Home Bibles ଯିଶାଇୟ 17:6 · ଓଡ଼ିଆ ବାଇବେଲ
ଯିଶାଇୟ 17:6 · ଓଡ଼ିଆ ବାଇବେଲ

ସହେି ସମୟ ଲୋକମାନେ ଜିତବୃକ୍ଷର ଫଳ ସଂଗ୍ରହ କଲାପରି ହବେ। ସମାନେେ ଜିତବୃକ୍ଷରୁ ଫଳ ତୋଳିବେ, ମାତ୍ର ବୃକ୍ଷର ଅଗ୍ରଭାବରେ ଦୁଇ ତିନି ଗୋଟି ଫଳ ରହିୟିବ। ଫଳବାନ୍ ଗଛ ରେ ମଧ୍ଯ ଚାରି ପାଞ୍ଚଟା ଫଳ ତୋଳିଲା ବେଳେ ରହିୟିବ। ସହେିପରି ଅବସ୍ଥା ନଗରଗୁଡ଼ିକରେ ଘଟିବ। ସର୍ବଶକ୍ତିମାନ ସଦାପ୍ରଭୁ ତାହା କହିଥିଲେ।

Cross references

ଦିତୀୟ ବିବରଣ 4:27

ସଦାପ୍ରଭୁ ତୁମ୍ଭମାନଙ୍କୁ ଅନ୍ୟ ଦେଶୀଯ ଲୋକମାନଙ୍କ ମଧିଅରେ ଛିନ୍ନ ବିଛିନ୍ନ କରିବେ। ଯେଉଁ ସ୍ଥାନକକ୍ସ୍ଟ ସଦାପ୍ରଭୁ ତୁମ୍ଭମାନଙ୍କୁ ନଇେଯିବେ, ସହେି ଅନ୍ୟ ଦେଶୀଯ ଲୋକମାନଙ୍କ ମଧିଅରେ, ତୁମ୍ଭମାନେେ ଅଳ୍ପ ସଂଖ୍ଯକ ହାଇେ ଅବଶିଷ୍ଟ ରହିବ।

ବିଚାରକର୍ତାମାନଙ୍କ ବିବରଣ 8:2

କିନ୍ତୁ ଗିଦ୍ଦିୟୋନ ସମାନଙ୍କେୁ କହିଲେ, ତକ୍ସ୍ଟମ୍ଭ ତକ୍ସ୍ଟଳନା ରେ ମୁ କଣ ପାଇଛି? ଏହା ସତ୍ଯ ନକ୍ସ୍ଟ ହେଁ କି, ତୁମ୍ଭେ ମାରେ ପରିବାର ଅବୀଯସରେ ଯେତେ ଦ୍ରାକ୍ଷାଫଳ ସଂଗ୍ରହ କଲେ ତାଠାରକ୍ସ୍ଟ ଅଧିକ ଦ୍ରାକ୍ଷା ତୁମ୍ଭମାନେେ ଜମି ରେ ଛାଡିଛ?

ପ୍ରଥମ ରାଜାବଳୀ 19:18

ମୁଁ ଇଶ୍ରାୟେଲ ରେ 7,000 ଜଣଙ୍କୁ ଛାଡି ଦବେି, ଯେଉଁମାନେ କବେେ ବାଲ୍ ଦବେତାଙ୍କୁ ପ୍ରଣାମ କରି ନାହାନ୍ତି। ଏପରିକି ସମାନେେ କବେେ ବାଲ୍ ପ୍ରତିମାକୁ ଚୁମ୍ବନ କରି ନାହାନ୍ତି।

ଯିଶାଇୟ 1:9

ଏହା ସତ୍ଯ ଅଟେ। ମାତ୍ର ସଦାପ୍ରଭୁ ସର୍ବଶକ୍ତିମାନ ଅବଶିଷ୍ଟ ଅଳ୍ପ ଲୋକଙ୍କୁ ବଞ୍ଚିବାକୁ ଦେଲେ। ତା ନ ହାଇେଥିଲେ ଆମ୍ଭମାନେେ ସଦୋମ ଓ ହ ମାରୋର ପରି ସମ୍ପୂର୍ଣ୍ଣରୂପେ ଧ୍ବଂସ ପାଇଥାନ୍ତୁ।

