ଅଳ୍ପ କେତକେ ମୃତ୍ଯୁର ରକ୍ଷା ପାଇଥିବା ଅବଶିଷ୍ଟ ଲୋକମାନେ ସିୟୋନ ପର୍ବତଠାରୁ ଓ ୟିରୁଶାଲମରୁ ବାହାରକୁ ଯିବେ। ଏହି ଘଟଣା ସଦାପ୍ରଭୁଙ୍କର ମନଭାବରୁ ସୃଷ୍ଟି କରିବେ।
Cross references
ଅଶୂରର ରାଜା ଜୀବନ୍ତ ସଦାପ୍ରଭୁଙ୍କ ବିଷଯ ରେ ମନ୍ଦକଥା କରିବାକୁ ତାଙ୍କର ସନୋଧ୍ଯକ୍ଷଙ୍କୁ ପଠାଇଲେ। ହାଇପୋ ରେ ସଦାପ୍ରଭୁ ଶୁଣିପାରନ୍ତି, ଯାହା ସନୋଧ୍ଯକ୍ଷ କହିଲା ଓ ଶତୃକୁ ଦଣ୍ତ ଦବେେ। ଏଣୁ ଦୟାକରି ଲୋକମାନଙ୍କ ନିମନ୍ତେ ପ୍ରାର୍ଥନା କର, ଯେଉଁମାନେ ଏପର୍ୟ୍ଯନ୍ତ ଜୀବିତ ଅଛନ୍ତି।'
ତାଙ୍କ ରାଜ୍ଯ ରେ କତ୍ତୃର୍ତ୍ବ ଓ ଶାନ୍ତି ବିରାଜମାନ କରିବ। ଏହା ଦାଉଦଙ୍କ ପରିବାରର ଶାସକଙ୍କର କ୍ଷମତା ବୃଦ୍ଧି କରିବ। ସହେି ରାଜା ନ୍ଯାଯ ଓ ଧାର୍ମିକତା ବଳ ରେ ଅନନ୍ତକାଳ ପର୍ୟ୍ଯନ୍ତ ରାଜ୍ଯ ଶାସନ କରିବେ।
ସହେି ସମୟରେ ଇଶ୍ରାୟେଲର ଅବଶିଷ୍ଟାଂଶ ଲୋକ ଏବଂ ଯାକୁବ ପରିବାର ଲୋକେ ପ୍ରହାରକାରୀଙ୍କ ଉପ ରେ ଆଉ ନିର୍ଭର କରିବେ ନାହିଁ। ସମାନେେ ଇଶ୍ରାୟେଲର ଧର୍ମସ୍ବରୂପ ସଦାପ୍ରଭୁଙ୍କ ଉପ ରେ ନିର୍ଭର କରିବା ଶିକ୍ଷା କରିବେ।
ଯଦିଓ ଇଶ୍ରାୟେଲର ଅବଶିଷ୍ଟାଂଶ ସମୁଦ୍ରର ବାଲୁକା ସଦୃଶ ସମାନେେ ସଦାପ୍ରଭୁଙ୍କ ପାଖକୁ ଫରେି ଆସିବେ। ମାତ୍ର ସର୍ବପ୍ରଥମେ ତୁମ୍ଭର ଦେଶ ଧ୍ବଂସ ପାଇବ। ପରମେଶ୍ବର ତୁମ୍ଭର ଦେଶ ଧ୍ବଂସ ହବେ ବୋଲି ଘାଷେଣା କରିଛନ୍ତି। ତା'ପ ରେ ଧାର୍ମିକତା ନଦୀର ବନ୍ଯାଜଳ ସଦୃଶ ଦେଶମଧ୍ଯକୁ ବହି ଆସିବ।
ପୁଣି ସଦାପ୍ରଭୁ ଧାର୍ମିକତାର ସଞ୍ଜୁ ବୁକୁ ରେ, ପରିତ୍ରାଣରୂପକ ଟୋପି ମସ୍ତକରେ, ପ୍ରତି ଶାଧେରୂପକ ବସ୍ତ୍ର ଓ ଉଦ୍ୟୋଗ ରୂପକ ବସ୍ତ୍ର ଉତ୍ତରୀଯ ରୂପେ ପରିଧାନ କଲେ।
