କିନ୍ତୁ ପରମେଶ୍ବର ଆମ୍ଭକୁ ଗୋଟିଏ ପ୍ରତିଶ୍ରୁତି ଦଇେଛନ୍ତି। ଆମ୍ଭମାନେେ ତାହାଙ୍କ ପ୍ରତିଜ୍ଞାନୁସା ରେ ଏକ ନୂତନ ଆକାଶମଣ୍ଡଳ ଓ ନୂତନ ଜଗତର ଅପେକ୍ଷା ରେ ଅଛୁ। ତାହା ଧାର୍ମିକତାର ବାସସ୍ଥଳୀ ହବେ।
Cross references
ଆଉ ମଧ୍ଯ ତୁମ୍ଭର ସମସ୍ତ ଲୋକେ ଧାର୍ମିକ ହବେେ। ସମାନେେ ଅନନ୍ତକାଳ ୟାଏ ଦେଶ ଶାସନ କରିବେ। ମାେ ଗୌରବକୁ ଦଖାଇବୋ ପାଇଁ ସମାନେେ ମାେ ଦ୍ବାରା ଲଗା ହାଇେଥିବା ଗଛର ଫଳ ସଦୃଶ।
କାରଣ ଦେଖ, ଆମ୍ଭେ ନୂତନ ସ୍ବର୍ଗମଣ୍ଡଳ ଓ ନୂତନ ପୃଥିବୀ ସୃଷ୍ଟି କରୁଅଛୁ। ତେଣୁ ପୂର୍ବକାଳର ବିଷଯସବୁ ବିସ୍ମୃତ ହବେ ଓ ସଗେୁଡ଼ିକ ଆଉ ସ୍ମୃତିକୁ ଆସିବ ନାହିଁ।
କାରଣ ଆମ୍ଭେ ଯେଉଁ ନୂତନ ସ୍ବର୍ଗମଣ୍ଡଳ ଓ ନୂତନ ପୃଥିବୀ ନିର୍ମାଣ କରିବା, ତାହା ଯେପରି ଆମ୍ଭ ସମ୍ମୁଖ ରେ ସ୍ଥାଯୀ ହବେ, ସହେିପରି ତୁମ୍ଭମାନଙ୍କର ବଂଶ ଓ ତୁମ୍ଭମାନଙ୍କର ନାମ ସ୍ଥାଯୀ ହବେ, ଏହା ସଦାପ୍ରଭୁ କୁହନ୍ତି।
ଏହାପରେ ମୁଁ ଗୋଟିଏ ନୂତନ ସ୍ବର୍ଗ ଓ ନୂତନ ପୃଥିବୀ ଦେଖିଲି। ପ୍ରଥମ ସ୍ବର୍ଗ ଓ ପ୍ରଥମ ପୃଥିବୀ ଅଦୃଶ୍ଯ ହାଇେ ଯାଇଥିଲା। ସଠାେରେ ଆଉ ସମୁଦ୍ର ନ ଥିଲା।
କୌଣସି ଅଶୁଚି ଜିନିଷ ତା' ଭିତ ରେ ପ୍ରବେଶ କରିବ ନାହିଁ। ଲଜ୍ଜାପୂର୍ଣ୍ଣ କାର୍ୟ୍ଯ କରିବା ଲୋକ ଓ ମିଥ୍ଯା କହିବା ଲୋକ ତା' ଭିତ ରେ ପଶିପାରିବେ ନାହିଁ। ମଷେଶାବକଙ୍କ ଜୀବନପୁସ୍ତକରେ ନାମ ଲଖାେ ହାଇେଥିବା ଲୋକମାନେ ସହେି ନଗରୀ ଭିତ ରେ ପ୍ରବେଶ କରିବେ।