ଯିଶାଇୟ 10:22

ଯଦିଓ ଇଶ୍ରାୟେଲର ଅବଶିଷ୍ଟାଂଶ ସମୁଦ୍ରର ବାଲୁକା ସଦୃଶ ସମାନେେ ସଦାପ୍ରଭୁଙ୍କ ପାଖକୁ ଫରେି ଆସିବେ। ମାତ୍ର ସର୍ବପ୍ରଥମେ ତୁମ୍ଭର ଦେଶ ଧ୍ବଂସ ପାଇବ। ପରମେଶ୍ବର ତୁମ୍ଭର ଦେଶ ଧ୍ବଂସ ହବେ ବୋଲି ଘାଷେଣା କରିଛନ୍ତି। ତା'ପ ରେ ଧାର୍ମିକତା ନଦୀର ବନ୍ଯାଜଳ ସଦୃଶ ଦେଶମଧ୍ଯକୁ ବହି ଆସିବ।

ଯିଶାଇୟ 24:13

ଯେପରି ଜୀତ ବୃକ୍ଷରୁ ଜୀତଫଳ ତୋଳିଲା ପ ରେ କିଛି ଜୀତଫଳ ରହିୟାଏ ଓ ଦ୍ରାକ୍ଷା ସଂଗ୍ରହକାରୀ କିଛି ଦ୍ରାକ୍ଷାଗଛ ରେ ଛାଡ଼ି ୟାଇଥାଏ, ସହେିପରି ପୃଥିବୀର ଗୋଷ୍ଠୀମାନଙ୍କ ମଧିଅରେ ଘଟିବ।

ଯିଶାଇୟ 27:12

ସଦେିନ ସଦାପ୍ରଭୁ ଅନ୍ୟମାନଙ୍କଠାରୁ ତାଙ୍କର ଦାସମାନଙ୍କୁ ଅଲଗା କରିବେ। ଫରାତ୍ ନଦୀଠାରୁ ଆରମ୍ଭକରି ମିଶର ନଦୀ ପର୍ୟ୍ଯନ୍ତ ସେ ଲୋକମାନଙ୍କୁ ଏକତ୍ରୀତ କରିବେ।

ଯିରିମିୟ 4:27

ସଦାପ୍ରଭୁ ଏହି କଥା କହନ୍ତି, ସମଗ୍ର ଦେଶ ବନ୍ଧ୍ଯା ହବେ, ମାତ୍ର ମୁଁ ସମ୍ପୂର୍ଣ୍ଣ ରୂପେ ଏହାକୁ ନିଃଶଷେ କରିବି ନାହିଁ।

ଯିହିଜିକଲ 36:8

କିନ୍ତୁ ହେ ଇଶ୍ରାୟେଲର ପର୍ବତଗଣ, ତୁମ୍ଭମାନେେ ନିଶ୍ଚଯ ନିଜର ବୃକ୍ଷ ଉତ୍ପନ୍ନ କରିବ ଓ ମାରେ ଇଶ୍ରାୟେଲର ଲୋକମାନଙ୍କ ପାଇଁ ଫଳ ଉତ୍ପନ୍ନ କରିବ। କାରଣ ସମାନଙ୍କେର ଆଗମନ ସମୟ ସନ୍ନିକଟ।

ଯିହିଜିକଲ 37:19

ସେତବେେଳେ ତୁମ୍ଭେ ସମାନଙ୍କେୁ କୁହ, ସଦାପ୍ରଭୁ ମାରେ ପ୍ରଭୁ ଏହି କଥା କହନ୍ତି, 'ଇଫ୍ରଯିମର ହସ୍ତ ରେ ଥିବାର ଯୋଷଫେର ଆଶାବାଡ଼ି ପୁଣି ତାଙ୍କର ସଖା ଇଶ୍ରାୟେଲୀୟ ଗୋଷ୍ଠୀସମୂହକୁ ଆମ୍ଭେ ନବୋ, ଆଉ ଆମ୍ଭେ ସମାନଙ୍କେୁ ତାହା ସଙ୍ଗେ ଅର୍ଥାତ୍ ଯିହୁଦାର ଆଶାବାଡ଼ି ସଙ୍ଗେ ଯୋଡ଼ି ସମାନଙ୍କେୁ ଏକ କରିବା। ତହିଁରେ ସମାନେେ ଆମ୍ଭ ହସ୍ତ ରେ ଏକ ଆଶାବାଡ଼ି ହବେେ।'

