ତାହାର କବର ଗଧର କବର ତୁଲ୍ଯ ହବେ, ସେ ଘୋଷଡ଼ା ୟାଇ ୟିରୁଶାଲମର ଦ୍ବାର ବାହା ରେ ପକାୟିବ।
Cross references
ହେ ୟାରବିଯାମ, ମୁଁ ତୁମ୍ଭର ପରିବାରକୁ ଉଚ୍ଛନ୍ନ କରିବାକୁ ଯାଉଛ। ତୁମ୍ଭ ପରିବାରର ପ୍ରେତ୍ୟକକ ପୁରୁଷଙ୍କୁ ମୁଁ ହତ୍ଯା କରିବି। ଅଗ୍ନି ଯେପରି ଘାସକୁ ପୋଡି଼ ପାଉଁଶ କରିଦିଏ, ସହେିପରି ମୁଁ ତୁମ୍ଭର ପରିବାରକୁ ସମ୍ପୂର୍ଣ୍ଣ ଧ୍ବଂସ କରି ଦବେି।
ଆଉ ସଦାପ୍ରଭୁ କହିଲେ, 'ତୁମ୍ଭର ପତ୍ନୀ ଈଷବଲରେ ମୃତ ଶରୀରକୁ ନଗରର କାନ୍ଥ ନିକଟରେ ଗୋଟିଏ ଭୂମି ୟିଷ୍ରିଯଲେ ନଗରର କୁକୁରମାନେ ଖାଇବେ।
ଲୋକମାନେ ଇଷବଲକେୁ କବର ଦବୋକୁ ଗଲେ। ମାତ୍ର ସମାନେେ ତା'ର ମୁଣ୍ତର ଖପୁରି, ପାଦ ଓ ହାତର ପାପୁଲି ଛଡା କିଛି ପାଇଲେ ନାହିଁ।
ବାବିଲର ରାଜା ନବୂଖଦ୍ନିତ୍ସର ଯିହୁଦାକୁ ଆକ୍ରମଣ କଲେ। ସେ ଯିହାୟୋଦାରକୀମ୍ଙ୍କୁ ବନ୍ଦୀ କରି ନେଲେ ଓ ତାଙ୍କ ଉପରେ ପିତ୍ତଳର ଜଞ୍ଜିର ପକାଇଲେ। ଏହାପରେ ନବୂଖଦ୍ନିତ୍ସର ରାଜା ଯିହାୟୋଦାରକୀମଙ୍କୁ ବାବିଲକୁ ନଇଗେଲେ।
ସଦାପ୍ରଭୁ କହନ୍ତି, ଆମ୍ଭେ ଚାରି ପ୍ରକାର ରେ ତୁମ୍ଭମାନଙ୍କୁ ଦଣ୍ଡିତ କରିବା।' 'ଆମ୍ଭେ ବଧ କରିବା ନିମନ୍ତେ ଯୋଦ୍ଧା, ବିଦୀର୍ଣ୍ଣ କରିବା ନିମନ୍ତେ କୁକୁରଗଣ, ପୁଣି ଗ୍ରାସ ଓ ବିନାଶ କରିବା ନିମନ୍ତେ ଖଚେର ପକ୍ଷୀଗଣ ଓ ଭୂତର ପଶୁଗଣ ତୁମ୍ଭମାନଙ୍କ ଉପ ରେ ନିୟୁକ୍ତ କରିବା।
ତେଣୁ ତୁମ୍ଭେ ୟାଅ ଓ ମାେ ମୁଖରୁ ଯାହାସବୁ ଶୁଣିଛ ଏହି ପୁସ୍ତକରେ ଲେଖ, ସଦାପ୍ରଭୁଙ୍କର ସହେିସବୁ ବାକ୍ଯ ଉପବାସ ଦିନ ସଦାପ୍ରଭୁଙ୍କ ମନ୍ଦିର ରେ ଉପସ୍ଥିତ ସମସ୍ତ ଲୋକଙ୍କ କର୍ଣ୍ଣଗୋଚର ରେ ପାଠ କର। ଆଉ ମଧ୍ଯ ଯିହୁଦାର ନଗରଗୁଡ଼ିକରୁ ଆଗତ ସମସ୍ତ ଲୋକଙ୍କ ଶୁଣିବା ଭଳି ତାହା ପାଠ କର।
ଏଣୁ ଯିହୁଦାର ରାଜା ଯିହାୟୋଦାରକୀମ୍ ବିଷଯ ରେ ସଦାପ୍ରଭୁ ଏହି କଥା କହନ୍ତି, ଦାଉଦର ସିଂହାସନ ରେ ବସିବା ପାଇଁ ତାହାର କହେି ବଂଶଧର ରହିବେ ନାହିଁ। ଆଉ ତାହାର ମୃତ ଶରୀରକୁ ଦିନ ବେଳେ ଖରା ରେ ଓ ରାତ୍ରି ବଳୋ କାକର ରେ ପକାୟିବ।
ତାହାର ଚତୁର୍ଦ୍ଦିଗ ରେ ବାସ କରୁଥିବା ଦେଶବାସୀମାନେ ତା' ବିରୁଦ୍ଧ ରେ ଏକ ଜାଲ ବିଛାଇଲେ ଓ ସହେି ଜାଲ ରେ ତାକୁ ଧରିଲେ।
ତୁମ୍ଭେ ଖାେଲା ପଡ଼ିଆ ରେ ପତିତ ହବେ।' ସଦାପ୍ରଭୁ, ମାରେ ପ୍ରଭୁ ଏହା କହନ୍ତି।