Home Bibles ପ୍ରଥମ ବଂଶାବଳୀ 1:44 · ଓଡ଼ିଆ ବାଇବେଲ
ପ୍ରଥମ ବଂଶାବଳୀ 1:44 · ଓଡ଼ିଆ ବାଇବେଲ

ବଲୋଙ୍କର ମୃତ୍ଯୁ ହୁଅନ୍ତେ, ସରହଙ୍କେର ପୁତ୍ର ୟୋବବ୍ ନୂତନ ରାଜା ହେଲେ। ୟୋବବ୍ ବସ୍ରାରୁ ଆସିଥିଲେ।

Cross references

ଯିଶାଇୟ 34:6

ସଦାପ୍ରଭୁଙ୍କ ଖଡ୍ଗ ରକ୍ତ ରେ ପରିତୃପ୍ତ ଓ ମଦେ ରେ ଓ ଛାଗଗଣର ଗୁରୁଦାର ମଦେ ରେ ପୁଷ୍ଟ। କାରଣ ବସ୍ତ୍ର ରେ ସଦାପ୍ରଭୁଙ୍କର ଏକ ୟଜ୍ଞ ଓ ଇଦୋମ ଦେଶ ରେ ଏକ ମହା ହତ୍ଯାକାଣ୍ଡ ହବେ।

ଯିଶାଇୟ 63:1

ଇଦୋମରୁ, ଲାଲରଙ୍ଗ ବସ୍ତ୍ର ପରିହିତ ବସୋରାରୁ ଏ ଯେ ଆସୁଛନ୍ତି, ସେ କିଏ ? ନିଜ ପରିଧଯେ ବସ୍ତ୍ର ରେ ଗୌରବନ୍ବିତ ଓ ନିଜ ମହାଶକ୍ତି ରେ ୟିଏ ବିଜେ କରୁଛନ୍ତି, ସେ କିଏ ? ସଦାପ୍ରଭୁ କୁହନ୍ତି, ଆମ୍ଭେ ଧର୍ମବାଦୀ ଓ ପରିତ୍ରାଣ କରିବାକୁ ସମର୍ଥ ଅଟୁଁ।

ଯିରିମିୟ 49:13

ଆଉ ସଦାପ୍ରଭୁ କହନ୍ତି, ଆମ୍ଭେ ନିଜ ନାମ ରେ ଶପଥ କରିଅଛୁ, ବସ୍ରା ଧ୍ବଂସ ପାଇବ। ସହେି ନଗର ଏକ ପ୍ରସ୍ତର ଗଦା ରେ ପରିଣତ ହବେ। ତାହା ଅନ୍ୟ ଦୃଷ୍ଟି ରେ ବିସ୍ମଯ ଓ ନିନ୍ଦାର ପାତ୍ର ହବେ। ସହେି ନଗରଗୁଡ଼ିକ ଚିରକାଳ ଧ୍ବଂସସ୍ଥାନ ହବେ।

ଆମୋଷ 1:12

ତେଣୁ ଆମ୍ଭେ ତୈମନ୍ ଉପ ରେ ଅଗ୍ନି ବୃଷ୍ଟି କରିବା। ସହେି ଅଗ୍ନି ବର୍ଷାର ଉଚ୍ଚ ଅଟ୍ଟାଳିକା ଧ୍ବଂସ କରି ପକାଇବ।

ମୀଖା 2:12

ହେ ଯାକୁବର ଲୋକମାନେ, ଆମ୍ଭେ ତୁମ୍ଭର ସମସ୍ତ ଲୋକମାନଙ୍କୁ ଏକତ୍ରୀତ କରିବା। ଆଉ ମଧ୍ଯ ଇଶ୍ରାୟେଲର ଅବଶିଷ୍ଟ ଲୋକମାନଙ୍କୁ ଏକାଠି କରିବା। ପଶୁମାନଙ୍କୁ ଖୁଆଡ ରେ ଓ ଗ୍ଭରଣ ଭୂମିରେ ମଷେମାନଙ୍କୁ ଏକତ୍ରୀତ କଲାପରି ସମାନଙ୍କେୁ ସମବତେ କରାଇବା। ସେତବେେଳେ ସେ ସ୍ଥାନଟି ଲୋକ ଗହଳି ରେ ମୁଖରିତ ଓ କୋଳାହଳପୂର୍ଣ୍ଣ ହବେ।

Interlinear

Choose Theme