ଯିହିଜିକଲ 39:29

ଏବଂ ମୁଁ ଇଶ୍ରାୟେଲ ପରିବାର ଉପ ରେ ନିଜର ଆତ୍ମା ଜାଳି ଅଛି। ତାହାପ ରେ ମୁଁ ଆପଣା ମୁଖ ସମାନଙ୍କେଠାରୁ ଲୁଚାଇବି ନାହିଁ। ସଦାପ୍ରଭୁ ମାରେ ପ୍ରଭୁ ଏହି କଥା କହନ୍ତି।

ଓବଦିୟ 1:5

ତୁମ୍ଭେ ପ୍ରକୃତ ରେ ଧ୍ବଂସ ହବେ। ଗ୍ଭରମାନେେ ତୁମ୍ଭ ନିକଟକୁ ଆସିବେ, ଡକାଯତମାନେ ରାତ୍ରି ରେ ଆସିବେ ଏବଂ ସହେି ଗ୍ଭରମାନେେ ଯାହାସବୁ ଇଚ୍ଛା କରିବେ ତାହାସବୁ ନଇେଯିବେ। ଯେତବେେଳେ ଶ୍ରମିକମାନେ ତୁମ୍ଭ କ୍ଷତେ ରେ ଦ୍ରାକ୍ଷାଫଳ ସଂଗ୍ରହ କରନ୍ତି, ସମାନେେ ଅଳ୍ପ କିଛି ଅଙ୍ଗୁର ପଛ ରେ ଛାଡିଥାନ୍ତି।

ମୀଖା 7:1

ମୁଁ ବିବ୍ରତ, କାରଣ ଫଳ ତୋଳିଲା ପ ରେ ଫଳ ବଗିଗ୍ଭ ଶ୍ରୀହୀନ ହେଲାପରି ମୁଁ ହାଇେଅଛି ଏବଂ ଦ୍ରାକ୍ଷାଲତାରୁ ଦ୍ରାକ୍ଷାଫଳ ତୋଳା ସରିଗଲା ପରି ମୁଁ ହାଇେଅଛି। ଗୋଟିଏ ହେଲେ ଫଳ ଦ୍ରାକ୍ଷାଲତା ରେ ଖାଇବାକୁ ନାହିଁ କି ମାରେ ପ୍ରିଯ ପ୍ରଥମ ପକ୍ବ ଡିମିରି ଫଳ ନାହିଁ।

ରୋମୀୟଙ୍କ ପ୍ରତି ପତ୍ର 9:27

ଏବଂ ଇଶ୍ରାୟେଲ ବିଷୟ ରେ ୟିଶାଇୟ ଘାଷେଣା କରି କୁହନ୍ତି:

ରୋମୀୟଙ୍କ ପ୍ରତି ପତ୍ର 11:4

କାନ୍ତୁ ତାହାଙ୍କୁ ପରମେଶ୍ବରଙ୍କର ଉତ୍ତର କ'ଣ ଥିଲା? ବାଆଲ ଆଗ ରେ ଆଣ୍ଠୁମାଡି ନଥିବା ସାତହଜାର ଲୋକଙ୍କୁ ଏବେ ମଧ୍ଯ ମୁଁ ନିଜ ପାଇଁ ରଖିଛି।

ରୋମୀୟଙ୍କ ପ୍ରତି ପତ୍ର 11:26

ଏହି ଭଳି ସମଗ୍ର ଇଶ୍ରାୟେଲ ଉଦ୍ଧାର ପାଇବ। ଶାସ୍ତ୍ର ରେ ଲଖାେଅଛି:

Interlinear

Choose Theme