ପରମେଶ୍ବର ଆମ୍ଭକୁ କିଛି ଅପେକ୍ଷାକୃତ ଭଲ ଦବୋ ପାଇଁ ଯୋଜନା କରିଥିଲେ। ପରମେଶ୍ବରଙ୍କ ଯୋଜନା ଥିଲା ଯେ, ସମାନେେ କବଳେ ଆମ୍ଭ ସହିତ ପରିପୂର୍ଣ୍ଣ ହବେେ।
Cross references
ଲୋକମାନଙ୍କୁ ବିଶ୍ବାସ ଜରିଆ ରେ, ପାପରୁ କ୍ଷମା କରିବା ଉଦ୍ଦେଶ୍ଯ ରେ ପରମେଶ୍ବର ଯୀଶୁଙ୍କୁ ପଥ ଭାବରେ ଦଇେଥିଲେ। ଯୀଶୁଙ୍କ ରକ୍ତ ବା ମୃତ୍ଯୁ ଦ୍ବାରା ପରମେଶ୍ବର କ୍ଷମା କରନ୍ତି। ଯୀଶୁଙ୍କୁ ଦବୋ ଦ୍ବାରା ଏହା ପ୍ରମାଣିତ କରେ ଯେ ପରମେଶ୍ବର ସର୍ବଦା ନ୍ଯାୟ କରନ୍ତି।
ପୁଣି ଯୀଶୁ ନିର୍ଦ୍ ଦୋଷ ଥିଲେ। ଅତଏବ ଯେଉଁମାନେ ତାହାଙ୍କର ଆଜ୍ଞା ମାନନ୍ତି ସମାନେେ ଅନନ୍ତ ଜୀବନ ପାଇପାରିବେ।
ମାଶାଙ୍କେ ବ୍ଯବସ୍ଥା କୌଣସି ବିଷୟ ସିଦ୍ଧ କରି ନ ଥିଲା। ଏବେ ଆମ୍ଭକୁ ମିଳିଥିବା ଶ୍ ରେଷ୍ଠତର ଭରସା ରେ ଆମ୍ଭେ ପରମେଶ୍ବରଙ୍କ ପାଖକୁ ଆସି ପାରିବା।
ଏହାର ଅର୍ଥ ହେଲା ଯେ ସହେି ପ୍ରକା ରେ ପରମେଶ୍ବରଙ୍କ ନିଜ ଲୋକଙ୍କ ସହିତ କରିଥିବା ଶ୍ ରେଷ୍ଠତର ନିୟମର ଯୀଶୁ ହେଉଛନ୍ତି ଜଣେ ଜାମିନ୍-ଦାର।
କିନ୍ତୁ ଯୀଶୁଙ୍କୁ ଯେଉଁ କାମ କରିବାକୁ ଦିଆ ହାଇେଛି ତାହା ସହେି ଯାଜକମାନଙ୍କ କାମଠାରୁ ଉତ୍କୃଷ୍ଟତର। ସେପ୍ରକା ରେ, ଯୀଶୁଖ୍ରୀଷ୍ଟଙ୍କ ମାଧ୍ଯମ ରେ ପରମେଶ୍ବର ଆପଣା ଲୋକଙ୍କ ପ୍ରତି କରିଥିବା ନୂତନ ନିୟମ ପୁରାତନ ନିୟମ ଅପେକ୍ଷା ଉତ୍କୃଷ୍ଟ ଅଟେ। ଏହି ନୂତନ ନିୟମ ଅପେକ୍ଷାକୃତ ଉତ୍ତମ ପ୍ରତିଜ୍ଞା ସମ୍ବଳିତ ଅଟେ।
ଏତଦ୍ବାରା ପବିତ୍ର ଆତ୍ମା ଆମ୍ଭକୁ ଏହି ଶିକ୍ଷା ଦିଅନ୍ତି ଯେ, ପ୍ରଥମ ବଖରାଟି ଥିବା ପର୍ୟ୍ଯନ୍ତ ଅତିପବିତ୍ର ସ୍ଥାନ ରେ ପ୍ରବେଶ କରିବାର ପଥ ଖାେଲା ହାଇେ ନାହିଁ।
ସ୍ବର୍ଗସ୍ଥ ବିଷୟଗୁଡ଼ିକର ପ୍ରତିକୃତିଗୁଡିକ ପଶୁବଳି ଦ୍ବାରା ଶୁଦ୍ଧ କରାଯାଏ। କିନ୍ତୁ ସ୍ବର୍ଗସ୍ଥ ବିଷୟ ରେ ଶୁଦ୍ଧତା ପାଇଁ ଅପେକ୍ଷାକୃତ ଭଲ ବଳି ଦରକାର।
ଯାଜକମାନେ ପ୍ରତିଦିନ ଠିଆ ହାଇେ ସମାନଙ୍କେର ଧାର୍ମିକ ସବୋ କାର୍ୟ୍ଯ କରନ୍ତି। ସହେି, ସମାନ ବଳିଗୁଡ଼ିକ ସମାନେେ ବାରମ୍ବାର ସମର୍ପଣ କରନ୍ତି। କିନ୍ତୁ ସହେିଭଳି ବଳି କବେେ ହେଲେ ପାପହରଣ କରି ପା ରେ ନାହିଁ।
ତୁମ୍ଭମାନେେ ପରମେଶ୍ବରଙ୍କ ପ୍ରଥମଜାତ325 ସନ୍ତାନମାନଙ୍କ ମିଳନ ସ୍ଥଳ ରେ ଆସି ପହଞ୍ଚିଛି। ସମାନଙ୍କେ ନାମ ସ୍ବର୍ଗ ରେ ଲଖାେ ରହିଛି। ସବୁଲୋକଙ୍କର ବିଚାରପତି ପରମେଶ୍ବରଙ୍କ ନିକଟକୁ ତୁମ୍ଭମାନେେ ଆସିଛ। ଯେଉଁ ଲୋକମାନେ ସିଦ୍ଧ ହାଇେ ସାରିଛନ୍ତି, ସହେିଭଳି ଭଲ ଲୋକମାନଙ୍କ ଆତ୍ମାମାନଙ୍କ ପାଖକୁ ତୁମ୍ଭମାନେେ ଆସିଛ।
ତା'ପରେ ପ୍ରେତ୍ୟକକ ଆତ୍ମାଙ୍କୁ ଗୋଟିଏ- ଗୋଟିଏ ଧଳା ରାଜ ପୋଷାକ ଦିଆଗଲା। ସମାନଙ୍କେୁ ଆଉ ଅଳ୍ପ ସମୟ ଅପେକ୍ଷା କରିବାକୁ କୁହାଗଲା। ଖ୍ରୀଷ୍ଟଙ୍କଠା ରେ ଥିବା ସମାନଙ୍କେର ଅନ୍ୟସବୁ ଭାଇମାନଙ୍କୁ ସମାନଙ୍କେ ପରି ହତ୍ଯା କରାୟିବା ପର୍ୟ୍ଯନ୍ତ ଓ ସମାନଙ୍କେ ସମ୍ପୂର୍ଣ୍ଣ ହବୋ ପର୍ୟ୍ଯନ୍ତ ଏହି ଆତ୍ମାମାନଙ୍କୁ ଅପେକ୍ଷା କରିବାକୁ କୁହାଗଲା। ଅତଏବ, ଏହି ହତ୍ଯାର ସବୁକିଛି ସରିବା ପର୍ୟ୍ଯନ୍ତ ସମାନଙ୍କେୁ ଅପେକ୍ଷା କରିବାକୁ କୁହାଗଲା।