ଦମ୍ମେଶକ ପ୍ରତି ଶାେକ ବାର୍ତ୍ତା। ସଦାପ୍ରଭୁ କୁହନ୍ତି ଯେ ଦମ୍ମେଶକରେ ଏହିସବୁ ଘଟିବ, ଦମ୍ମେଶକ ଆଉ ନଗର ହାଇେ ରହିବ ନାହିଁ। ସେ ଧ୍ବଂସ ପାଇବ। କବଳେ ଧ୍ବଂସ ବିଧ୍ବସ୍ତ ପ୍ରାସାଦଗୁଡ଼ିକର କାନ୍ଥଗୁଡ଼ିକ ରହିବ।
Cross references
ସହେି ରାତ୍ରି ରେ ସିଏ ଓ ତାଙ୍କର ସୈନ୍ଯମାନେ ସମସ୍ତେ ମିଶି ତାଙ୍କର ଶତୃମାନଙ୍କ ବିରୁଦ୍ଧ ରେ ଅତର୍କିତ ଆକ୍ରମଣ କଲେ। ସମାନେେ ତାଙ୍କୁ ପରାସ୍ତ କରି ତାଙ୍କୁ ଗୋଡ଼ଇେ ଗୋଡ଼ଇେ ଦମ୍ମସକରେ ଉତ୍ତର ସ୍ଥିତ ହାବୋ ପର୍ୟ୍ଯନ୍ତ ଗୋଡ଼ାଇଲେ।
କିନ୍ତୁ ଅବ୍ରାମ କହିଲେ, ସଦାପ୍ରଭୁ ପରମେଶ୍ବର, ମାେତେ ପୁରସ୍କାର ଦଇେ କଣ ଭଲ ହବେ? ମୁଁ ସନ୍ତାନ ବିନା ମରିବାକୁ ଯାଉଛି। ସେଥିପାଇଁ ଦମ୍ମସକରେ ମାରେ ମୁଖ୍ଯ ସବେକ ଇଲିଯଜେର ମାରେ ସମ୍ପତ୍ତି ଅଧିକାର କରିବ।
ଦାଉଦ ସୋବାକୁ ପରାସ୍ତ କଲାପରେ ରଷୋଣ କିଛି ଲୋକ ସଂଗ୍ରହ କଲେ ଓ ସହେିମାନଙ୍କର ଦଳପତି ହେଲ। ତା'ପରେ ସମାନେେ ଦମ୍ମେଶକକୁ ୟାଇ ସଠାେରେ ବାସ କଲେ ଓ ରଷୋଣ ଦମ୍ମେଶକର ରାଜା ହେଲ।
ଏଥିସର ଅଶୂର ରାଜା ଆହସ୍ଙ୍କୁ ସାହାୟ୍ଯ କରିବାକୁ ରାଜିସହଲଲ ଓସସ ଆକ୍ରମଣ କଲଲ। ଦମ୍ମଲଶକ ଅଧିକାର କଲଲ ଓସସଠିକାରସଲାକମାନଙ୍କୁ ବନ୍ଦୀ କରି କୀର ନଗରକୁସନଇଗଲଲ। ଆଉସସ ରତ୍ସୀନ୍କୁ ବଧ କଲଲ।
ଅରାମୀଯ ଲୋକମାନେ ଦମ୍ମେଶକରୁ ହଦ ରଷେରଙ୍କୁ ସାହାୟ୍ଯ କରିବାକୁ ଆସିଲେ। ମାତ୍ର ସହେି ଅରାମୀଯର 22,000 ସୈନ୍ଯଙ୍କୁ ଦାଉଦ ମାରି ଦେଲେ।
ଆହସ୍ ପାପ କଲେ, ତେଣୁ ସଦାପ୍ରଭୁ ତାଙ୍କର ପରମେଶ୍ବର ଅରାମର ରାଜାଙ୍କ ଦ୍ବାରା ଆହସ୍ଙ୍କୁ ପରାସ୍ତ କଲେ। ଅରାମର ରାଜା ଓ ତାଙ୍କର ସୈନ୍ଯଦଳ ଆହସ୍ଙ୍କୁ ପରାସ୍ତ କଲେ ଓ ଯିହୁଦାର ଅନକେ ଲୋକଙ୍କୁ ବନ୍ଦୀ କରି ନେଲେ। ଅରାମର ରାଜା ସହେି ବନ୍ଦୀମାନଙ୍କୁ ଦମ୍ମେଶକ ନଗରକୁ ନଇଗେଲେ। ସଦାପ୍ରଭୁ ଇଶ୍ରାୟେଲର ରାଜା ପକହଙ୍କେ ଦ୍ବାରା ମଧ୍ଯ ଆହସ୍ଙ୍କୁ ପରାସ୍ତ କଲେ।
