ଜଣେ ଶକ୍ତିଶାଳୀ ସୈନିକ ସଦୃଶ ତୁମ୍ଭର ସଦାପ୍ରଭୁ ତୁମ୍ଭ ସହିତ ଅଛନ୍ତି। ସେ ତୁମ୍ଭକୁ ରକ୍ଷା କରିବେ। ସେ ତୁମ୍ଭକୁ କେତେ ଭଲ ପାଆନ୍ତି ଦଖାଇବେେ। ଆଉ ମଧ୍ଯ ସେ ଦଖାଇେ ଦବେେ, ସେ ତୁମ୍ଭମାନଙ୍କ ସହିତ ରହି କେତେ ସୁଖୀ। ସେ ତୁମ୍ଭମାନଙ୍କ ସହିତ ରହି ହସିବେ ଓ ଆନନ୍ଦିତ ହବେେ, ଭୋଜି ରେ ଆନନ୍ଦ କଲାପରି ହବେେ।
Cross references
ପରମେଶ୍ବର ଆପଣା ନିର୍ମିତ ସମସ୍ତ ବସ୍ତୁ ପ୍ରତି ଦୃଷ୍ଟି ଦେଲେ। ଏହା ପରମେଶ୍ବରଙ୍କ ଦୃଷ୍ଟି ରେ ଅତି ଉତ୍ତମ ଦିଶିଥିଲା।
ସପ୍ତମ ଦିନ ରେ, ପରମେଶ୍ବର ସୃଷ୍ଟିର ପ୍ରେତ୍ୟକକ କାର୍ୟ୍ଯ ଜିନିଷକୁ ସମାପ୍ତ କଲେ। ସେଥିପାଇଁ ସପ୍ତମ ଦିନ ରେ ପରମେଶ୍ବର ଆପଣାର ସମସ୍ତ କାର୍ୟ୍ଯରୁ ବିଶ୍ରାମ ନେଲେ।
ଯେତବେେଳେ ଅବ୍ରାମକୁ ଅନେଶ୍ବତ ବର୍ଷ ସେତବେେଳେ ସଦାପ୍ରଭୁ ତାଙ୍କୁ ଦର୍ଶନ ଦେଲେ ଏବଂ କହିଲେ, ମୁଁ ସର୍ବଶକ୍ତିମାନ ପରମେଶ୍ବର। ଉତ୍ତମ କାର୍ୟ୍ଯମାନ କର। ମାେତେ ମାନ ଏବଂ ନିଷ୍ଠାପର ଜୀବନୟାପନ କର।
ସଦାପ୍ରଭୁଙ୍କ ପାଇଁ କ'ଣ କିଛି କଷ୍ଟସାଧ୍ଯ? ନାଁ! ମୁଁ ନୁଶ୍ଚିତ ଏହି ବସନ୍ତ ରେ ପୁନ୍ନରାଯ ଏଠାକୁ ଆସିବି, ମୁଁ କହୁଛି ପୁନ୍ନରାଯ ଆସିବି। ଏବଂ ତୁମ୍ଭର ସ୍ତ୍ରୀ ସାରା ଏକ ପୁତ୍ରସନ୍ତାନ ଜନ୍ମ ଦବେ।
ଯବେେ ସଦାପ୍ରଭୁ ଆମ୍ଭମାନଙ୍କ ଠା ରେ ସନ୍ତୁଷ୍ଟ ହୁଅନ୍ତି ତବେେ ସେ ଆମ୍ଭମାନଙ୍କୁ ସହେି ଦେଶକୁ ଆଣିବେ ଓ ତାହା ଆମ୍ଭମାନଙ୍କୁ ଦବେେ, ସହେି ଦେଶ ଦୁଗ୍ଧମଧୁ ପ୍ରବାହୀ ଅଟେ।
ଯଦି ଜଣେ ଦାସ ତା'ର ମକ୍ସ୍ଟନିବ ନିକଟରକ୍ସ୍ଟ ତକ୍ସ୍ଟମ୍ଭ ନିକଟକକ୍ସ୍ଟ ପଳାଇ ଆସିବ, ତବେେ ତୁମ୍ଭେ ତାକକ୍ସ୍ଟ ତା'ର ମକ୍ସ୍ଟନିବଙ୍କ ହସ୍ତ ରେ ସମର୍ପଣ କରିବ ନାହିଁ।
ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭର ସମସ୍ତ କାର୍ୟ୍ଯ ରେ କୃତକାର୍ୟ୍ଯ ଓ ସମୃଦ୍ଧିଶାଳୀ କରିବେ। ସେ ତୁମ୍ଭକୁ ବହକ୍ସ୍ଟ ସନ୍ତାନ ଦଇେ ଆଶୀର୍ବାଦ କରିବେ। ସେ ତୁମ୍ଭର ଗାଈମାନଙ୍କୁ ଆଶୀର୍ବାଦ କରିବେ, ସମାନଙ୍କେ ବହୁସଂଖ୍ୟକ ବାଛକ୍ସ୍ଟରି ହବେ। ସେ ତୁମ୍ଭର କ୍ଷେତ୍ରକକ୍ସ୍ଟ ଆଶୀର୍ବାଦ କରିବେ, ତାହା ଉତ୍ତମ ଶସ୍ଯ ପ୍ରଦାନ କରିବ। ସଦାପ୍ରଭୁ ପକ୍ସ୍ଟଣିଥରେ ତକ୍ସ୍ଟମ୍ଭଠା ରେ ଆନନ୍ଦିତ ହବେେ ଓ ମଙ୍ଗଳ କରିବେ, ଯେପରି ସେ ତୁମ୍ଭମାନଙ୍କର ପୂର୍ବପୁରୁଷଗଣଠା ରେ ଆନନ୍ଦିତ ଥିଲେ।
କିଏ ସହେି ଗୌରବମଯ ରାଜା ? ସଦାପ୍ରଭୁ ହିଁ ସହେି ରାଜା ଅଟନ୍ତି। ସେ ହେଉଛନ୍ତି ଶକ୍ତିଶାଳୀ ଯୋଦ୍ଧା। ସଦାପ୍ରଭୁ ହେଉଛନ୍ତି ସହେି ରାଜା ୟିଏ ଜଣେ ୟୁଦ୍ଧଜଯୀ ବୀର ଅଟନ୍ତି।
ଶଷେରେ ପ୍ରଭୁ ନିଦ୍ରାରୁ ଜାଗ୍ରତ ଲୋକଙ୍କ ପରି ଓ ଅତ୍ଯଧିକ ମଦିରା ହତେୁ ହର୍ଷନାଦକାରୀ ବୀର ପରି ଉଠିଲେ।
ଯେଉଁ ଲୋକମାନେ ତାଙ୍କୁ ଭୟ କରନ୍ତି ଓ ବିଶ୍ବସ୍ତ ପ୍ରମରେେ ଭରସା ରଖନ୍ତି, ସେ ସମାନଙ୍କେ ଉପରେ ସନ୍ତୁଷ୍ଟ ହୁଅନ୍ତି।
ସଦାପ୍ରଭୁ ଆପଣା ଲୋକମାନଙ୍କ ଉପରେ ଆନନ୍ଦିତ ହୁଅନ୍ତି। ସେ ନମ୍ର ଲୋକମାନଙ୍କ ପାଇଁ ଆଶ୍ଚର୍ୟ୍ଯ କ୍ରିଯାମାନ କରିଛନ୍ତି। ସେ ସମାନଙ୍କେୁ ରକ୍ଷା କଲେ।
ଯେତବେେଳେ ଏକ ସ୍ବତନ୍ତ୍ର ବାଳକ ଜନ୍ମ ନବେେ ସତେିକି ବେଳେ ଏହା ଘଟିବ। ପରମେଶ୍ବର ଆମ୍ଭମାନଙ୍କୁ ଏକ ପୁତ୍ର ଦବେେ। ସେ ସମସ୍ତ ଲୋକମାନଙ୍କର ଭାର ବହନ କରିବେ। ତାଙ୍କର ନାମ ଆଶ୍ଚର୍ୟ୍ଯ ମନ୍ତ୍ରୀ, ପରାକ୍ରାନ୍ତ ପରମେଶ୍ବର, ୟିଏ ଅନନ୍ତକାଳୀନ ଏବଂ ଶାନ୍ତିର ରାଜକୁମାର ହବେେ।'