ପରମେଶ୍ବର କୁହନ୍ତି, ବାବିଲର ବିପକ୍ଷ ରେ ଆକ୍ରମଣ ପାଇଁ ମୁଁ ମାଦୀଯମାନଙ୍କୁ ନିଯୋଜିତ କରିବି। ରେ ୗପ୍ୟ ଓ ସୁବର୍ଣ୍ଣ ଲାଞ୍ଚ ପାଇଲେ ମଧ୍ଯ ମାଦୀଯର ସୈନ୍ଯମାନେ କବେେ ଆକ୍ରମଣରୁ ନିବୃତ୍ତ ହବେେ ନାହିଁ।
Cross references
ସହେି ସ୍ତ୍ରୀର ସ୍ବାମୀ ନିତ୍ଯାନ୍ତ ଇର୍ଷାପରାଯଣ ହବେ। ତା'ର ସ୍ବାମୀ ନିତ୍ଯାନ୍ତ କୋରଧତ ହବେ। ପ୍ରତିହିଂସା କରିବା ବେଳେ ସେ କିଛି ମାନିବ ନାହିଁ।
ପୁଣି ପରମେଶ୍ବର କହିଲେ,
ମୁଁ ଦେଖିଅଛି ଏକ ଭୟଙ୍କର ଦୁଃଖଦାୟକ ଘଟଣା ଘଟିବ। ବିଶ୍ବାସ ଘାତକ ତୁମ୍ଭମାନଙ୍କ ପ୍ରତି ବିଶ୍ବାସଘାତକତା କରୁଅଛି ଓ ଲୁଣ୍ଠନକାରୀ ଲୁଣ୍ଠନ କରୁଅଛି। ସେ ଏଲମ୍! ୟାଅ ୟୁଦ୍ଧ କର। ହେ ମାଦିଯେ, ତୁମ୍ଭ ସୈନ୍ଯବାହିନୀ ଦ୍ବାରା ନଗରକୁ ଅବରୋଧ କର ଓ ପରାସ୍ତ କର। ମୁଁ ସହେି ନଗରରୁ ଦୁଃଖ ଓ ହାହାକାର ଦୂର କରିଅଛି।
ଆମ୍ଭେ ଉତ୍ତର ଦିଗରୁ ଜଣକୁ ଉତ୍ପନ୍ନ କରିଅଛୁ ଓ ସେ ଉପସ୍ଥିତ। ସେ ପୂର୍ବ ଦିଗରୁ ଆମ୍ଭର ଆହ୍ବାନ କରେ। ସେ ଗାନ୍ଥନୀର ମସଲା ଓ କୁମ୍ଭକର ପାତ୍ର ନିର୍ମାଣ ପାଇଁ ବ୍ଯବହୃତ ମର୍ଦ୍ଦିତ ମୃତ୍ତିକା ପରି ପ୍ରେତ୍ୟକକ ଶାସକକୁ ଦଳିତ କରିବ।'
ଆମ୍ଭେ ଉତ୍ତର ଦେଶ ବହୁ ଗୋଷ୍ଠୀଙ୍କୁ ଉତ୍ତଜେିତ କରି ବାବିଲ ବିରୁଦ୍ଧ ରେ ଆଣିବା। ସମାନେେ ତା' ବିରୁଦ୍ଧ ରେ ସଜ୍ଜିତ ହାଇେ ୟୁଦ୍ଧ କରିବେ ଓ ବାବିଲ ସମାନଙ୍କେ ଦ୍ବାରା ଅଧିକୃତ ହବେ। ସମାନଙ୍କେର ବାଣ ନିପୁଣ ବୀର ପୁରୁଷର ବାଣପରି ହବେ। କୌଣସି ବାଣ ବିଫଳ ହବେ ନାହିଁ।
ତୁମ୍ଭମାନେ ବାଣ ତୀକ୍ଷ୍ଣ କର, ଦୃଢ଼କରି ଢ଼ାଲ ଧର। ସଦାପ୍ରଭୁ ମାଦିଯ ରାଜଗଣର ମନ ଉତ୍ତଜେିତ କରିଅଛନ୍ତି। କାରଣ ବାବିଲକୁ ନଷ୍ଟ କରିବାକୁ ସେ ସଂକଳ୍ପ କରିଅଛନ୍ତି। ଯେ ହତେୁ ବାବିଲର ସୈନ୍ଯମାନେ ସଦାପ୍ରଭୁଙ୍କ ମନ୍ଦିର ଧ୍ବଂସ କରିଛନ୍ତି। ସେଥିପାଇଁ ସେ ପ୍ରତିଶାଧେ ସ୍ବରୂପ ତାକୁ ଦଣ୍ଡ ଦବେେ।
ତୁମ୍ଭମାନେେ ଦେଶ ରେ ଧ୍ବଜା ସ୍ଥାପନ କର, ଗୋଷ୍ଠୀଯମାନଙ୍କ ମଧିଅରେ ତୂରୀ ବଜାଅ। ସମସ୍ତ ଗୋଷ୍ଠୀକୁ ବାବିଲ ବିରୁଦ୍ଧ ରେ ପ୍ରସ୍ତୁତ କର। ଅରାରଟ୍, ମିନ୍ନି ଓ ଅସ୍ମିନସ୍ ରାଜ୍ଯକୁ ତାହାର ବିରୁଦ୍ଧ ରେ ଏକତ୍ର ଡ଼ାକ। ତାହାର ବିରୁଦ୍ଧ ରେ ସନୋପତିମାନଙ୍କୁ ନିୟୁକ୍ତ କର ଓ ପଙ୍ଗପାଳ ସଦୃଶ ବହୁ ସଂଖ୍ଯା ରେ ଅଶ୍ବଗଣ ପଠାଅ।
ଉପାରସୀନର ଅର୍ଥ, ଆପଣଙ୍କ ରାଜ୍ଯ ବିଭକ୍ତ ହାଇେଅଛି ଆଉ ମାଦୀଯ ଓ ପାରସିକମାନଙ୍କୁ ଦତ୍ତ ହାଇେଅଛି।