କଲ୍ନୋ ନଗର ତକମିଶର ତୁଲ୍ଯ ଅଟେ। ପୁଣି ଅର୍ପିଦ ନଗର ହମାତ୍ ତୁଲ୍ଯ ଅଟେ। ଶମରିଯା ନଗର ଦମ୍ମେଶକ ପରି ଅଟେ।
Cross references
ଶନିଯର ଦେଶ ରେ ବାବିଲ୍, ଏରକ୍, ଏକ୍କଦ୍ ଓ କଲନୀ ଏହିସବୁ ନଗର ତାହାର ପ୍ରଥମ ରାଜ୍ଯ ହେଲା।
ହମାତର ରାଜା ତୋହି ଶୁଣିବାକୁ ପାଇଲେ ଯେ ଦାଉଦ ହଦଦଷେର ସମସ୍ତ ୈସନ୍ଯମାନଙ୍କୁ ପରାସ୍ତ କରିଛନ୍ତି।
ଏଥିସର ଅଶୂର ରାଜା ଆହସ୍ଙ୍କୁ ସାହାୟ୍ଯ କରିବାକୁ ରାଜିସହଲଲ ଓସସ ଆକ୍ରମଣ କଲଲ। ଦମ୍ମଲଶକ ଅଧିକାର କଲଲ ଓସସଠିକାରସଲାକମାନଙ୍କୁ ବନ୍ଦୀ କରି କୀର ନଗରକୁସନଇଗଲଲ। ଆଉସସ ରତ୍ସୀନ୍କୁ ବଧ କଲଲ।
ଅଶୁରର ରାଜା ଇଶ୍ରାୟେଲ ବହୁସ୍ଥାନଗୁଡିକୁ ଆକ୍ରମଣ କଲେ ଓ ଶମରିଯାକୁ ଆସି ତା' ବିରୁଦ୍ଧ ରେ ତିନି ବର୍ଷ ଧରି ୟୁଦ୍ଧ କଲେ।
ଅନନ୍ତର ଅଶୂରର ରାଜା ବାବିଲ୍, କୂଥା, ଅଦ୍ଦା, ହମାତ୍ ଓ ସଫର୍ବଯିମଠାରୁ ଲୋକ ଆଣି ଇଶ୍ରାୟେଲୀୟମାନଙ୍କ ବଦଳ ରେ ଶମରିଯାର ବିଭିନ୍ନ ନଗର ରେ ସ୍ଥାପନ କଲେ। ତହୁଁ ସମାନେେ ଶମରିଯା ଅଧିକାର କରି ସଠାେରେ ନାନା ନଗର ରେ ବାସ କଲେ।
ଅନନ୍ତର ଯିହୁଦାର ରାଜା ହିଜକିଯଙ୍କର ରାଜତ୍ବର ଚତୁର୍ଥ ବର୍ଷ ରେ ଓ ଇଶ୍ରାୟେଲର ରାଜା ଏଲାଙ୍କର ପୁତ୍ର ହାେେଶୟଙ୍କ ରାଜତ୍ବର ସପ୍ତମ ବର୍ଷ ରେ ଅଶୂରର ରାଜା ଶଲ୍ମନଷେର ଶମରିଯା ବିରୁଦ୍ଧ ରେ ୟୁଦ୍ଧ କରିବାକୁ ୟାଇ ତାଙ୍କୁ ଅବରୋଧ କଲେ।
ତୃତୀୟ ବର୍ଷ ଶଷେ ରେ ସମାନେେ ତାକୁ ଅଧିକାର କଲେ। ହିଜକିଯଙ୍କ ରାଜତ୍ବର ଷଷ୍ଠ ବର୍ଷ ରେ ଓ ଇଶ୍ରାୟେଲର ରାଜା ହାେେଶୟଙ୍କ ରାଜତ୍ବର ନବମ ବର୍ଷ ରେ ଏହା ଅଧିକୃତ ହେଲା।
ଯୋଶିୟଯ ମନ୍ଦିର ନିମନ୍ତେ ସହେି ସମସ୍ତ ଉତ୍ତମ କାର୍ୟ୍ଯ କରିଥିଲେ। ପରେ, ମିଶରର ରାଜା ନଖୋ, ଫରାତ୍ ନଦୀ ନିକଟରେ ଥିବା କର୍କମୀଶ ସହର ବିରୁଦ୍ଧ ରେ ୟୁଦ୍ଧ କରିବାକୁ ଆସିଲେ। ରାଜା ଯୋଶିୟଯ ନଖୋ ବିରୁଦ୍ଧ ରେ ୟୁଦ୍ଧ କରିବାକୁ ଗଲେ।
