ରେ ଓ ସମାନଙ୍କେର ପ୍ରାଣନାଶକାରୀଙ୍କ ହସ୍ତ ରେ ସମର୍ପଣ କରିବା। ତହିଁରେ ସମାନଙ୍କେର ଶବ ଆକାଶର ପକ୍ଷୀମାନଙ୍କର ଓ ପୃଥିବୀର ବନ୍ଯ ପଶୁମାନଙ୍କର ଖାଦ୍ୟ ହବେ।
Cross references
ତୁମ୍ଭମାନଙ୍କର ମୃତ ଶରୀର ସବୁ ହିଂସ୍ର ଜନ୍ତକ୍ସ୍ଟ, ପକ୍ଷୀମାନଙ୍କର ଖାଦ୍ୟ ହବେ। ସମାନଙ୍କେୁ ଘଉଡାଇବା ପାଇଁ କହେି ନଥିବେ।
ଗଲିଯାତ ଦାଉଦଙ୍କକ୍ସ୍ଟ କହିଲା, ଏହିଠାକକ୍ସ୍ଟ ଆସ ମୁ ତୁମ୍ଭର ମାଂସକକ୍ସ୍ଟ ହିଂସ୍ରପଶକ୍ସ୍ଟ-ପକ୍ଷୀମାନଙ୍କୁ ଖକ୍ସ୍ଟଆଇବି।
ଆଜି ସଦାପ୍ରଭୁ ତୁମ୍ଭକୁ ମାେ ହସ୍ତ ରେ ସମର୍ପି ଦବେେ। ଏବଂ ମୁ ତୁମ୍ଭକୁ ଆଘାତ କରିବି ଏବଂ ତୁମ୍ଭର ଶିରଚ୍ଛଦନେ କରିବି। ମୁ ଆଜି ପଲେଷ୍ଟୀୟମାନଙ୍କ ସୈନ୍ଯଗଣର ଶରୀର ଆକାଶ ପକ୍ଷୀଗଣକକ୍ସ୍ଟ ଓ ପୃଥିବୀସ୍ଥ ବନ୍ଯପଶକ୍ସ୍ଟମାନଙ୍କୁ ଦବେି, ତହିଁରେ ଇଶ୍ରାୟେଲ ମଧିଅରେ ଏକ ପରମେଶ୍ବର ଅଛନ୍ତି ବୋଲି ସମକ୍ସ୍ଟଦାଯ ଜଗତ ଜାଣିବେ।
ୟାରବିଯାମର କହେି ନଗର ରେ ମଲେ କୁକୁରମାନେ ତାକୁ ଖାଇବେ ଓ କହେି କ୍ଷେତ୍ର ରେ ମଲେ ଆକାଶର ପକ୍ଷୀମାନେ ତାକୁ ଖାଇବେ, କାରଣ ସଦାପ୍ରଭୁ ଏହା କହିଛନ୍ତି।'
ବାଶାର କହେି ଲୋକ ନଗର ରେ ମଲେ କୁକୁରମାନେ ତାକୁ ଖାଇବେ ଓ ଯେଉଁମାନେ କ୍ଷେତ୍ର ରେ ମରିବେ ପକ୍ଷିମାନେ ସମାନଙ୍କେୁ ଖାଇବେ।
ଆଉ ସଦାପ୍ରଭୁ କହିଲେ, 'ତୁମ୍ଭର ପତ୍ନୀ ଈଷବଲରେ ମୃତ ଶରୀରକୁ ନଗରର କାନ୍ଥ ନିକଟରେ ଗୋଟିଏ ଭୂମି ୟିଷ୍ରିଯଲେ ନଗରର କୁକୁରମାନେ ଖାଇବେ।
ଯହେୂ ଭିତରକୁ ୟାଇ ଭୋଜନ ପାନ କଲେ। ତା'ପରେ ସେ କହିଲେ, ବର୍ତ୍ତମାନ ଏହି ଅଭିଶପ୍ତା ନାରୀ କଥା ବୁଝ ଓ ତାକୁ କବର ଦିଅ, କାରଣ ସେ ରାଜକନ୍ଯା।
ଆଉ ତୁମ୍ଭେ ଯେତବେେଳେ ବିନଷ୍ଟ ହବେ ସେତବେେଳେ ତୁମ୍ଭେ କ'ଣ କରିବ ? ତୁମ୍ଭେ କାହିଁକି ଲାଲ ରଙ୍ଗର ବସ୍ତ୍ର ପିନ୍ଧୁଛ ଓ ସୁବର୍ଣ୍ଣ ଅଳଙ୍କାର ରେ ନିଜକୁ ଭୂଷିତା କରୁଛ? ତୁମ୍ଭେ ବୃଥା ରେ ନିଜର ଚକ୍ଷୁ ରେ ଅଞ୍ଜନ ଦଇେ ନିଜକୁ ସଜାଇଛ ଓ ସୁନ୍ଦର କରୁଅଛ। କାରଣ ଜାରପୁରୁଷମାନେ ମଧ୍ଯ ତୁମ୍ଭକୁ ଘୃଣା କରୁଛନ୍ତି ଓ ତୁମ୍ଭ ପ୍ରାଣ ବିନାଶ କରିବାକୁ ଚେଷ୍ଟା କରୁଛନ୍ତି।
