Home Bibles ଯିଶାଇୟ 27:12 · ଓଡ଼ିଆ ବାଇବେଲ
ଯିଶାଇୟ 27:12 · ଓଡ଼ିଆ ବାଇବେଲ

ସଦେିନ ସଦାପ୍ରଭୁ ଅନ୍ୟମାନଙ୍କଠାରୁ ତାଙ୍କର ଦାସମାନଙ୍କୁ ଅଲଗା କରିବେ। ଫରାତ୍ ନଦୀଠାରୁ ଆରମ୍ଭକରି ମିଶର ନଦୀ ପର୍ୟ୍ଯନ୍ତ ସେ ଲୋକମାନଙ୍କୁ ଏକତ୍ରୀତ କରିବେ।

Cross references

ଆଦି ପୁସ୍ତକ 15:18

ସହେିଦିନ ସଦାପ୍ରଭୁ ଅବ୍ରାମଙ୍କ ସହିତ ଏକ ଚୁକ୍ତି କଲେ। ସେ କହିଲେ, ମୁଁ ଏହି ଦେଶ ତୁମ୍ଭର ବଂଶଧରଙ୍କୁ ଦଲେି। ମିଶରୀଯ ନଦୀଠାରୁ ମହାନ ନଦୀ ଫରାତ୍ ପର୍ୟ୍ଯନ୍ତ ଏହି ଦେଶ ତୁମ୍ଭର ପରିବାରକୁ ମୁଁ ଦଲେି।

ଦିତୀୟ ବିବରଣ 30:3

ତବେେ ସଦାପ୍ରଭୁ ତୁମ୍ଭର ପରମେଶ୍ବର ତକ୍ସ୍ଟମ୍ଭ ପ୍ରତି ଦୟାବାନ ହବେେ। ସଦାପ୍ରଭୁ ପକ୍ସ୍ଟନ୍ନରାଯ ମକ୍ସ୍ଟକ୍ତ କରିବେ। ସେ ତୁମ୍ଭମାନଙ୍କୁ ସଠାେରକ୍ସ୍ଟ ଫରୋଇ ଆଣିବେ,

ଦିତୀୟ ବିବରଣ 30:4

ଏପରିକି ତୁମ୍ଭମାନଙ୍କୁ ପୃଥିବୀର ବହକ୍ସ୍ଟତ ଦୂରକକ୍ସ୍ଟ ପଠାଇଥିଲେ। ମଧ୍ଯ ସେ ତୁମ୍ଭମାନଙ୍କୁ ଏକତ୍ର କରି ଫରୋଇ ଆଣିବେ।

ଯିହୋଶୂୟ 15:4

ଏହି ସୀମା ଅସୋନରକ୍ସ୍ଟ ମିଶର ନଦୀ ପାଖେ ପାଖେ ବାହାରି ଗଲା। ଏବଂ ସହେି ସୀମାର ପ୍ରାନ୍ତଭାଗ ସମକ୍ସ୍ଟଦ୍ର ଥିଲା, ଯାହାକି ତୁମ୍ଭମାନଙ୍କର ଦକ୍ଷିଣ ଦିଗ।

ପ୍ରଥମ ରାଜାବଳୀ 8:65

ସେ ସମୟରେ ଶଲୋମନ ଓ ତାଙ୍କ ସହିତ ସମଗ୍ର ଇଶ୍ରାୟେଲ ଏକ ବିରାଟ ସମାଜ ଦୂର ଦୂରାନ୍ତର ହମାତର ଲୋକମାନେ ଉତ୍ତର ଦିଗ ମଧ୍ଯଦଇେ ଦକ୍ଷିଣ ରେ ମିଶରର ସୀମା ପର୍ୟ୍ଯନ୍ତ ଗଲେ। ସଦାପ୍ରଭୁଙ୍କ ସମ୍ମୁଖ ରେ ଏହି ପର୍ବ ଚଉଦ ଦିନ ୟାଏଁ ପାଳନ କଲେ।

ନିହିମିୟା 1:9

କିନ୍ତୁ ଯଦି ତୁମ୍ଭମାନେେ ଆମ୍ଭ ପାଖକୁ ଫରେି ଆସିବ ଓ ଆମ୍ଭେ ଆଜ୍ଞା ପାଳନକରି ଓ ଅଭ୍ଯାସ କରି ବାସ କରିବ, ତବେେ ଯଦିଓ ତୁମ୍ଭମାନେେ ଆକାଶର ପ୍ରାନ୍ତ ସୀମା ରେ ନିର୍ବାସିତ ଥିଲେ ହେଁ, ଆମ୍ଭେ ସଠାରୁେ ତୁମ୍ଭମାନଙ୍କୁ ସଂଗ୍ରହ କରିବା ଓ ଆମ୍ଭେ ଆପଣା ନାମ ସ୍ଥାପନ କରିବା ପାଇଁ ଯେଉଁ ସ୍ଥାନ ମନୋନୀତ କରିଅଛୁ, ସହେି ସ୍ଥାନକୁ ସମାନଙ୍କେୁ ଆଣିବା।

ଗୀତସଂହିତା 68:22

ମାରେ ପ୍ରଭୁ କହିଲେ, ମାରେ ଶତ୍ରୁଗଣ ହୁଏତ ବାଶନ ପର୍ବତକୁ ଅଥବା ଭୂମଧ୍ଯ ସାଗରର ଗଭୀରକୁ ପଳାଇ ୟାଇପାରନ୍ତି। କିନ୍ତୁ ମୁଁ ସମାନଙ୍କେୁ ଅକ୍ତିଆର କରିବି ଏବଂ ସମାନଙ୍କେୁ ଫରୋଇ ଆଣିବି।

ଗୀତସଂହିତା 72:8

ତାଙ୍କର ରାଜ୍ଯ ସମୁଦ୍ରରୁ ସମୁଦ୍ର ପର୍ୟ୍ଯନ୍ତ ଏବଂ ଫରାତ୍ ନଦୀଠାରୁ ଶଷେ ଧରଣୀକୁ ବ୍ଯାପି ଯାଉ।

ଯିଶାଇୟ 11:11

ସହେି ସମୟରେ ମାରେ ପ୍ରିଯ ପ୍ରଭୁ ପୁନର୍ବାର ଆସିବେ ଓ ଅବଶିଷ୍ଟାଂଶ ଲୋକଙ୍କୁ ନବେେ। ଏହା ଦ୍ବିତୀୟ ଥର ଆପଣା ହସ୍ତ ସ୍ଥାପନ କରିବେ। ଏହି ପରମେଶ୍ବରଙ୍କ ଲୋକମାନେ ଅଶୂର, ଉତ୍ତର ମିଶର, ଦକ୍ଷିଣ ମିଶର, ଇଥିଓପିଆ, ଏଲମ୍, ବାବିଲୋନୀଯ, ହମାଥରୁ ଏବଂ ପୃଥିବୀର ସମସ୍ତ ଦୁର ଦେଶରୁ ଆସିବେ।

ଯିଶାଇୟ 17:6

ସହେି ସମୟ ଲୋକମାନେ ଜିତବୃକ୍ଷର ଫଳ ସଂଗ୍ରହ କଲାପରି ହବେ। ସମାନେେ ଜିତବୃକ୍ଷରୁ ଫଳ ତୋଳିବେ, ମାତ୍ର ବୃକ୍ଷର ଅଗ୍ରଭାବରେ ଦୁଇ ତିନି ଗୋଟି ଫଳ ରହିୟିବ। ଫଳବାନ୍ ଗଛ ରେ ମଧ୍ଯ ଚାରି ପାଞ୍ଚଟା ଫଳ ତୋଳିଲା ବେଳେ ରହିୟିବ। ସହେିପରି ଅବସ୍ଥା ନଗରଗୁଡ଼ିକରେ ଘଟିବ। ସର୍ବଶକ୍ତିମାନ ସଦାପ୍ରଭୁ ତାହା କହିଥିଲେ।

ଯିଶାଇୟ 24:13

ଯେପରି ଜୀତ ବୃକ୍ଷରୁ ଜୀତଫଳ ତୋଳିଲା ପ ରେ କିଛି ଜୀତଫଳ ରହିୟାଏ ଓ ଦ୍ରାକ୍ଷା ସଂଗ୍ରହକାରୀ କିଛି ଦ୍ରାକ୍ଷାଗଛ ରେ ଛାଡ଼ି ୟାଇଥାଏ, ସହେିପରି ପୃଥିବୀର ଗୋଷ୍ଠୀମାନଙ୍କ ମଧିଅରେ ଘଟିବ।

