ଆହାବ୍ ଓବଦିଯକୁ କହିଲେ, ମାେ ସହିତ ଆସ, ଆସ ୟିବା ଏବଂ ଦେଶର ସବୁ ଝରଣା ଓ ନଦୀ କୂଳ ଦେଖିବା। ଆମ୍ଭେ ଯଦି ଆମ୍ଭର ଅଶ୍ବଗୁଡିକ ଓ ଗଧମାନଙ୍କ ପାଇଁ ପ୍ରଚୁର ଘାସ ପାଇ ପାରିବା ତବେେ ଆମ୍ଭେ ଆମ୍ଭର ପଶୁମାନଙ୍କୁ ବଧ କରିବାକୁ ପଡିବ ନାହିଁ।
Cross references
ତୁମ୍ଭେ ପଶୁଗଣଙ୍କ ନିମନ୍ତେ ତୃଣ ଓ ମନୁଷ୍ଯର ସବୋ ନିମନ୍ତେ ବୃକ୍ଷ ଅଙ୍କୁରିତ କର। ଏହିପରି ଭାବରେ ସମାନେେ ପୃଥିବୀରୁ ଖାଦ୍ୟ ପାଆନ୍ତି।
ଏପରିକି ହରିଣୀ ନବଜାତ ଶାବକକୁ ତୃଣ ଅଭାବରୁ ଛାଡ଼ି ଚାଲିୟାଏ।
ପଶୁଗଣ କ୍ଷୁଧା ରେ ବିଳାପ କରୁଛନ୍ତି। ଗୋରୁପଲ ଏଣତେଣେେ ବିଚରଣ କରୁଛନ୍ତି, ଘାସ ନପାଇ ବ୍ଯାକୁଳ ହେଉଛନ୍ତି। ମଷେପଲ ମଧ୍ଯ ୟନ୍ତ୍ରଣା ଭୋଗ କରୁଛନ୍ତି।
ହେ କ୍ଷେତ୍ରସ୍ଥ ପଶୁଗଣ, ଭୟଭୀତ ହୁଅନାହିଁ। ମରୁପ୍ରାଯ ଗ୍ଭରଣ ଭୂମି ତୃଣାଚ୍ଛାଦିତ ହବେ। ବୃକ୍ଷଗୁଡିକ ଫଳ ଧାରଣ କରିବେ। ଡିମ୍ବିରି ବୃକ୍ଷ ଓ ଦ୍ରାକ୍ଷାଲତା ପ୍ରଚୁର ଫଳ ଧାରଣ କରିବ।
ଡିମିରି ଗଛ ରେ ଡିମିରି ଫଳ ନପା ରେ, ଦ୍ରାକ୍ଷାଲତା ରେ ଅଙ୍ଗୁର ଫଳି ନପା ରେ, ଅଲିଭ ଗଛ ରେ ଅଲିଭ୍ ଉତ୍ପନ୍ନ ନ ହାଇପୋ ରେ, କ୍ଷତେ ରେ ଖାଦ୍ୟଶସ୍ଯ ନ ହାଇପୋ ରେ, ମେଣ୍ତାଶାଳ ରେ ମେଣ୍ତା ନରହି ପାରନ୍ତି ଓ ଶସ୍ଯଖଳା ରେ ଗୋରୁପଲ ନଥାଇ ପାରନ୍ତି।
ପରମେଶ୍ବର ଯାହା କିଛି ସୃଷ୍ଟି କରିଥିଲେ ତାହା ଅସାର ହାଇଗେଲା। ଏହା ସଂସାରର ପସନ୍ଦ ନ ଥିଲା, କିନ୍ତୁ ପରମେଶ୍ବର ଏହା କରିବା ପାଇଁ ସ୍ଥିର କରି ଥିଲେ। କିନ୍ତୁ ଏହି ଭରଷା ଥିଲା: