ଏହାପ ରେ ସଦାପ୍ରଭୁଙ୍କର ଏହି ବାକ୍ଯ ମାେ ନିକଟରେ ଉପସ୍ଥିତ ହେଲା। ଯଥା, ହେ ଯିରିମିୟ, ତୁମ୍ଭେ କଅଣ ଦେଖୁଅଛ ?
Cross references
ଏହାପରେ ଆରଦିନ ମାଶାେ ସାକ୍ଷ୍ଯ ତମ୍ବୁ ରେ ପ୍ରବେଶ କରି ସାକ୍ଷ୍ଯ ସିନ୍ଦୁକ ଦେଖିଲେ, ଲବେୀ ଗୃହ ନିମନ୍ତେ ଥିବା ହାରୋଣଙ୍କ ଆଶାବାଡି ଅଙ୍କୁରିତ ହାଇେଅଛ, ପୁଣି ଏହି ଅଙ୍କୁର ବାହାର ହେଲା। ଫୁଲ ଫୁଟିଲା ଓ ପକ୍ବ ବାଦାମ ଫଳିଲା।
ସହେିପରି ଆମ୍ଭ ମୁଖ ନିଃସୃତ ବାକ୍ଯ ନିଷ୍ଫଳ ହାଇେ ଆମ୍ଭ ନିକଟକୁ ଫରେି ଆସିବ ନାହିଁ ; ମାତ୍ର ଆମ୍ଭ ଇଚ୍ଛାନୁସା ରେ ଆମ୍ଭ ବାକ୍ଯ ସିଦ୍ଧ ହବେ ଏବଂ ଯେଉଁ କାର୍ୟ୍ଯ ପାଇଁ ଆମ୍ଭେ ପ୍ ରରଣେ କରିଛୁ, ତାହା ସଫଳ ହବେ।
ସଦାପ୍ରଭୁ ମାେତେ ପଚାରିଲେ, ହେ ଯିରିମିୟ, ତୁମ୍ଭେ କ'ଣ ଦେଖୁଛ ? ମୁଁ ଉତ୍ତର କଲି, ଡ଼ିମ୍ବିରି ଫଳ, ଉତ୍ତମ ଡ଼ିମ୍ବିରି ଅତି ଉତ୍ତମ ଓ ମନ୍ଦ ଡ଼ିମ୍ବିରି ଏତେ ମନ୍ଦ ଯେ ତାହା ଭୋଜନ ଯୋଗ୍ଯ ନୁହେଁ।
ଦେଖ, ସହେିଦିନ ଆସୁଅଛି। ତୁମ୍ଭର ଶଷେ ବିଚାରାଜ୍ଞା ନିର୍ଗତ ହେଲା, ୟଷ୍ଟି ଅଙ୍କୁରିତ ଓ ପୁଷ୍ପିତ ହେଉଅଛି। ଅହଙ୍କାର ଅଙ୍କୁରିତ ହାଇେଅଛି।
କାରଣ ଆମ୍ଭେ ସଦାପ୍ରଭୁ, ଆମ୍ଭେ ଯାହା କହିବାକୁ ଚାହୁଁ, ତାହା କହିବା ଓ ଏହା ଘଟିବ। ଆଉ ଅଧିକ ବିଳମ୍ବ ହବେ ନାହିଁ। ବିଦ୍ରୋହୀ ଲୋକମାନେ, ତୁମ୍ଭ ସମୟରେ ଆମ୍ଭେ ଏକ ଘାଷେଣା କରିବା ଓ ଏହା ଘଟିବ। ଏହା ହିଁ ସଦାପ୍ରଭୁ ମାରେ ପ୍ରଭୁ କହନ୍ତି।
ଏଣୁ ସମାନଙ୍କେୁ କୁହ, 'ସଦାପ୍ରଭୁ ମାରେ ପ୍ରଭୁ ଏହି କଥା କହନ୍ତି, ଆମ୍ଭେ ଯାହା ଘାଷେଣା କରୁଛୁ ତାହା ବିଳମ୍ବ ହବେ ନାହିଁ। ସଦାପ୍ରଭୁ ଆମ୍ଭେ କହୁଛୁ ସେସବୁ ଘଟିବାକୁ ଯାଉଛି।' ଏହା ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି।
ସଦାପ୍ରଭୁ ମାେତେ କହିଲେ, ହେ ଆମାଷେ କ'ଣ ଦେଖୁଛ?
ସଦାପ୍ରଭୁ ମାେତେ ପଚାରିଲେ, ହେ ଆମାଷେ, ତୁମ୍ଭେ କ'ଣ ଦେଖୁଛ?
ତାହାପ ରେ ସହେି ସ୍ବର୍ଗଦୂତ ମାେତେ ପଚାରିଲେ, ତୁମ୍ଭେ କ'ଣ ଦେଖୁଛ?
ସହେି ସ୍ବର୍ଗଦୂତ ମାେତେ ପ୍ରଶ୍ନ କଲେ, ତୁମ୍ଭେ କ'ଣ ଦେଖୁଛ?