ଦମ୍ମୋଶକ ଲୋକମାନେ ଯେଉଁ ଦବେତାର ପୂଜା କରୁଥିଲେ, ସେ ସମାନଙ୍କେ ନିକଟରେ ବଳିଦାନ ଉତ୍ସର୍ଗ କଲେ। ଦମ୍ମେଶକୀଯ ଲୋକମାନେ ଆହସ୍ଙ୍କୁ ପରାସ୍ତ କଲେ, ତେଣୁ ସେ ମନେ ମନେ ଭାବିଲେ, ଅରାମର ଲୋକମାନେ ଯେଉଁ ଦବେତାର ପୂଜା କରନ୍ତି, ସେ ସମାନଙ୍କେୁ ସାହାୟ୍ଯ କଲେ। ତେଣୁ ଯଦି ମୁଁ ସହେି ଦବେତାମାନଙ୍କ ନିକଟରେ ବଳିଦାନ ଉତ୍ସର୍ଗ କରିବି, ତବେେ ହୁଏତ ସମାନେେ ମାେତେ ମଧ୍ଯ ସାହାୟ୍ଯ କରିପାରିନ୍ତି। ଆହସ୍ ସହେି ଦବେତାମାନଙ୍କୁ ପୂଜା କଲେ। ଏହି ପ୍ରକା ରେ ସେ ନିଜେ ପାପ କଲେ ଓ ଇଶ୍ରାୟେଲର ଲୋକମାନଙ୍କୁ ପାପ କରାଇଲେ।
ସଯଲତଲବଲଳ ଉତ୍ସୀନ ଦମ୍ମଲଶକର ରାଜାସହଲବ ଏହା ଘଟିବ ନାହିଁ। କାରଣ ପଞ୍ଚଷଠି ବର୍ଷ ମଧିଅଲର ଇଫ୍ରଯିମ ଇଶ୍ରାଲୟଲ ଏପରି ଖଣ୍ଡ ବିଖଣ୍ଡିତସହବସଯ ତାହା ଏକସଗାଷ୍ଠୀସହାଇ ରହିବ ନାହିଁ।
ଏ ନାମ କାହିଁକି ରଖାୟିବ। କାରଣ ବାଳକଟି ପିତାମାତା ଡ଼ାକିବା ପାଇଁ ଜ୍ଞାନ ପାଇବା ପୂର୍ବରୁ ପରମେଶ୍ବର ସମସ୍ତ ଧନ ସମ୍ପଦ ଦମ୍ମେଶକରୁ ଓ ଶମରିଯାରୁ ନଇୟୋଇଥିବେ ଏବଂ ସେ ସମସ୍ତ ଧନକୁ ଅଶୂର ରାଜାଙ୍କୁ ଦଇେ ଦବେେ।'
କଲ୍ନୋ ନଗର ତକମିଶର ତୁଲ୍ଯ ଅଟେ। ପୁଣି ଅର୍ପିଦ ନଗର ହମାତ୍ ତୁଲ୍ଯ ଅଟେ। ଶମରିଯା ନଗର ଦମ୍ମେଶକ ପରି ଅଟେ।
ପରମେଶ୍ବର ଆମାେସଙ୍କ ପୁତ୍ର ଯିଶାଇୟଙ୍କୁ ବାବିଲ ସମ୍ବନ୍ଧୀଯ ବାର୍ତ୍ତା ଦଖାଇେଲେ।
ମାଯାେବ ବିଷଯ ରେ ଏକ ଦୁଃଖର ବାର୍ତ୍ତା। ଅନ୍ୟ ଏକ ରାତ୍ରି ରେ ମାୟୋବର ଆର ନଗରରୁ ସୈନ୍ଯମାନେ ସମସ୍ତ ଧନ ନଇଗେଲେ ଏବଂ ତାକୁ ମଧ୍ଯ ଧ୍ବଂସ କଲେ। ଆଉ ମଧ୍ଯ ଦିନେ ରାତ୍ରି ରେ ସୈନ୍ଯମାନେ ମାୟୋବର ବୀର ନଗରରୁ ସମସ୍ତ ଧନ ନଇଗେଲେ ଓ ସେ ନଗରକୁ ମଧ୍ଯ ଧ୍ବଂସ କଲେ।
ମିଶର ବିଷଯକ ଲୋକ ବାର୍ତ୍ତା : ଦେଖ ! ସଦାପ୍ରଭୁ ଦ୍ରୁତଗାମୀ ମେଘ ରେ ଆସୁଛନ୍ତି। ସେ ମିଶର ରେ ପ୍ରବେଶ କରିବେ ଏବଂ ମିଶରର ସମସ୍ତ ପ୍ରତିମା ଭୟ ରେ ଥରିବେ। ମିଶର ସାହସୀ ଥିଲା, ମାତ୍ର ତା'ର ସେ ସାହସ ଉତ୍ତପ୍ତ ମହମ ପରି ତରଳି ୟିବ।