Home Bibles ☰ Books ଯିରିମିୟ 1:4 · ଓଡ଼ିଆ ବାଇବେଲ
ଯିରିମିୟ 1:4 · ଓଡ଼ିଆ ବାଇବେଲ

ସଦାପ୍ରଭୁଙ୍କର ଏହି ବାକ୍ଯ ମାେ ନିକଟରେ ଉପସ୍ଥିତ ହେଲା।

Cross references

ଯିରିମିୟ 1:2

ଆମାନଙ୍କେ ପୁତ୍ର, ଯିହୁଦା ଦେଶର ରାଜା ଯୋଶିୟର ରାଜତ୍ବର ତ୍ରଯୋଦଶ ବର୍ଷ ରେ ସଦାପ୍ରଭୁଙ୍କର ବାକ୍ଯ ଯିରିମିୟଙ୍କ ନିକଟରେ ଉପସ୍ଥିତ ହେଲା।

ଯିହିଜିକଲ 1:3

ବର୍ଷର ଚତୁର୍ଥ ମାସର ପଞ୍ଚମ ଦିନ ରେ ବାବିଲ ରେ ମୁଁ ପରମେଶ୍ବରଙ୍କ ଦର୍ଶନ ପାଇଲି।

ଯିହିଜିକଲ 3:16

ଅନନ୍ତର ସାତଦିନ ପ ରେ ସଦାପ୍ରଭୁଙ୍କର ଏହି ବାକ୍ଯ ମାେ ନିକଟକୁ ଆସିଲା।

Interlinear

Choose Theme