ଯିଶାଇୟ 56:8

ସଦାପ୍ରଭୁ ମାରେ ପ୍ରଭୁ ଏହିସବୁ କହିଛନ୍ତି,

ଯିରିମିୟ 3:14

ସଦାପ୍ରଭୁ କହନ୍ତି, ହେ ବିପଥଗାମୀ ସନ୍ତାନଗଣ, ତୁମ୍ଭମାନେେ ଆମ୍ଭ ନିକଟକୁ ଫରେିଆସ, କାରଣ ଆମ୍ଭେ ତୁମ୍ଭମାନଙ୍କର ସ୍ବାମୀ। ଆମ୍ଭେ ପ୍ରତି ନଗରରୁ ଏକ ଜଣ ଓ ପ୍ରତି ଗୋଷ୍ଠୀ ମଧ୍ଯରୁ ଦୁଇଜଣ କରି ତୁମ୍ଭମାନଙ୍କୁ ସିୟୋନକୁ ଆଣିବା।

ଆମୋଷ 9:9

ଆମ୍ଭେ ଇଶ୍ରାୟେଲର ଧ୍ବଂସ ପାଇଁ ଆଦେଶ ଦବୋ। ଆମ୍ଭେ ଇଶ୍ରାୟେଲବାସୀଙ୍କୁ ସମଗ୍ର ଦେଶଗୁଡିକରେ ବିକ୍ଷିପ୍ତ ଭାବରେ ବିଚ୍ଛୁରିତ କରିବା। ଏହା ଗ୍ଭଲୁଣି ରେ ଅଟା ଚଲାଇଲା ପରି ହବେ। ଫସଲର ଏକ କଣିକା ଧରିତ୍ରୀ ଉପ ରେ ପଡିବ ନାହିଁ। ଯାକୁବଙ୍କର ପରିବାର ସହେିପରି ଭାବରେ ସବୋ କରିବେ।

ମାଥିଉଲିଖିତ ସୁସମାଚାର 18:12

ଯଦି କୌଣସି ଲୋକର ଶ ହଟେି ମେଣ୍ଢା ଥାଆନ୍ତି, କିନ୍ତୁ ସେଥିରୁ ଗୋଟିଏ ହିଜିଯାଏ, ତବେେ ସହେି ଲୋକଟି ତାର ବାକି ଅନେଶ୍ବତ ମେଣ୍ଢାଙ୍କୁ ପାହାଡ଼ ଉପରେ ଛାଡ଼ିଦଇେ ହଜିଯାଇଥିବା ମେଣ୍ଢାକୁ ଖାଜେିବାକୁ ୟିବନାହିଁକି? ତୁମ୍ଭେ କଣ ଭାବ?

ଲୂକଲିଖିତ ସୁସମାଚାର 15:4

ମନକରେ ତୁମ୍ଭମାନଙ୍କ ଭିତରୁ ଜଣକର ଶ ହଟେି ମେଣ୍ଢା ଅଛି, କିନ୍ତୁ ସେଥିରୁ ଗୋଟିଏ ହଜିଗଲା। ତବେେ ସେ ଅନେଶ୍ବତ ମେଣ୍ଢାଙ୍କୁ ଏକୁଟିଆ ଛାଡିଦଇେ ହଜି ଯାଇଥିବା ମେଣ୍ଢାଟିକୁ ଖାଜେିବା ପାଇଁ ବାହାରିପଡିବ ଓ ତାକୁ ପାଇବା ପର୍ୟ୍ଯନ୍ତ ସେ ଖାଜେିବାକୁ ଲାଗିବ।

ଯୋହନଲିଖିତ ସୁସମାଚାର 6:37

ମାରେ ପରମପିତା ମାେତେ ମାେ ଲୋକମାନଙ୍କୁ ଦଇେଛନ୍ତି। ସମାନେେ ପ୍ରେତ୍ୟକକ ମାେ ପାଖକୁ ଆସିବେ। ମୁଁ ସର୍ବଦା ମାେ ପାଖକୁ ଆସୁଥିବା ପ୍ରେତ୍ୟକକଙ୍କୁ ଗ୍ରହଣ କରିବି।

ଯୋହନଲିଖିତ ସୁସମାଚାର 10:16

ମାରେ ଅନ୍ୟ ମଷେମାନେ ମଧ୍ଯ ଅଛନ୍ତି। ସମାନେେ ଏହି ପଲ ରେ ନାହାଁନ୍ତି। ମୁଁ ସମାନଙ୍କେୁ ମଧ୍ଯ ଆଣିବି। ସମାନେେ ମାରେ ସ୍ବର ଶୁଣିବେ। ଭବିଷ୍ଯତ ରେ ଗୋଟିଏ ପଲ ହବେ ଓ ସେ ପଲର ଜଣେ ମଷେପାଳକ ହବେେ।

Interlinear

Choose Theme