ମାତ୍ର ଶତ୍ରୁଗଣ ବାବିଲନୀଯଙ୍କ ପଶ୍ଚାତ୍ଧାବନ କରିବେ ଓ ଯେତବେେଳେ ସମାନଙ୍କେୁ ଧରିବେ ଖଡ୍ଗ ରେ ସମାନଙ୍କେୁ ହତ୍ଯା କରିବେ।
Cross references
ମାତ୍ର ତୁମ୍ଭେ ଦୁଷ୍ଟାଚାରୀ ରାଜା ନିଜ ସମାଧିରୁ ନିକ୍ଷିପ୍ତ ହାଇେଛି। ବୃକ୍ଷର ଶାଖା ବୃକ୍ଷରୁ ବିଚ୍ଯୁତ ହାଇେ ବାହା ରେ ନିକ୍ଷିପ୍ତ ହେଲାପରି ଏବଂ ୟୁଦ୍ଧ ରେ ମୃତ ସୈନିକ ଯେପରି ଅନ୍ୟ ସୈନ୍ଯମାନଙ୍କ ଦ୍ବାରା ପଦଦଳିତ ହେଲାପରି ତୁମ୍ଭେ ହବେ। ବର୍ତ୍ତମାନ ତୁମ୍ଭେ ମୃତ୍ଯୁ ବସ୍ତ୍ର ରେ ଆଚ୍ଛାଦିତ ହାଇେ ନିଜ କବର ବାହା ରେ ପଡ଼ି ରହିଛ।
ଏ ଉଭୟ ଘଟଣା ସହସା ଏକ ମୁହୂର୍ତ୍ତ ରେ ଘଟିବ। ପ୍ରଥମେ ସନ୍ତାନ ବିରହ ଓ ପ ରେ ବୈଧବ୍ଯ ତୁମ୍ଭପ୍ରତି ଘଟିବ। ତୁମ୍ଭର ଅପାର ଶକ୍ତିଶାଳୀ କୌଶଳ ଓ ମାଯାବୀତ୍ବ କିଛି ସାହାୟ୍ଯ କରିବ ନାହିଁ। ଏ ଦୁଇଟି ସମ୍ପୂର୍ଣ୍ଣ ପରିମାଣ ରେ ତୁମ୍ଭ ପ୍ରତି ଘଟିବ।
ସଦାପ୍ରଭୁ ଆପଣା ଅସ୍ତ୍ରାଗାର ଫିଟାଇ ଆପଣା କୋର୍ଧରୂପ ଅସ୍ତ୍ରସବୁ ବାହାର କରି ଆଣିଛନ୍ତି। କାରଣ ସୈନ୍ଯାଧିପତି ସଦାପ୍ରଭୁଙ୍କର କଲଦୀଯମାନଙ୍କ ଦେଶ ରେ ସମାନଙ୍କେ ପାଇଁ କିଛି କରିବାର ଅଛି।
ତାହାର ବୃଷଭ ସବୁକୁ ବଧ କର। ସେସବୁ ବଧ ସ୍ଥାନକୁ ୟାଆନ୍ତୁ। ସମାନେେ ସନ୍ତାପର ପାତ୍ର, କାରଣ ସମାନଙ୍କେର ଦିନ ଓ ପ୍ରତିଫଳର ସମୟ ଉପସ୍ଥିତ ହେଲା।
ସଦାପ୍ରଭୁ କହନ୍ତି, କଲଦୀଯମାନଙ୍କୁ ବାବିଲର ଅଧିପତିଗଣଙ୍କୁ ଓ ଜ୍ଞାନୀମାନଙ୍କୁ ଖଡ୍ଗ ବିନାଶ କରିବ।
ବାବିଲର ଧନୁର୍ଦ୍ଧରମାନେ ଆପଣା ଧନୁ ରେ ଗୁଣ ଦବେେ ନାହିଁ କି ସମାନେେ ଆପଣା ସାଞ୍ଜୁ ପିନ୍ଧିବେ ନାହିଁ। ତୁମ୍ଭମାନେେ ତାହାର ୟୁବକଗଣଙ୍କୁ ଦୟା କର ନାହିଁ ଓ ତା'ର ସମସ୍ତ ସୈନ୍ଯଙ୍କୁ ବିନାଶ କର।