ମାତ୍ର ଜନ ସାଧାରଣ ସହେି ହତ୍ଯାକାରୀଙ୍କୁ, ସମସ୍ତ ଯେଉଁମାନେ ଆମାେନ୍ ରାଜାଙ୍କ ବିରୁଦ୍ଧ ରେ ଷଡୟନ୍ତ୍ର କରୁଥିଲେ ତାଙ୍କୁ ବଧ କଲେ। ତା'ପରେ ସମାନେେ ତାଙ୍କର ପୁତ୍ର ଯୋଶିୟଯଙ୍କୁ ତାଙ୍କ ପଦ ରେ ରାଜା କରାଇଲେ।
Cross references
ତା'ପରେ ସମସ୍ତେ ଗିଲଗଲ ଗଲେ, ସଠାେରେ ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ଶାଉଲଙ୍କକ୍ସ୍ଟ ରାଜାରୂପେ ଅଭିଷକ୍ତ କଲେ। ସମାନେେ ସମସ୍ତେ ସଦାପ୍ରଭୁଙ୍କୁ ମଙ୍ଗଳାର୍ଥକବଳି ଉତ୍ସର୍ଗ କଲେ। ଶାଉଲ ଏବଂ ଇଶ୍ରାୟେଲୀୟମାନେ ମହା ଆନନ୍ଦ ରେ ଏହା ପାଳନ କଲେ।
ତେଣୁ ଇଶ୍ରାୟେଲର ସମସ୍ତ ନେତାମାନେ ରାଜା ଦାଉଦଙ୍କ ସାକ୍ଷାତ ପାଇଁ ହିବ୍ରୋଣକକ୍ସ୍ଟ ଆସିଲେ। ତହିଁରେ ରାଜା ଦାଉଦ ହିବ୍ରୋଣ ରେ ସଦାପ୍ରଭୁ ସମ୍ମକ୍ସ୍ଟଖ ରେ ସମାନଙ୍କେ ସହିତ ଚକ୍ସ୍ଟକ୍ତି କଲେ ଓ ସମାନେେ ଇଶ୍ରାୟେଲର ରାଜା ରୂପେ ଦାଉଦଙ୍କକ୍ସ୍ଟ ଅଭିଷିକ୍ତ କଲେ।
ଏଥିମଧିଅରେ ନବାଟର ପୁତ୍ର ୟାରବିଯାମ ଯେ କି ଶ ଲୋମନଙ୍କ ଛାମୁରୁ ପଳାଇ ୟାଇଥିଲେ ଓ ମିଶର ରେ ଏୟାଏ ଥିଲେ,
ଇଶ୍ରାୟେଲର ସମସ୍ତ ଲୋକ ଜାଣିବାକୁ ପାଇଲେ ଯେ ୟାରବିଯାମ ଫରେି ଆସିଛନ୍ତି। ସମାନେେ ଲୋକ ପଠାଇ ତାଙ୍କୁ ଡକାଇଲେ ଓ ସମୁଦାଯ ଇଶ୍ରାୟେଲ ଉପରେ ତାହାଙ୍କୁ ରାଜା କଲେ। କବଳେ ଯିହୁଦା ପରିବାରବର୍ଗ ଗୋଟିଏ ପରିବାର ଦାଉଦ ପରିବାରର ଅନୁଗାମୀ ହେଲ।
ତା'ପରେ ଯିହାୟୋଦାରଦା ସଦାପ୍ରଭୁ, ରାଜା ଓ ଲୋକମାନଙ୍କ ମଧିଅରେ ଏକ ଚୁକ୍ତି କଲେ। ଏହି ଚୁକ୍ତି ଅନୁସାରେ ରାଜା ଓ ଲୋକମାନେ ସଦାପ୍ରଭୁଙ୍କର ଲୋକ ହେଲେ। ପୁଣି ଯିହାୟୋଦାରଦା ରାଜା ଓ ଲୋକମାନଙ୍କ ପାଇଁ ଏକ ଚୁକ୍ତି କରି କହିଲେ ଯେ, ରାଜା ଲୋକମାନଙ୍କ ପାଇଁ ଯାହା କରିବେ ଓ ଲୋକମାନେ ରାଜାଙ୍କୁ ମାନିବେ ଓ ତାଙ୍କ ଅନୁଗାମୀ ହବେେ।