ସେତବେେଳେ ମୃତବ୍ଯକ୍ତିଙ୍କ ଶବଗୁଡ଼ିକ ଆକାଶର ପକ୍ଷୀମାନଙ୍କର ଓ ଭୂଚର ପଶୁମାନଙ୍କର ଖାଦ୍ୟ ହବେ। ସମାନଙ୍କେୁ ତଡ଼ିବାକୁ କହେି ଲୋକ ଜୀବିତ ରହିବେ ନାହିଁ।
ଅବାଥୋତର ଲୋକମାନେ ଯିରିମିୟଙ୍କୁ ହତ୍ଯା କରିବାକୁ ଯୋଜନା କରୁଥିଲେ। ସହେି ଲୋକମାନେ ଯିରିମିୟଙ୍କୁ କହିଲେ, ତୁମ୍ଭେ ସଦାପ୍ରଭୁଙ୍କ ନାମ ରେ ଭବିଷ୍ଯଦ ବାକ୍ଯ ପ୍ରଚାର କର ନାହିଁ, କଲେ ଆମ୍ଭମାନେେ ତୁମ୍ଭକୁ ହତ୍ଯା କରିବୁ। ତେଣୁ ସଦାପ୍ରଭୁ ସମାନଙ୍କେ ବିଷଯ ରେ ଏକ ସିଦ୍ଧାନ୍ତ ନେଲେ।
ସମାନେେ ଅତି ୟନ୍ତ୍ରଣାଦାୟକ ମୃତ୍ଯୁବରଣ କରିବେ। କହେି ସମାନଙ୍କେ ପାଇଁ ବିଳାପ କରିବେ ନାହିଁ। ସମାନଙ୍କେୁ କହେି କବର ଦବେେ ନାହିଁ। ସମାନଙ୍କେର ଶବ ଭୂମିରେ ଖତ ହବେ। ସମାନେେ ଖଡ୍ଗ ଓ ଦୁର୍ଭିକ୍ଷ ରେ ସଂହାରିତ ହବେେ। ସମାନଙ୍କେର ଶବ ଆକାଶ ପକ୍ଷୀଗଣଙ୍କ ଓ ଭୂଚର ପଶୁଗଣଙ୍କର ଖାଦ୍ୟ ହବେ।
ପୁଣି ସହେି ସ୍ଥାନ ରେ ଆମ୍ଭେ ଯିହୁଦାର ଓ ୟିରୁଶାଲମର ସମସ୍ତ ସାଜସଜ୍ଜା ବ୍ଯର୍ଥ କରିବା। ତା'ପ ରେ ସମାନଙ୍କେୁ ସମାନଙ୍କେର ଶତ୍ରୁମାନଙ୍କର ଖଡ୍ଗ ରେ ଧ୍ବଂସ ହବୋକୁ ଆମ୍ଭେ ଦବୋ। ଆମ୍ଭେ ସମାନଙ୍କେର ଶବକୁ ପକ୍ଷୀମାନଙ୍କୁ ଓ ପଶୁମାନଙ୍କୁ ଖାଦ୍ୟ ରୂପେ ଦବୋ।
ଏସବୁ ଘଟିଲା ପ ରେ ସଦାପ୍ରଭୁ କହନ୍ତି, ଆମ୍ଭେ ଯିହୁଦା ରାଜା ସିଦିକିଯଙ୍କୁ, ତାହାର ଦାସଗଣଙ୍କୁ ଓ ତାହାର ଲୋକମାନଙ୍କୁ ଯେଉଁମାନେ ମହାମାରୀ, ଖଡ୍ଗ ଓ ଦୁର୍ଭିକ୍ଷରୁ ଅବଶିଷ୍ଟ ରହିବେ, ସମାନଙ୍କେୁ ବାବିଲର ରାଜା ନବୂଖଦ୍ନିତ୍ସରଙ୍କ ହସ୍ତ ରେ, ସମାନଙ୍କେ ଶତ୍ରୁଗଣ ହସ୍ତ ରେ ଓ ସମାନଙ୍କେ ପ୍ରାଣନାଶକାରୀଙ୍କ ହସ୍ତ ରେ ସମର୍ପଣ କରିବା। ଆଉ ସମାନେେ ସମାନଙ୍କେୁ ଦୟା, କରୁଣା ଓ କ୍ଷମା ନ କରି ଖଡ୍ଗ ରେ ବଧ କରିବେ।'