Home Bibles ☰ Books ଯିଶାଇୟ 66:8 · ଓଡ଼ିଆ ବାଇବେଲ
ଯିଶାଇୟ 66:8 · ଓଡ଼ିଆ ବାଇବେଲ

ଏ ପ୍ରକାର କିଏ ଶୁଣି ଅଛି। ଏ ପ୍ରକାର କିଏ ଦେଖିଅଛି ? ଏକ ଦିନ ରେ କ'ଣ କୌଣସି ଦେଶ ଜନ୍ମ ନବେ ? କୌଣସି ଗୋଷ୍ଠୀକୁ କ'ଣ ଲୋକେ ଏକା ବେଳକେେ ଜନ୍ମ ଦବେେ ? ସିୟୋନ ଗର୍ଭ ବଦନୋ ପାଇଲାମାତ୍ ରେ ସେ ତା'ର ସନ୍ତାନଗଣଙ୍କୁ ପ୍ରସବ କଲା।

Cross references

ଯିଶାଇୟ 49:20

କିଛିଦିନ ପିଲାମାନେ ତୁମ୍ଭ ଚିନ୍ତା କଲେ, ତୁମ୍ଭେ ହରାଇଥିଲ ବୋଲି କହିବେ, ମାେ ପାଇଁ ଏହି ସ୍ଥାନ ଅତି ସଂକୀର୍ଣ୍ଣ। ମାେତେ ସ୍ଥାନ ଦିଅ, ମୁଁ ବାସ କରିବି।'

ଯିଶାଇୟ 64:4

କାରଣ ଯେ ନିଜ ଅପେକ୍ଷାକାରୀ ପକ୍ଷ ରେ କାର୍ୟ୍ଯ ସାଧନ କରନ୍ତି, ଲୋକେ ପ୍ରାଚୀନ କାଳରୁ ତୁମ୍ଭ ଛଡ଼ା ଅନ୍ୟ ପରମେଶ୍ବର କଥା ଶୁଣି ନାହାଁନ୍ତି କିମ୍ବା କର୍ଣ୍ଣଗୋଚର ହାଇେ ନାହିଁ କିମ୍ବା ଚକ୍ଷୁ ଦେଖି ନାହିଁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 2:41

ଯେଉଁମାନେ ତାହାଙ୍କର ଏହି କଥା ଗ୍ରହଣ କଲେ ସମାନେେ ବାପ୍ତିଜିତ ହେଲେ। ସଦେିନ ସହେି ବିଶ୍ବାସୀ ଦଳ ସହିତ ଆହୁରି ପ୍ରାୟ ତିନି ହଜାର ଲୋକ ୟୋଗ ଦେଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 4:4

କିନ୍ତୁ ଉପଦେଶ ଶୁଣିବା ଲୋକମାନଙ୍କ ମଧ୍ଯରୁ ଅନକେ ଲୋକ ସମାନଙ୍କେ ବାର୍ତ୍ତା ବିଶ୍ବାସ କଲେ। ତେଣୁ ବର୍ତ୍ତମାନ ସଠାେରେ ପ୍ରାୟ ପାଞ୍ଚ ହଜାର ପୁରୁଷ ବିଶ୍ବାସୀ ଥିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 21:20

ସମାନେେ ଏହା ଶୁଣି ପରମେଶ୍ବରଙ୍କର ପ୍ରଶଂସା କଲେ। ସମାନେେ ପାଉଲଙ୍କୁ କହିଲେ, ଭାଇ, ତୁମ୍ଭେ ଦେଖିଛ ଯେ, ହଜାର ହଜାର ଯିହୂଦୀମାନେ ବିଶ୍ବାସୀ ହାଇେ ଅଛନ୍ତି। କିନ୍ତୁ ସମାନେେ ମନେ କରନ୍ତି ଯେ, ବ୍ଯବସ୍ଥା ପାଳନ କରିବା ଅଧିକ ମହତ୍ବପୂର୍ଣ୍ଣ ଅଟେ।

ରୋମୀୟଙ୍କ ପ୍ରତି ପତ୍ର 15:18

ମୁଁ ନିଜେ କରିଥିବା କାର୍ୟ୍ଯ ବିଷୟ ରେ କିଛି କହିବି ନାହିଁ। ମୁଁ କବଳେ ସହେି କଥା ଗୁଡିକ କହିବି, ଯାହା ଖ୍ରୀଷ୍ଟୟିଶୁ ମାେ ଦ୍ବାରା କରିଛନ୍ତି ୟବ୍ଦ୍ବାରା ଅଣଯିହୂଦୀମାନେ ପରମେଶ୍ବରଙ୍କ ବାଧ୍ଯ ହବେେ। ସମାନେେ ମାେ କଥା ଓ କାର୍ୟ୍ଯ ପାଇଁ ପରମେଶ୍ବରଙ୍କୁ ମାନିଛନ୍ତି।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 2:9

କିନ୍ତୁ ଶାସ୍ତ୍ରମାନଙ୍କ ରେ ଏହିପରି ଲଖାେ ଅଛି :

Interlinear

Choose Theme