ସେତବେେଳେ ଅମତ୍ସିଯଙ୍କର ରାଜ୍ଯ ଉପରେ ଦୃଢ ନିଯନ୍ତ୍ରଣ ଥିଲା। ସେ ତାଙ୍କର ଦାସମାନଙ୍କ ମଧ୍ଯରୁ ଯେଉଁମାନେ ତାଙ୍କ ପିତାଙ୍କର ହତ୍ଯାକାରୀ ଥିଲେ। ସମାନଙ୍କେୁ ବଧ କଲେ।
ଅନନ୍ତର ଯିହୁଦାର ସମସ୍ତ ଲୋକ ଅମତ୍ସିଯଙ୍କର ଷୋଳବର୍ଷର ପୁତ୍ର ଅସରିଯଙ୍କୁ ତାଙ୍କ ପିତାଙ୍କ ପଦ ରେ ରାଜା କଲେ।
ଯୋଶିୟ ଆଠ ବର୍ଷ ବଯସ ରେ ରାଜ୍ଯ ଶାସନ ଆରମ୍ଭ କଲେ ଓ ସେ ୟିରୁଶାଲମ୍ ରେ ଏକତିରିଶ ବର୍ଷ ରାଜତ୍ବ କଲେ। ତାଙ୍କର ମାତାଙ୍କର ନାମ ୟିଦୀଦା ଓ ସେ ବସ୍କତୀଯ ଅଦାଯଙ୍କର କନ୍ଯା ଥିଲେ।
ୟିରୁଶାଲମର ଲୋକମାନେ ଅହସିଯଙ୍କୁ ୟିହୋରାମ୍ଙ୍କ ସ୍ଥାନ ରେ ନୂତନ ରାଜା ରୂପେ ମନୋନୀତ କଲେ। ଅହସିଯ ଯିହାରୋମ୍ଙ୍କର କନିଷ୍ଠ ପୁତ୍ର ଥିଲେ। ଯେଉଁ ଆରବୀଯ ଲୋକମାନେ ଯିହାରୋମ୍ଙ୍କର ଛାଉଣୀ ଉପରେ ଆକ୍ରମଣ କରିବାକୁ ଆସିଥିଲେ, ସମାନେେ ଯିହାରୋମ୍ଙ୍କର ସମସ୍ତ ଜେଷ୍ଠପୁତ୍ରଙ୍କୁ ବଧ କରିଥିଲେ। ଅତଏବ, ଅହସିଯ ଯିହୁଦା ରେ ରାଜ୍ଯ ଶାସନ କରିବାକୁ ଆରମ୍ଭ କଲେ।
ଏହାପରେ ଯିହୁଦାର ଲୋକମାନେ ଉଷିୟଙ୍କୁ ଅମତ୍ସିଯଙ୍କ ସ୍ଥାନ ରେ ନୂତନ ରାଜା ହବୋ ନିମନ୍ତେ ମନୋନୀତ କଲେ। ଅମତ୍ସିଯ ଊଷିଯଙ୍କ ପିତା ଥିଲେ ଉଷିୟ ଷୋହଳ ବର୍ଷ ବଯସ୍କ ହାଇେଥିବା ସମୟରେ ଏହିପରି ଘଟିଲା।
କିନ୍ତୁ ଯେଉଁ ଭୃତ୍ଯମାନେ ରାଜା ଆମାେନ୍ଙ୍କ ବିରୁଦ୍ଧ ରେ ଷଡ଼ୟନ୍ତ୍ର କରିଥିଲେ, ଯିହୁଦାର ଲୋକମାନେ ସମାନଙ୍କେୁ ହତ୍ଯା କଲେ। ଏହାପରେ ଲୋକମାନେ ଯୋଶିୟଙ୍କୁ ନୂତନ ରାଜା ରୂପେ ମନୋନୀତ କଲେ। ଯୋଶିୟଯ ଆମାେନ୍ଙ୍କ ପୁତ୍ର ଥିଲେ।