Home Bibles ପ୍ରଥମ ରାଜାବଳୀ 18:6 · ଓଡ଼ିଆ ବାଇବେଲ
ପ୍ରଥମ ରାଜାବଳୀ 18:6 · ଓଡ଼ିଆ ବାଇବେଲ

ସମାନଙ୍କେ ମଧ୍ଯରୁ ପ୍ରେତ୍ୟକକ ଲୋକ ଦେଶ ମଧିଅରେ ଗୋଟିଏ ଗୋଟିଏ ପ୍ରାନ୍ତକୁ ଜଳର ଅନ୍ବଷେଣ କରିବାକୁ ଗଲେ। ଆହାବ୍ ଗୋଟିଏ ଦିଗ ରେ ଓ ଓବଦିଯ ଅନ୍ୟ ଦିଗ ରେ ଗଲେ।

Cross references

ଯିରିମିୟ 14:3

ସମାନଙ୍କେର କୁଳୀନମାନେ ଆପଣା ଆପଣା ଅଧୀନସ୍ଥ ଲୋକମାନଙ୍କୁ ଜଳ ପାଇଁ ପଠାନ୍ତି। ସମାନେେ ଜଳାଶଯ ନିକଟକୁ ୟାଇ ଜଳ ପାଆନ୍ତି ନାହିଁ ଓ ଶୂନ୍ଯପାତ୍ର ଘନେି ଫରେି ଆସନ୍ତି। ସମାନେେ ଲଜ୍ଜିତ ଓ ଘବରା ହାଇେ ଆପଣା ଆପଣା ମସ୍ତକ ଢ଼ାଙ୍କନ୍ତି।

Interlinear

Choose Theme