Home Bibles ଯାତ୍ରା ପୁସ୍ତକ 11:6 · ଓଡ଼ିଆ ବାଇବେଲ
ଯାତ୍ରା ପୁସ୍ତକ 11:6 · ଓଡ଼ିଆ ବାଇବେଲ

ମିଶର ରେ ଏକ ମହାରୋଦନ ହବେ। ଯାହା ପୂର୍ବେ ହାଇେ ନାହିଁ କି କବେେ ହବେ ନାହିଁ।

Cross references

ଯାତ୍ରା ପୁସ୍ତକ 3:7

ଏହାପରେ ସଦାପ୍ରଭୁ କହିଲେ, ଆମ୍ଭେ ମିଶର ରେ ଆପଣା ଲୋକମାନଙ୍କର ଅସୁବିଧା ସବୁ ଦେଖିଛୁ ଏବଂ ମିଶରୀଯବାସୀ ସମାନଙ୍କେୁ ୟନ୍ତ୍ରଣା ଦବୋ ସମୟରେ ଆମ୍ଭେ ସମାନଙ୍କେର କ୍ରନ୍ଦନ ଶୁଣିଛୁ। ଆମ୍ଭେ ସମାନଙ୍କେର ୟନ୍ତ୍ରଣା ସବୁ ଜାଣିଛୁ।

ଯାତ୍ରା ପୁସ୍ତକ 9:18

ତେଣୁ, ଆସନ୍ତାକାଲି ଏହି ସମୟରେ, ମୁଁ ଏକ ଭୟଙ୍କର ଶିଳା ବୃଷ୍ଟି କରିବି। ଏପରି ଶିଳାବୃଷ୍ଟି ମିଶର ରେ କବେବେି ହାଇେ ନଥିବ। ଏପରିକି ମିଶର ଏକ ଦେଶ ହେଲାଠାରୁ ହାଇନେଥିବ।

ଯାତ୍ରା ପୁସ୍ତକ 12:30

ସହେି ରାତ୍ର ରେ ମିଶର ପ୍ରେତ୍ୟକକ ଗୃହରୁ ଜଣେ ଜଣେ ମରିଥିଲେ। ଫାରୋ ତାଙ୍କର କର୍ମଚାରୀ ଓ ସେ ଦେଶର ସମସ୍ତ ଲୋକ କ୍ରନ୍ଦନ କରିବାକୁ ଲାଗିଲେ।

ହିତୋପଦେଶ 21:13

ଯେଉଁ ଲୋକ ଦୁଃଖୀ ଦରିଦ୍ରର ଡ଼ାକ ଶୁଣେ ନାହିଁ, ସେ ମଧ୍ଯ ଆପେ ଡ଼ାକିବ। କିନ୍ତୁ ଉତ୍ତର ପାଇବ ନାହିଁ।

ଯିଶାଇୟ 15:4

ହଶବୋନ୍ ଓ ଇଲିଯାଲି ଅତି ଉଚ୍ଚସ୍ବର ରେ କ୍ରନ୍ଦନ କରୁଛି। ସମାନଙ୍କେର ରବ ୟହସ୍ ପର୍ୟ୍ଯନ୍ତ ଶୁଣା ୟାଇଛି। ଏପରିକି ମାୟୋବର ସୈନ୍ଯମାନେ ଭୟ ରେ କମ୍ପିତ ହାଇେ ଆର୍ତ୍ତନାଦ କରୁଛନ୍ତି।

ଯିଶାଇୟ 15:8

ମାୟୋବର ସବୁ ସ୍ଥାନ ରେ କ୍ରନ୍ଦନର ରୋଳ ଶୁଣାୟିବ। ସହେି ହାହାକାର କ୍ରନ୍ଦନ ଦୂରସ୍ଥ ଇଗ୍ମଯିମ୍ ଓ ବେ ରେଲୀମ୍ ପର୍ୟ୍ଯନ୍ତ ଶୁଣାୟିବ।

ଯିଶାଇୟ 19:16

ସଦେିନ ମିଶରୀଯଗଣ ସ୍ତ୍ରୀ ସଦୃଶ ହବେେ। ସମାନେେ ସର୍ବଶକ୍ତିମାନ ସଦାପ୍ରଭୁଙ୍କୁ ଭୟ କରିବେ। ଯେତବେେଳେ ସଦାପ୍ରଭୁ ଦଣ୍ଡ ଦବୋପାଇଁ ହସ୍ତ ଉତ୍ତୋଳନ କରିବେ, ସେତବେେଳେ ସମାନେେ ଭୟଭୀତ ହବେେ।

