ରାଜା ଶ ଲୋମନଙ୍କର ସମସ୍ତ ପାନପାତ୍ର ସୁନା ରେ ତିଆରି ହାଇେ ଥିଲା। ଲିବାନୋନ-ଅରଣ୍ଯ କୋଠର ସମସ୍ତ ପାତ୍ର ଶୁଦ୍ଧ ସୁବର୍ଣ୍ଣର ଥିଲା। ରୁପାର କୌଣସି ଜିନିଷ ରାଜାପ୍ରାସାଦ ରେ ନଥିଲା। ତାଙ୍କ ସମୟରେ ଏତେ ସୁନା ଥିଲା ଯେ ରୂପାକୁ କହେି ପଗ୍ଭରୁ ନ ଥିଲେ।
Cross references
କିଅବା ରାଜାମାନେ ଅନକେ ସ୍ତ୍ରୀ ରଖିପାରିବେ ନାହିଁ। ଯଦି ସେ ଏପରି କରେ ତବେେ ସେ ବିପଥଗାମୀ ହବେ। ଯେଉଁ ଲୋକ ରାଜା ହବେ, ସେ ଆପଣା ପାଇଁ ଅଧିକ ସକ୍ସ୍ଟନା ଓ ରୂପା ରଖିପାରିବ ନାହିଁ।
ସସ ମଧ୍ଯ ଏକ ଗୃହ ନିର୍ମାଣ କଲଲ ତାହା ଲିବାଲନାନର ଅରଣ୍ଯ-ଗୃହ ନାମସର ନାମିତସହଲା। ଏହାର ର୍ଦୈଘ୍ଯ ଶସହ ହାତ, ପ୍ରସ୍ଥ ପଚାଶ ହାତ ଓ ଉଚ୍ଚତା ତିରିଶ ହାତ ଥିଲା। ଏହାର ଗ୍ଭରିଧାଡି ଏରସ କାଠର ସ୍ତମ୍ଭ ଉପଲର ଏରସ କାଠର କଡିସଦଇ ତାହା ନିର୍ମାଣ କଲଲ।
ଆଉ ମଧ୍ଯ ସେ ପିଟା ସୁନା ରେ 300 େଛାଟ ଢାଲ ପ୍ରସ୍ତୁତ କଲେ ଓ ପ୍ରତି ଢାଲ ରେ 300 ସରେ ସୁନା ଲାଗିଲା। ରାଜା ସେ ସବୁକୁ ଲିବା ନୋନ-ଅରଣ୍ଯ ନାମକ ଗୃହ ରେ ରଖିଲେ।
ରାଜା ଶଲୋମନଙ୍କର ସମସ୍ତ ପାନପାତ୍ର ସ୍ଥାନ ରେ ନିର୍ମିତ ହାଇେଥିଲା। ଲିବାନୋନର ଅରଣ୍ଯସ୍ଥିତ ଗୃହର ସମସ୍ତ ଗୃହୋପକରଣ ଖାଣ୍ଟି ସୁନା ରେ ନିର୍ମିତ ହାଇେଥିଲା। ଶ ଲୋମନଙ୍କ ସମୟରେ ରୂପା ଏକ ବହୁମୂଲ୍ଯ ଦ୍ରବ୍ଯରୂପେ ଗଣ୍ଯ ହେଉ ନ ଥିଲା।
ସମାନେେ ନାନାପ୍ରକାର ସୁବର୍ଣ୍ଣପାତ୍ର ରେ ପାନଦ୍ରବ୍ଯ ଓ ରାଜାର ବଦାନ୍ଯତାନୁସା ରେ ପ୍ରଚୁର ରାଜକୀଯ ଦ୍ରାକ୍ଷାରସ ଦେଲେ।
ଏପରି ଖଣିସବୁ ଅଛି ଯେଉଁଠା ରେ ରୂପା ମିଳେ। ଏପରି ସ୍ଥାନସବୁ ଅଛି। ଯେଉଁଠା ରେ ସୁନାକୁ ତରଳାଇ ଶୁଦ୍ଧ କରାୟାଏ।