Home Bibles ☰ Books ପ୍ରଥମ ରାଜାବଳୀ 11:24 · ଓଡ଼ିଆ ବାଇବେଲ
ପ୍ରଥମ ରାଜାବଳୀ 11:24 · ଓଡ଼ିଆ ବାଇବେଲ

ଦାଉଦ ସୋବାକୁ ପରାସ୍ତ କଲାପରେ ରଷୋଣ କିଛି ଲୋକ ସଂଗ୍ରହ କଲେ ଓ ସହେିମାନଙ୍କର ଦଳପତି ହେଲ। ତା'ପରେ ସମାନେେ ଦମ୍ମେଶକକୁ ୟାଇ ସଠାେରେ ବାସ କଲେ ଓ ରଷୋଣ ଦମ୍ମେଶକର ରାଜା ହେଲ।

Cross references

ଆଦି ପୁସ୍ତକ 14:15

ସହେି ରାତ୍ରି ରେ ସିଏ ଓ ତାଙ୍କର ସୈନ୍ଯମାନେ ସମସ୍ତେ ମିଶି ତାଙ୍କର ଶତୃମାନଙ୍କ ବିରୁଦ୍ଧ ରେ ଅତର୍କିତ ଆକ୍ରମଣ କଲେ। ସମାନେେ ତାଙ୍କୁ ପରାସ୍ତ କରି ତାଙ୍କୁ ଗୋଡ଼ଇେ ଗୋଡ଼ଇେ ଦମ୍ମସକରେ ଉତ୍ତର ସ୍ଥିତ ହାବୋ ପର୍ୟ୍ଯନ୍ତ ଗୋଡ଼ାଇଲେ।

ଦିତୀୟ ଶାମୁୟେଲ 8:3

ସୋବାରର ରାଜା ରହୋବର ପକ୍ସ୍ଟତ୍ର, ହଦଦଷେର ଫରାତ ନଦୀ ନିକଟରେ ନିଜର ରାଜ୍ଯ ପକ୍ସ୍ଟନର୍ବାର ହସ୍ତଗତ କରିବାକୁ ୟିବା ସମୟରେ ଦାଉଦ ତାହାଙ୍କକ୍ସ୍ଟ ପରାସ୍ତ କଲେ।

ଦିତୀୟ ଶାମୁୟେଲ 10:6

ଅେମ୍ମାନୀୟମାନେ ହୃଦଯଙ୍ଗମ କଲେ ଯେ, ରାଜା ଦାଉଦ ସମାନଙ୍କେୁ ବର୍ତ୍ତମାନ ତାଙ୍କର ଶତୃ ବୋଲି ବିବଚେନା କଲେ। ତେଣୁ ସମାନେେ 20 ,000 ଅରାମୀଯ ୈସନ୍ଯମାନଙ୍କୁ ବୈଥ-ରହାବେ ଓ ସୋବାରକ୍ସ୍ଟ 1,000 ଜଣ ମାଖାର ରାଜାଙ୍କଠାରକ୍ସ୍ଟ ଏବଂ ଟୋବରକ୍ସ୍ଟ 12,000 ସୈନ୍ଯ ଭଡା ରେ ଆଣିଲେ।

ଦିତୀୟ ଶାମୁୟେଲ 10:8

ସହେିଦିନ ଅେମ୍ମାନୀୟମାନେ ବାହାରି ଆସିଲେ ଏବଂ ନଗରର ଫାଟକ ନିକଟରେ ୟକ୍ସ୍ଟଦ୍ଧ ପାଇଁ ପ୍ରସ୍ତକ୍ସ୍ଟତ ହାଇେ ରହିଲେ। ସୋବା ଓ ରହୋବର ଅରାମୀଯ ଲୋକମାନେ, ଟୋବର ସୈନ୍ଯମାନେ ଏବଂ ମାଖା ନଗର ବାହାର କ୍ଷେତ୍ର ରେ ଏକତ୍ରୀତ ହେଲ।