ଯିରିମିୟ 31:15

ପୁଣି ସଦାପ୍ରଭୁ ଏହି କଥା କହନ୍ତି, ରାମା ରେ କୋଳାହଳ ଓ ଅତି କରୁଣ ଚିତ୍କାର ଶୁଣାୟିବ। ରାହେଲ ଆପଣା ପୁତ୍ରମାନଙ୍କ ପାଇଁ ରୋଦନ କରିବ। ସେ ତା'ର ସନ୍ତାନମାନଙ୍କ ବିଷଯ ରେ ସାନ୍ତ୍ବନାବାଣୀ ଶୁଣିବ ନାହିଁ, କାରଣ ସମାନେେ ମୃତ।

ଯିରିମିୟଙ୍କ ବିଳାପ 3:8

ଏପରି କି ମୁଁ ସାହାୟ୍ଯ ପାଇଁ ଆର୍ତ୍ତ ଚିତ୍କାର କଲେ ବି ସଦାପ୍ରଭୁ ମାେ ପ୍ରାର୍ଥନା ଶୁଣି ନାହାଁନ୍ତି।

ଆମୋଷ 5:17

ସଦାପ୍ରଭୁ ଏହା ମଧ୍ଯ କହନ୍ତି: ଲୋକମାନେ ଦ୍ରାକ୍ଷାକ୍ଷେତ୍ର ରେ କ୍ରନ୍ଦନ କରିବେ। ଯେତବେେଳେ ଆମ୍ଭେ ତୁମ୍ଭମାନଙ୍କ ମଧିଅରେ ଅତିକ୍ରମ କରିବା ଏବଂ ତୁମ୍ଭଙ୍କୁ ଦଣ୍ତ ଦବୋ।

ସିଫନିୟ 1:10

ସଦାପ୍ରଭୁ ମଧ୍ଯ କହିଲେ, ସହେି ସମୟରେ ୟିରୁଶାଲମର ମତ୍ସ୍ଯ ଦ୍ବାରଠା ରେ ସାହାୟ୍ଯ ପାଇଁ ଡାକୁଥିବେ। ଲୋକମାନେ ସହରର ଅନ୍ୟ ପାଶର୍‌ବ ରେ ମଧ୍ଯ ସାହାୟ୍ଯ ପାଇଁ ଚିତ୍କାର କରୁଥିବେ। ସମାନେେ ମଧ୍ଯ ପାହାଡମାନଙ୍କରୁ ଖୁବ୍ ଜୋର୍ ରେ ଶଦ୍ଦ ଶୁଣିବେ।

ଲୂକଲିଖିତ ସୁସମାଚାର 13:28

ତୁମ୍ଭମାନେେ ଅବ୍ରହାମ, ୟିସ୍ହାକ ଓ ଯାକୁବ ତଥା ଅନ୍ୟ ଭବିଷ୍ଯଦ୍ବକ୍ତାମାନଙ୍କୁ ପରମେଶ୍ବରଙ୍କ ରାଜ୍ଯ ରେ ଦେଖିପାରିବ। କିନ୍ତୁ ତୁମ୍ଭମାନେେ ବାହା ରେ ରହିୟିବ। ସତେିକି ବେଳେ ତୁମ୍ଭମାନେେ କୋରଧ ଓ ଭୟ ରେ କାନ୍ଦିବ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 6:16

ଲୋକମାନେ ପର୍ବତ ଓ ଶିଳାଗୁଡ଼ିକୁ କହିଲେ, “ଆମ୍ଭ ଉପରେ ଖସି ପଡ଼। ସିଂହାସନରେ ଯିଏ ବସିଛନ୍ତି, ତାହାଙ୍କ ସମ୍ମୁଖରୁ ଓ ମେଷଶାବକଙ୍କ କ୍ରୋଧରୁ ଆମ୍ଭମାନଙ୍କୁ ଲୁଗ୍ଭଅ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 18:18

ସମାନେେ ତା'ର ଜଳୁଥିବାର ଧୂଆଁ ଦେଖିଲେ। ସମାନେେ ଉଚ୍ଚ ସ୍ବର ରେ କହିଲେ, ଏହି ମହାନଗରୀ ପରି ଅନ୍ୟ କୌଣସି ନଗରୀ ନାହିଁ।

Interlinear

Choose Theme