Home Bibles ଯିଶାଇୟ 24:13 · ଓଡ଼ିଆ ବାଇବେଲ
ଯିଶାଇୟ 24:13 · ଓଡ଼ିଆ ବାଇବେଲ

ଯେପରି ଜୀତ ବୃକ୍ଷରୁ ଜୀତଫଳ ତୋଳିଲା ପ ରେ କିଛି ଜୀତଫଳ ରହିୟାଏ ଓ ଦ୍ରାକ୍ଷା ସଂଗ୍ରହକାରୀ କିଛି ଦ୍ରାକ୍ଷାଗଛ ରେ ଛାଡ଼ି ୟାଇଥାଏ, ସହେିପରି ପୃଥିବୀର ଗୋଷ୍ଠୀମାନଙ୍କ ମଧିଅରେ ଘଟିବ।

Cross references

ଯିଶାଇୟ 1:9

ଏହା ସତ୍ଯ ଅଟେ। ମାତ୍ର ସଦାପ୍ରଭୁ ସର୍ବଶକ୍ତିମାନ ଅବଶିଷ୍ଟ ଅଳ୍ପ ଲୋକଙ୍କୁ ବଞ୍ଚିବାକୁ ଦେଲେ। ତା ନ ହାଇେଥିଲେ ଆମ୍ଭମାନେେ ସଦୋମ ଓ ହ ମାରୋର ପରି ସମ୍ପୂର୍ଣ୍ଣରୂପେ ଧ୍ବଂସ ପାଇଥାନ୍ତୁ।

ଯିଶାଇୟ 6:13

ମାତ୍ର ଏକ ଦଶମାଂଶ ଲୋକ ରହିବାକୁ ଅନୁମତି ପାଇବେ। ଏହି ଦଶମାଂସ ଲୋକ ସଦାପ୍ରଭୁଙ୍କ ନିକଟକୁ ଫରେି ଆସିବେ ଓ ଅନ୍ୟମାନେ ଧ୍ବଂସ ପାଇବେ। ଏମାନେ ଆଲୋନଗଛ ସଦୃଶ ହବେେ। ଆଲୋନ ଗଛ ହଣା ହେଲା ପ ରେ ତା'ର ଗଣ୍ଡି ଯେପରି ସୁଦୃଢ଼ ରହେ, କର୍ତ୍ତିତ ବୃକ୍ଷର ଅବଶିଷ୍ଟାଂଶ ପବିତ୍ର ବୀଜ।

ଯିଶାଇୟ 10:20

ସହେି ସମୟରେ ଇଶ୍ରାୟେଲର ଅବଶିଷ୍ଟାଂଶ ଲୋକ ଏବଂ ଯାକୁବ ପରିବାର ଲୋକେ ପ୍ରହାରକାରୀଙ୍କ ଉପ ରେ ଆଉ ନିର୍ଭର କରିବେ ନାହିଁ। ସମାନେେ ଇଶ୍ରାୟେଲର ଧର୍ମସ୍ବରୂପ ସଦାପ୍ରଭୁଙ୍କ ଉପ ରେ ନିର୍ଭର କରିବା ଶିକ୍ଷା କରିବେ।

ଯିଶାଇୟ 17:4

ସହେି ସମୟରେ ଯାକୁବର ଗୌରବ ଲୋପ ପାଇବ। ଯାକୁବର ସ୍ଥୁଳତା ହ୍ରାସ ପାଇବ ଓ ସେ ଦୁର୍ବଳ ଓ କ୍ଷୀଣ ଦଖାୟିବେ।

ଯିଶାଇୟ 17:5

ରଫାଲଯିମ ଉପତ୍ୟକା ରେ ଶସ୍ଯ ଅମଳ ବେଳେ ଯେପରି ଘଟିବ ସହେିପରି ଘଟିବ। ଶସ୍ଯ କ୍ଷେତ୍ର ରେ ଶସ୍ଯ ସଂଗ୍ରହ କଲା ବେଳେ ଶସ୍ଯର ସୀସା ଶସ୍ଯରୁ କାଟିଲା ବେଳେ ଓ ସୀସା ଗୁଡ଼ିକୁ ସଂଗ୍ରହ କଲା ବେଳେ ସହେିପରି ଘଟିବ।

