Home Bibles ଯିଶାଇୟ 7:19 · ଓଡ଼ିଆ ବାଇବେଲ
ଯିଶାଇୟ 7:19 · ଓଡ଼ିଆ ବାଇବେଲ

ସସହି ଶତ୍ରୁଗଣ ଗହ୍ବରମାନଙ୍କର, ପର୍ବତର ଗୁମ୍ଫାମାନଙ୍କସର କଣ୍ଟାବୁଦାମାନଙ୍କସର ଓ ଚରାଭୂମି ମାନଙ୍କସର ବାସ କରିଲବ।

Cross references

ଦିତୀୟ ବଂଶାବଳୀ 33:11

ତେଣୁ ସଦାପ୍ରଭୁ ସୈନ୍ଯବାହିନୀର ସନୋପତିଙ୍କୁ ଆଣିଲେ, ୟିଏକି ଅଶୂରର ରାଜାର ସବୋ କରୁଥିଲେ ଏବଂ ସମାନେେ ଯିହୁଦାକୁ ଆକ୍ରମଣ କଲେ। ସହେି ସନୋପତିମାନେ ମନଃଶିଙ୍କୁ ଧରିଲେ ଓ ତାଙ୍କୁ ବନ୍ଦୀ କରି ନେଲେ। ସମାନେେ ତାଙ୍କ ଶରୀର ରେ ଆଙ୍କୁଡ଼ି ଲଗାଇଲେ ଓ ତାଙ୍କ ହାତ ରେ ପିତ୍ତଳର ଜଞ୍ଜିର ପିନ୍ଧାଇଲେ ଓ ତାଙ୍କୁ ବାବିଲ ଦେଶକୁ ନଇଗେଲେ।

ଯିଶାଇୟ 2:19

ସେତବେେଳେ ଲୋକମାନେ ସଦାପ୍ରଭୁ ଓ ତାଙ୍କର ମହାନ୍ଶକ୍ତି ଦେଖି ଭୟଭୀତ ହବେେ। ସଦାପ୍ରଭୁ ପୃଥିବୀକୁ ଏପରି କିତ କରିବେ ଯେ ଲୋକମାନେ ଭୟଭୀତ ହାଇେ ପର୍ବତ ଗୁମ୍ଫା ରେ ଓ ପୃଥିବୀର ଗର୍ତ୍ତ ରେ ଲୁଚିବେ।

ଯିଶାଇୟ 2:21

ସଦାପ୍ରଭୁ ପୃଥିବୀ ରେ ଏପରି ଭାବରେ କମ୍ପନ ସୃଷ୍ଟି କରିବେ ଯେ ଲୋକମାନେ ସଦାପ୍ରଭୁଙ୍କ ଐଶ୍ଚର୍ୟ୍ଯ ପୂର୍ବକ ମହିମାକୁ ଭୟଭୀତ ହାଇେ ଗୁମ୍ଫା ରେ ସମାନଙ୍କେୁ ଲୁଚାଇ ରଖିବେ।

ଯିରିମିୟ 16:16

ପୁଣି ସଦାପ୍ରଭୁ କହନ୍ତି, ଆମ୍ଭେ ଅନକେ କେଉଁଟା ଅଣାଇବା, ସମାନେେ ମତ୍ସ୍ଯପରି ସମାନଙ୍କେୁ ଧରିବେ। ତା'ପ ରେ ଆମ୍ଭେ ଅନକେ ବ୍ଯାଧ ଅଣାଇବା। ସମାନେେ ପ୍ରେତ୍ୟକକ ପର୍ବତରୁ, ପ୍ରେତ୍ୟକକ ଉପପର୍ବତରୁ ଓ ଶୈଳର ଛିଦ୍ରରୁ ସମାନଙ୍କେୁ ଶିକାର କରି ଆଣିବେ।

ମୀଖା 7:17

ସମାନେେ ସର୍ପ ପରି ଧୂଳି ଗ୍ଭଟିବେ। ସମାନେେ ଭୟ ରେ କମ୍ପିତ ହବେେ। ଆଉ ସମାନେେ କୀଟମାନଙ୍କ ପରି ସମାନଙ୍କେର ଗର୍ତ୍ତରୁ ବାହାରି ଗୁରୁଣ୍ତି ଗୁରୁଣ୍ତି ଗ୍ଭଲିବେ। ଶଷେ ରେ ସଦାପ୍ରଭୁ ଆମ୍ଭର ପରମେଶ୍ବରଙ୍କ ନିକଟକୁ ଆସିବେ ଏବଂ ଭୟର ସହିତ ସମ୍ମାନ ଜଣାଇବେ।

Interlinear

Choose Theme