ଯିଶାଇୟ 66:7 · ଓଡ଼ିଆ ବାଇବେଲ
କୌଣସି ରମଣୀ ଗର୍ଭବଦନୋ ପାଇଲା ପ ରେ ପୁତ୍ର ସନ୍ତାନ ଜନ୍ମ ଦିଏ। ଗର୍ଭବଦନୋ ପୂର୍ବେ ସେ ପ୍ରସବ କଲା।
Cross references
ଯିଶାଇୟ 54:1
ହେ ବନ୍ଧ୍ଯା, ଅପ୍ରସୂତି ନାରୀ ! ତୁମ୍ଭେ ଗାନ କର। ହେ ଗର୍ଭବଦନୋରହିତ ନାରୀ ! ତୁମ୍ଭେ ଉଚ୍ଚସ୍ବର ରେ ଗାନକରି ଆନନ୍ଦଧ୍ବନି କର। କାରଣ ସଦାପ୍ରଭୁ କୁହନ୍ତି, ବିବାହିତା ଭାର୍ୟ୍ଯାର ସନ୍ତାନ ଅପେକ୍ଷା ଅନାଥର ସନ୍ତାନ ଅଧିକ।
ଗାଲାତୀୟଙ୍କ ପ୍ରତି ପତ୍ର 4:26
କିନ୍ତୁ ସ୍ବର୍ଗସ୍ଥ ୟିରୁଶାଲମ ସ୍ବାଧୀନ ଅଟେ। ସେ ଆମ୍ଭର ମାତା।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 12:1
ତା'ପରେ ସ୍ବର୍ଗ ରେ ଏକ ବିଚିତ୍ର ଚିହ୍ନ ଦଖାଗେଲା। ମୁଁ ଜଣେ ନାରୀଙ୍କୁ ସୂର୍ୟ୍ଯଙ୍କୁ ବସ୍ତ୍ରରୂପେ ଧାରଣ କରିବାର ଦେଖିଲି। ଚନ୍ଦ୍ର ତାହାଙ୍କ ପାଦତଳେ ଥିଲେ। ତାହାଙ୍କ ମସ୍ତକରେ ବାରଟି ନକ୍ଷତ୍ରର ମୁକୁଟ ଥିଲା।