ଯିଶାଇୟ 17:6

ସହେି ସମୟ ଲୋକମାନେ ଜିତବୃକ୍ଷର ଫଳ ସଂଗ୍ରହ କଲାପରି ହବେ। ସମାନେେ ଜିତବୃକ୍ଷରୁ ଫଳ ତୋଳିବେ, ମାତ୍ର ବୃକ୍ଷର ଅଗ୍ରଭାବରେ ଦୁଇ ତିନି ଗୋଟି ଫଳ ରହିୟିବ। ଫଳବାନ୍ ଗଛ ରେ ମଧ୍ଯ ଚାରି ପାଞ୍ଚଟା ଫଳ ତୋଳିଲା ବେଳେ ରହିୟିବ। ସହେିପରି ଅବସ୍ଥା ନଗରଗୁଡ଼ିକରେ ଘଟିବ। ସର୍ବଶକ୍ତିମାନ ସଦାପ୍ରଭୁ ତାହା କହିଥିଲେ।

ଯିରିମିୟ 44:28

ଖଡ୍ଗରୁ ରକ୍ଷା ପାଇ ଅଳ୍ପ କେତକେ ଲୋକ ମିଶରରୁ ଯିହୁଦାକୁ ଫରେିଯିବେ। ତହିଁରେ ଯେଉଁମାନେ ପ୍ରବାସ କରିବା ପାଇଁ ମିଶର ଦେଶକୁ ୟାଇଅଛନ୍ତି, ଯିହୁଦାର ସହେି ଅବଶିଷ୍ଟାଂଶ ଲୋକେ, ସମାନେେ ଜାଣିବେ ତାହାର ବାକ୍ଯ ବିଶ୍ବାସ ଯୋଗ୍ଯ, ମାରେି ନା ସବୋନଙ୍କର।

ଯିହିଜିକଲ 6:8

କିନ୍ତୁ ଆମ୍ଭେ କିଛି ଲୋକଙ୍କୁ ଜୀବିତ ରଖିବା। ସମାନେେ ଖଡ୍ଗରୁ ଖସିୟାଇ ଯେତବେେଳେ ନାନା ଦେଶ ରେ ଛିନ୍ନଭିନ୍ନ ହାଇେ ରହିବେ।

ଯିହିଜିକଲ 7:16

କିନ୍ତୁ ସମାନଙ୍କେ ମଧ୍ଯରୁ ଯେଉଁମାନେ ରକ୍ଷା ପାଇବେ, ସମାନେେ ପର୍ବତ ଆଡ଼କୁ ଦୌଡ଼ିବେ। ଏବଂ ସମାନେେ ସମାନଙ୍କେର ପାପ ପାଇଁ ଶାେକ କରିବେ ଓ ପର୍ବତ ଉପ ରେ କରୁଣ ଭାବରେ ବିଳାପ କରିବେ, ଉପତ୍ୟକା ରେ କପୋତ ବାହୁନିବା ପରି।

ଯିହିଜିକଲ 9:4

ତା'ପ ରେ ସଦାପ୍ରଭୁ ତାଙ୍କୁ କହିଲେ, ତୁମ୍ଭେ ୟିରୁଶାଲମ ନଗର ମଧ୍ଯ ଦଇେ ୟାଅ ଓ ସହର ରେ ଘଟିଥିବା ଘୃଣ୍ଯ କୃତ କର୍ମ ପାଇଁ ଅନୁତପ୍ତ ଓ ଦୁଃଖ କରୁଥିବା ଲୋକମାନଙ୍କ ମଥା ରେ ଦାଗ ଦିଅ।

ଯିହିଜିକଲ 11:16

ଏଥିପାଇଁ ସଦାପ୍ରଭୁ ଆମ୍ଭମାନଙ୍କର ପ୍ରଭୁ ଏହି କଥା କହନ୍ତି, 'ୟଦ୍ଯପି ଆମ୍ଭେ ସମାନଙ୍କେୁ ନାନା ଜାତିଗଣ ମଧ୍ଯକୁ ଦୂରୀକୃତ କରିଅଛୁ ଓ ୟଦ୍ଯପି ଆମ୍ଭେ ସମାନଙ୍କେୁ ନାନା ଦେଶ ମଧିଅରେ ଛିନ୍ନଭିନ୍ନ କରିଅଛୁ, ଆମ୍ଭେ ଅଳ୍ପ ସମୟ ପାଇଁ ସମାନଙ୍କେର ମନ୍ଦିର ସ୍ଥଳ ହବେ।

ଯିହିଜିକଲ 14:22

ତଥାପି ଯେଉଁ କେତଜେଣ ଅବଶିଷ୍ଟାଂଶ ରହିବେ, ସମାନେେ ସମାନଙ୍କେର ପୁତ୍ର କନ୍ଯାଙ୍କୁ ଆଣି ତୁମ୍ଭମାନଙ୍କ ନିକଟକୁ ଆସିବେ। ତୁମ୍ଭମାନେେ ସମାନଙ୍କେର ଆଚାର ବ୍ଯବହାର ଓ କ୍ରିଯାସକଳ ଦେଖିବ। ପୁଣି ଆମ୍ଭେ ୟିରୁଶାଲମ ଉପ ରେ ଯେଉଁ ଅମଙ୍ଗଳ ଘଟାଇଅଛୁ ଓ ତାହା ପ୍ରତି ଯେ ସକଳ ଅନିଷ୍ଟ କରିଅଛୁ, ସେଥିପାଇଁ ତୁମ୍ଭମାନେେ ସାନ୍ତ୍ବନା ପାଇବ।