ଦିତୀୟ ଶାମୁୟେଲ 10:18

ଅରାମୀଯମାନେ ୟକ୍ସ୍ଟଦ୍ଧ କରି ନପାରି ଇଶ୍ରାୟେଲୀୟମାନଙ୍କ ଆଗରକ୍ସ୍ଟ ପଳାଯନ କଲେ। ଦାଉଦ ଅରାମୀଯମାନଙ୍କ 700 ରଥାରୂଢ ଓ 40,000 ଅଶ୍ବାରୂଢ ସୈନ୍ଯଙ୍କକ୍ସ୍ଟ ହତ୍ଯା କଲେ। ପକ୍ସ୍ଟଣି ସେ ସମାନଙ୍କେର ସନୋପତି ଶୋବକକକ୍ସ୍ଟ ଆଘାତ କଲେ ଓ ସେ ସହେିଠା ରେ ମୃତକ୍ସ୍ଟ୍ଯବରଣ କଲା।

ପ୍ରଥମ ରାଜାବଳୀ 15:18

ତେଣୁ ଆସା ସଦାପ୍ରଭୁଙ୍କ ମନ୍ଦିରର ଭଣ୍ତାରରୁ ଓ ରାଜଗୃହର ଭଣ୍ତାରରୁ ଅବଶିଷ୍ଟ ସମସ୍ତ ସୁନା ଓ ରୂପା ନଇେ ଆପଣା ଦାସମାନଙ୍କ ହସ୍ତ ରେ ସମର୍ପଣ କଲେ। ସେ ହିଷିଯୋଣର ପୌତ୍ର ଟବ୍ରିମ୍ମୋଣର ପୁତ୍ର ବିନହଦଦ୍ ନାମକ ଦମ୍ମେଶକ-ନିବାସୀ ଅରାମୀଯ ରାଜା ନିକଟକୁ ସମାନଙ୍କେୁ ପଠାଇ ଏହି କଥା କହିଲେ।

ପ୍ରଥମ ରାଜାବଳୀ 19:15

ତହୁଁ ସଦାପ୍ରଭୁ କହିଲେ, ତୁମ୍ଭେ ଦମ୍ମେଶକ ପ୍ରାନ୍ତରକୁ ୟାଇଥିବା ପଥରେ ଫରେିୟାଅ। ଦମ୍ମେଶକକୁ ୟାଅ ଓ ସଠାେରେ ହସାଯଲକେୁ ଅରାମର ସିଂହାସନ ରେ ଅଭିଷିକ୍ତ କର।

ପ୍ରଥମ ରାଜାବଳୀ 20:34

ସେତବେେଳେ ବିନ୍ହଦଦ୍ ଆହାବ୍ଙ୍କୁ କହିଲେ, ମାରେ ପିତା ଯେଉଁ ନଗରଗୁଡିକ ତୁମ୍ଭ ପିତାଙ୍କଠାରୁ ନଇେ ଥିଲେ ମୁଁ ତୁମ୍ଭକୁ ସଗେୁଡିକ ଫରୋଇ ଦବୋକୁ ଯାଉଛି। ଯେ ହତେୁ ମାରେ ପିତା ଯେପରି ଶମରିଯା ରେ ବଜାର ଓ ଦୋକାନମାନ କରିଥିଲେ ଆପଣ ଦମ୍ମେଶକରେ ସହେିପରି କରିବେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 9:2

ସେ ମହାୟାଜକଙ୍କ ପାଖକୁ ଯାଇ ଦମ୍ମସକେ ନଗରର ଯିହୂଦୀ ସମାଜଗୃହଗୁଡ଼ିକୁ ପତ୍ର ସବୁ ଲେଖିବା ନିମନ୍ତେ କହିଲେ। ଯେପରି ଏହାଦ୍ବାରା ସେ ଯେତବେେଳେ ଖ୍ରୀଷ୍ଟଙ୍କ ପଥ ଅନୁସରଣକାରୀ କୌଣସି ପୁରୁଷ ବା ସ୍ତ୍ରୀକୁ ଦେଖନ୍ତି, ସେତବେେଳେ ସମାନଙ୍କେୁ ବନ୍ଦୀ କରି ୟିରୂଶାଲମକୁ ନଇେ ଆସିପାରିବେ।

Interlinear

Choose Theme