ଗୋଟିଏ କୂରାଢ଼ି କ'ଣ ତା'ର ଛଦନକେର୍ତ୍ତାଠାରୁ ଅଧିକ ଶକ୍ତିଶାଳୀ ହାଇପୋରିବ କି ? କରତ କ'ଣ କରତିଯର ବିରୁଦ୍ଧ ରେ କିଛି କରିପାରିବ ନାହିଁ। ମାତ୍ର ଅଶୂର ପରମେଶ୍ବରଙ୍କଠାରୁ ଅଧିକ ଶକ୍ତିଶାଳୀ ବୋଲି ଭାବୁଛି। ଏହା ଯେପରି ଗୋଟିଏ ୟଷ୍ଟି ନିଜକୁ ୟଷ୍ଟିଧାରୀଠାରୁ ଅଧିକ ବଡ଼ ବୋଲି ମନେ କରେ।
Cross references
ହେ ସଦାପ୍ରଭୁ, ତୁମ୍ଭେ ଉଠ ଏବଂ ଶତ୍ରୁମାନଙ୍କ ପାଖକୁ ୟାଇ ତାଙ୍କୁ ଆତ୍ମା ସମର୍ପଣ କରିବାକୁ ବାଧ୍ଯ କର। ତୁମ୍ଭେ ଆପଣା ଖଡ୍ଗ ପ୍ରଯୋଗ କରି ସହେି ଦୁଷ୍ଟ ଲୋକଙ୍କ କବଳରୁ ମାେତେ ଉଦ୍ଧାର କର।
ପରମେଶ୍ବର କହିବେ, ମୁଁ ଅଶୂରକୁ ଏକ ୟଷ୍ଟିରୂପେ ବ୍ଯବହାର କରିବି। ଏହି କୋର୍ଧରୂପକ ଦଣ୍ଡ ଇଶ୍ରାୟେଲକୁ ଶାସ୍ତି ଦବେେ।
ତୁମ୍ଭମାନେେ ବିଷଯକୁ ଓଲଟାଇ ପକାଇବ। କୁମ୍ଭକାର କ'ଣ ମାଟିର ତୁଲ୍ଯ ହବେ ? ନିର୍ମିତ ବସ୍ତୁ କ'ଣ ନିର୍ମାଣ କର୍ତ୍ତା ବିଷଯ ରେ କହିବ, ଏ ବ୍ଯକ୍ତି ମାେତେ ନିର୍ମାଣ କରି ନାହିଁ।' ପୁଣି ଗଢ଼ାବସ୍ତୁ କ'ଣ ବ୍ଯକ୍ତି ବିଷଯ ରେ କହିବ, ଏ ବ୍ଯକ୍ତିର ବୁଦ୍ଧି ନାହିଁ।'
ମାତ୍ର ତୁମ୍ଭେ କାହାକୁ ଅପମାନିତ ଓ ନିନ୍ଦା କରିଛ ? କାହା ବିରୁଦ୍ଧ ରେ ତୁମ୍ଭେ ନିଜର ଅଭିଯୋଗ ବାଢ଼ିଛ ? ପୁଣି ଗର୍ବ ରେ ଦୃଷ୍ଟି ଉର୍ଦ୍ଧ୍ବକୁ କରିଅଛ। ଏସବୁ ଇଶ୍ରାୟେଲ ପବିତ୍ର ସ୍ବରୂପ ବିରୁଦ୍ଧ ରେ ନୁହେଁ କି ?
ଯେ ନିଜର ସୃଷ୍ଟିକର୍ତ୍ତାଙ୍କ ବିରୋଧ ରେ ୟାଏ ସେ ସନ୍ତାପର ପାତ୍ର। ଗୋଟିଏ ଭଗ୍ନ ପାତ୍ରର ତୁମ୍ଭେ ଏକ ଖପରା ସଦୃଶ। ମୃତ୍ତିକା କ'ଣ ତା'ର ନିର୍ମାଣକର୍ତ୍ତା ସହ ୟୁକ୍ତି କରିବ, ମାେତେ କାହିଁକି ନିର୍ମାଣ କରୁଛ ?' ସହେିପରି ତୁମ୍ଭର କର୍ମ କ'ଣ କହିବ ତୁମ୍ଭର ହାତ ନାହିଁ।
ସଦାପ୍ରଭୁ ପୁଣି କହନ୍ତି, ହେ ବାବିଲ, ତୁମ୍ଭେ ଆମ୍ଭର ଗଦା ଓ ୟୁଦ୍ଧର ଅସ୍ତ୍ର ସ୍ବରୂପ। ଆମ୍ଭେ ତୁମ୍ଭ ଦ୍ବାରା ନାନା ଗୋଷ୍ଠୀକୁ ଧ୍ବଂସ କଲୁ ଓ ନାନା ରାଜ୍ଯକୁ ସମ୍ପୂର୍ଣ୍ଣ ସଂହାର କଲୁ।
ତୁମ୍ଭେ କ'ଣ ତୁମ୍ଭ ଯାଜକ ସମ୍ମୁଖ ରେ ମୁଁ ପରମେଶ୍ବର ବୋଲି କହିବ ? କିନ୍ତୁ ତୁମ୍ଭେ ନିଜ ଘାତକ ନିକଟରେ ତୁମ୍ଭେ ଜଣେ ମନୁଷ୍ଯ ମାତ୍ର, ପରମେଶ୍ବର ନୁହଁ।
ତୁମ୍ଭେ କବଳେ ଜଣେ ମଣିଷ। ପରମେଶ୍ବରଙ୍କୁ ଓଲଟି ପ୍ରଶ୍ନ ପଚାରିବାର ଅଧୀକାର ତୁମ୍ଭର ନାହିଁ। ମାଟିକଳସୀଟି କୁମ୍ଭାରକୁ ପ୍ରଶ୍ନ କରେ ନାହିଁ ଯେ ତୁମ୍ଭେ ମାେତେ ଏପରି ଭାବେ କାହିଁକି ଗଢିଲ?