ମୀଖା 2:12

ହେ ଯାକୁବର ଲୋକମାନେ, ଆମ୍ଭେ ତୁମ୍ଭର ସମସ୍ତ ଲୋକମାନଙ୍କୁ ଏକତ୍ରୀତ କରିବା। ଆଉ ମଧ୍ଯ ଇଶ୍ରାୟେଲର ଅବଶିଷ୍ଟ ଲୋକମାନଙ୍କୁ ଏକାଠି କରିବା। ପଶୁମାନଙ୍କୁ ଖୁଆଡ ରେ ଓ ଗ୍ଭରଣ ଭୂମିରେ ମଷେମାନଙ୍କୁ ଏକତ୍ରୀତ କଲାପରି ସମାନଙ୍କେୁ ସମବତେ କରାଇବା। ସେତବେେଳେ ସେ ସ୍ଥାନଟି ଲୋକ ଗହଳି ରେ ମୁଖରିତ ଓ କୋଳାହଳପୂର୍ଣ୍ଣ ହବେ।

ମାଥିଉଲିଖିତ ସୁସମାଚାର 24:22

ପରମେଶ୍ବର ଏହି ବିପଦପୂର୍ଣ୍ଣ ସମୟକୁ କମଇେ ଦବୋକୁ ସ୍ଥିର କରିଛନ୍ତି। ନ ହେଲେ କହେି ବଞ୍ଚି ରହି ପାରିବେ ନାହିଁ। କିନ୍ତୁ ପରମେଶ୍ବର ଯେଉଁମାନଙ୍କୁ ବାଛିଛନ୍ତି, କବଳେ ସହେିମାନଙ୍କ ପାଇଁ ସହେି ସମୟକୁ କମଇେ ଦଇେଛନ୍ତି।

ରୋମୀୟଙ୍କ ପ୍ରତି ପତ୍ର 11:2

ସମାନେେ ଜନ୍ମ ହବୋ ପୂର୍ବରୁ ପରମେଶ୍ବର ଇଶ୍ରାୟେଲୀୟମାନଙ୍କୁ ବାଛିଥିଲେ। ପରମେଶ୍ବର ସମାନଙ୍କେୁ ତ୍ଯାଗ କରି ନାହାଁନ୍ତି। ଏଲିୟ ଯେତବେେଳେ ପରମେଶ୍ବରଙ୍କ ଠା ରେ ଇଶ୍ରାୟଲ ଲୋକମାନଙ୍କ ବିରୁଦ୍ଧ ରେ ପ୍ରାର୍ଥନା କରୁଥିଲେ, ତାହାଙ୍କ ବିଷୟ ରେ ଶାସ୍ତ୍ର ଯାହା କୁ ହେ, ତୁମ୍ଭେ ଜାଣିଛ?

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 3:4

ତଥାପି ସାର୍ଦ୍ଦା ରେ କେତକେ ଲୋକ ଅଛନ୍ତି ଯେଉଁମାନେ ନିଜର ବସ୍ତ୍ରକୁ ଅପରିଷ୍କାର କରି ନାହାଁନ୍ତି। ସହେି ଲୋକମାନେ ଶୁଭ୍ର ବସ୍ତ୍ର ପିନ୍ଧି ମାେ ସହିତ ଗମନାଗମନ କରିବେ, କାରଣ ସମାନେେ ସେଥିପାଇଁ ଯୋଗ୍ଯ ଅଟନ୍ତି।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 11:2

କିନ୍ତୁ ମନ୍ଦିରର ବାହାର ଅଗଣା ମାପ ନାହିଁ। ତାହାକୁ ସହେିପରି ଛାଡ଼ି ଦିଅ, କାରଣ ତାହା ଅଣୟିହୁଦୀୟ ଦେଶଗୁଡ଼ିକର ଲୋକମାନଙ୍କୁ ଦିଆଯାଇଛି। ସହେି ଲୋକମାନେ ବଯାଳିଶମାସ ପର୍ୟ୍ଯନ୍ତ ପବିତ୍ର ନଗରକୁ ପଦଦଳିତ କରିବେ।

Interlinear

Choose Theme