ବାବିଲର ନଗରସବୁ ଧ୍ବଂସ ସ୍ଥାନ, ଶୁଷ୍କଭୂମି ଓ ପ୍ରାନ୍ତର ହବେ। ତା' ମଧିଅରେ କୌଣସି ଲୋକ ବାସ କରିବେ ନାହିଁ। କିଅବା ତା' ମଧ୍ଯଦଇେ କୌଣସି ମନୁଷ୍ଯ ସନ୍ତାନ ଗମନା ଗମନ କରିବେ ନାହିଁ।
Cross references
ମାତ୍ର ସେ ଆଉ ସୁନ୍ଦର ହାଇେ ରହିବ ନାହିଁ। ଲୋକମାନେ ଭବିଷ୍ଯତ ରେ ଆଉ ସଠାେ ରେ ବାସ କରିବେ ନାହିଁ। ଆରବୀଯମାନେ ଆଉ ସଠାେ ରେ ତମ୍ବୁ ପକାଇବେ ନାହିଁ। ମଷେପାଳକମାନେ ସମାନଙ୍କେର ମଷେମାନଙ୍କୁ ସଠାେ ରେ ଚରାଇବା ପାଇଁ ଆଣିବେ ନାହିଁ।
ସଠାେ ରେ ଥିବା ଅଟ୍ଟାଳିକାଗୁଡ଼ିକ କଣ୍ଟକ ଦ୍ବାରା ଓ ଦୁର୍ଗଗୁଡ଼ିକ ବିଛୁଆତି ଓ କଣ୍ଟକଲତା ଦ୍ବାରା ଆଚ୍ଛାଦିତ ହବେ। ତାହା ଶୃଗାଳମାନଙ୍କର ବାସସ୍ଥାନ ଓ ଓଟପକ୍ଷୀମାନଙ୍କର ଚରାସ୍ଥାନ ହବେ।
ତୁମ୍ଭର ପୂର୍ବପୁରୁଷଗଣ କହିଲେ ନାହିଁ ଯେ, 'ଆମ୍ଭମାନଙ୍କୁ ମିଶର ଦେଶରୁ ବାହାର କରି ଆଣିଲେ, ଯେ ପ୍ରାନ୍ତର ରେ ମରୁଭୂମି ଓ ଗର୍ତ୍ତମଯ ଦେଶରୁ ଆଉ ନିର୍ଜନ ଓ ମୃତ୍ଯୁଛାଯାରୂପ ଦେଶରୁ, ପୁଣି ପଥିକବିହୀନ ଓ ନିବାସୀଶୂନ୍ଯ ଦେଶ ମଧ୍ଯରୁ ଆମ୍ଭମାନଙ୍କୁ କଢ଼ାଇ ଆଣିଲେ, ସହେି ସଦାପ୍ରଭୁ କାହାଁନ୍ତି ?'
ଯିହୁଦା ଏକ ଶୂନ୍ଯ ମରୁପ୍ରାନ୍ତର ରେ ପରିଣତ ହବେ। ସମାନେେ ଗମନ କଲା ବେଳେ ଶୀସ୍ ଶବ୍ଦ କରିୟାଆନ୍ତି। ତହିଁର ନିକଟ ଦଇେ ଗମନକାରୀ ପ୍ରେତ୍ୟକକ ଲୋକ ବିସ୍ମିତ ହାଇେ ଆପଣା ମସ୍ତକ ହରାଇବ।
କିନ୍ତୁ ତୁମ୍ଭମାନଙ୍କର ମାତା ଅତିଶଯ ଲଜ୍ଜିତା ହବେ, ତୁମ୍ଭମାନଙ୍କର ପ୍ରସବକାରିଣୀ ହତାଶ ହବେେ। ବାବିଲ ଗୋଷ୍ଠୀଗଣ ମଧିଅରେ ନ୍ଯୁନ ହବେ। ଆଉ ସେ ପ୍ରାନ୍ତର ଶୁଷ୍କସ୍ଥାନ ଓ ମରୁଭୂମି ହବେ।
ବାବିଲ ଆଉ କବେେ ଜନବସତି ଯୋଗ୍ଯ ହବେ ନାହିଁ। ବନ୍ଯପଶୁ, କନ୍ଦେୁଆମାନେ ସଠାେ ରେ ବାସ କରିବେ। ଓଟପକ୍ଷୀମାନେ ବିଶ୍ରାମ କରିବେ। ତାହା ପୁରୁଷାନୁକ୍ରମେ ବସତି ଯୋଗ୍ଯ ହବେ ନାହିଁ।
ସମଗ୍ର ବାବିଲ କମ୍ପିତ ଓ ବଦନୋଗ୍ରସ୍ତ ହେଉଅଛି। କାରଣ ତାକୁ ଧ୍ବସ୍ତ ବିଧ୍ବସ୍ତ ଓ ଜନଶୂନ୍ଯ କରିବାକୁ ତାହା ବିରୁଦ୍ଧ ରେ ସଦାପ୍ରଭୁଙ୍କର ସଂକଳ୍ପ ସଫଳ ହେଉଅଛି।
ତା'ପ ରେ ବାବିଲ ଏକ ଧ୍ବଂସ ସ୍ତୁପ ରେ ପରିଣତ ହବେ ଏବଂ ତାହା ଶୃଗାଳମାନଙ୍କର ବାସସ୍ଥାନ ହବେ। ଲୋକମାନେ ଏହା ଦେଖି ଆତଙ୍କିତ ହବେେ ଏବଂ ଯେତବେେଳେ ସମାନେେ ଏହା ଦେଖିବେ 'ହିସ୍' ଶବ୍ଦ କରିବେ। କାରଣ ସେ ନିର୍ଜନ ସ୍ଥାନ ହବେ।
ଆଉ କହିବ, ' ହେ ସଦାପ୍ରଭୁ, ତୁମ୍ଭେ ଏହି ସ୍ଥାନ ବିଷଯ ରେ କହିଅଛ ଯେ ତୁମ୍ଭେ ଏହାକୁ ବିନଷ୍ଟ କରିବ। ତହିଁ ମଧିଅରେ ମନୁଷ୍ଯ କି ପଶୁ କହେି ବାସ କରିବେ ନାହିଁ। ମାତ୍ର ତାହା ଚିରକାଳ ଧ୍ବଂସ ସ୍ଥାନ ହାଇେ ରହିବ।
ତେଣୁ ମୁଁ (ପରମେଶ୍ବର) ତୁମ୍ଭର ଓ ତୁମ୍ଭ ନଦୀ ସମୂହର ପ୍ରତିକୂଳ ଅଟେ। ମୁଁ ସିବନେୀ ଦୁର୍ଗଠାରୁ କୂଶ ଦେଶର ସୀମା ପର୍ୟ୍ଯନ୍ତ ସମଗ୍ର ମିଶର ଦେଶକୁ ଶୂନ୍ଯ ଓ ଧ୍ବଂସସ୍ଥାନ କରିବି।