ସଯଲତଲବଲଳ ଉତ୍ସୀନ ଦମ୍ମଲଶକର ରାଜାସହଲବ ଏହା ଘଟିବ ନାହିଁ। କାରଣ ପଞ୍ଚଷଠି ବର୍ଷ ମଧିଅଲର ଇଫ୍ରଯିମ ଇଶ୍ରାଲୟଲ ଏପରି ଖଣ୍ଡ ବିଖଣ୍ଡିତସହବସଯ ତାହା ଏକସଗାଷ୍ଠୀସହାଇ ରହିବ ନାହିଁ।
ଇଶ୍ରାୟେଲର ଦୁର୍ଗନଗର, ଦମ୍ମେଶକର ରାଜ୍ଯ ଓ ଅରାମର ଅବଶିଷ୍ଟାଂଶ ଲୁପ୍ତ ହବେ। ସର୍ବଶକ୍ତିମାନ ସଦାପ୍ରଭୁ ତୁମ୍ଭେ ଯେ, ଇଶ୍ରାୟେଲର ଖ୍ଯାତି ଲୋକଙ୍କ ପରି ସମାନେେ ମଧ୍ଯ କାଢ଼ି ନିଆଯିବେ।'
ରାଜପଥ ଧ୍ବଂସପ୍ରାପ୍ତ ହାଇେଛି। ସଠାେ ରେ କହେି ପଥିକ ଦଖାେଯିବେ ନାହିଁ। ସମାନେେ ଚୁକ୍ତି ଭଙ୍ଗ କରିଛନ୍ତି। ନଗର ସବୁକୁ ତୁଚ୍ଛ କରିଛନ୍ତି ଏବଂ କହେି ହେଲେ ସମ୍ମାନ ହାଇେ ନାହାଁନ୍ତି।
ହମାତ ଓ ଅର୍ପଦର ଦବେତାମାନେ କାହାନ୍ତି ? ସଫର୍ବଯିମର ଦବେତାମାନେ କାହାନ୍ତି ? ସମାନେେ କ'ଣ ମାଠାରୁେ ଶମରିଯାକୁ ଉଦ୍ଧାର କରିଛନ୍ତି ?
ହମାତ, ଅର୍ପଦ, ସଫର୍ବଯିମ ନଗର, ହନୋ ଓ ଅବ୍ବା ରାଜା କାହାଁନ୍ତି ? ସମାନେେ ସମସ୍ତେ ବିନାଶ ହାଇେଛନ୍ତି।
ମିଶର ଦେଶ ସମ୍ବନ୍ଧ ରେ ଏହି ବାର୍ତ୍ତା। ଯୋଶିୟଯର ପୁତ୍ର ଯିହୁଦାର ରାଜା ଯିହାୟୋଦାରକୀମର ଅଧିକାରର ଚତୁର୍ଥ ବର୍ଷ ରେ ବାବିଲର ରାଜା ନବୂଖଦନିତ୍ସର, ମିଶରର ରାଜା ଫାରୋନଖୋର ଯେଉଁ ସୈନ୍ଯସାମନ୍ତକୁ ପରାଜଯ କଲା, ଫରାତ୍ ନଦୀ ନିକଟସ୍ଥ ଜଳୀମୀଶ ରେ ଉପସ୍ଥିତ ସହେି ସୈନ୍ଯ ସାମନ୍ତ ବିଷଯ କଥା।
ଦମ୍ମେଶକ ପାଇଁ ଏହି ବାର୍ତ୍ତା,
ହେ ସିଯୋନର ଲୋକମାନେ, ଯେଉଁମାନେ ତୁମ୍ଭର ଦୁଃଖ ନାହିଁ ବୋଲି କହୁଛ ଏବଂ ଶମରିଯା ପର୍ବତ ଉପ ରେ ଥିବା ନିବାସୀ ଯେଉଁମାନେ ନିଜକୁ ନିରାପଦ ମନେ କରୁଛ, ତୁମ୍ଭମାନଙ୍କ ପାଇଁ ଏହା ଅତି ମନ୍ଦ ହବେ। ତୁମ୍ଭମାନେେ ମହାନ୍ ଦେଶର ପ୍ରଧାନ ଗଣ। ଇଶ୍ରାୟେଲର ଗୃହ ତୁମ୍ଭମାନଙ୍କର ଉପଦେଶ ପାଇଁ ତୁମ୍ଭମାନଙ୍କ ପାଖକୁ ଆସୁଛି।
ୟାଅ କଲନୀକୁ ଦେଖ, ସହେି ସ୍ଥାନରୁ ମହାନ୍ ନଗର ହମାତକୁ ୟାଅ। ତା'ପ ରେ ପଲେଷ୍ଟୀୟମାନଙ୍କର ଗାଥ୍ ନଗରକୁ ୟାଅ। ସହେିସବୁ କି ଏହି ରାଜ୍ଯଗୁଡିକ ଅପେକ୍ଷା ଭଲ? ଅବା ସମାନଙ୍କେର ସୀମା କି ତୁମ୍ଭମାନଙ୍କର ରାଜ୍ଯ ଅପେକ୍ଷା ବଡ।