ବର୍ତ୍ତମାନ ସ୍ବର୍ଗ ଉପରୁ ଦେଖ, ତୁମ୍ଭ ପବିତ୍ରତା ଓ ତୁମ୍ଭ ପରାକ୍ରମର ବସତି ସ୍ଥାନରୁ ଦେଖ, ତୁମ୍ଭର ଶାଶ୍ବତ ପ୍ ରମେ କାହିଁ ? ତୁମ୍ଭର କୋହ ଓ ଦୟା କାହିଁ।
ଯିହୁଦାର ଯେଉଁ ଅବଶିଷ୍ଟ ଲୋକେ ଯିହୁଦା ଦେଶକୁ ଫରେିୟାଇ ସଠାେ ରେ ବାସ କରିବାକୁ ଇଚ୍ଛାକରି ମିଶର ଦେଶ ରେ ପ୍ରବାସ କରିବାକୁ ଆସିଅଛନ୍ତି, ସମାନଙ୍କେ ମଧ୍ଯରୁ କହେି ଉଦ୍ଧାର କିଅବା ରକ୍ଷା ପାଇବେ ନାହିଁ। କାରଣ ପଳାତକ ଲୋକମାନଙ୍କ ବିନା ଆଉ କହେି ଫରେିଯିବେ ନାହିଁ।
ତା'ପ ରେ ସମାନଙ୍କେ ବିରୁଦ୍ଧ ରେ ଆମ୍ଭର କୋରଧ ଶଷେ ହବେ ଓ ଆମ୍ଭର କୋପ ଶାନ୍ତ ହବେ। ଏବଂ ସମାନଙ୍କେ ଉପ ରେ ପ୍ରତିଶାଧେ ନଇେଥିବାରୁ ଆମ୍ଭେ ନିଜେ ଆଶ୍ବସ୍ତ ହବୋ। ତା'ପ ରେ ଯେତବେେଳେ ସମାନଙ୍କେ ଉପରୁ ମାରେ କୋରଧ ଦୂ ରଇେ ୟିବ, ସମାନେେ ଜାଣିବେ ଯେ, ଆମ୍ଭେ ସଦାପ୍ରଭୁ ଆପଣା କୋର୍ଧ ସମାନଙ୍କେ ବିରୁଦ୍ଧ ରେ କହିଅଛୁ।
କିନ୍ତୁ ମୁଁ ସମାନଙ୍କେୁ ଧ୍ବଂସ କଲି ନାହିଁ। କାରଣ ସମାନଙ୍କେ ସହିତ ଥିବା ଲୋକମାନଙ୍କ ମଧିଅରେ ମାରେ ନାମକୁ କଳୁଷିତ କରିବା ପାଇଁ ମାେତେ ଭଲ ଲାଗିଲା ନାହିଁ, କାରଣ ଯେତବେେଳେ ସମସ୍ତ ଦେଶଗଣ ଦେଖୁଥିଲେ, ସମାନଙ୍କେୁ ମିଶରରୁ ବାହାର କରି ଆଣିବା ଦ୍ବାରା ମୁଁ ଇଶ୍ରାୟେଲୀୟମାନଙ୍କଠା ରେ ପରିଚିତ ହଲିେ।
ତା'ପ ରେ ସଦାପ୍ରଭୁ ନିଜ ଭୂମି ପାଇଁ ଇର୍ଷାପରାଯଣ ହେଲେ। ସେ ତାଙ୍କର ଲୋକମାନଙ୍କ ଉପ ରେ ଦୟା ଦଖାଇେଲେ।
ତା'ପ ରେ ସ୍ବର୍ଗଦୂତ ୟିଏ ମାେ ସଙ୍ଗ ରେ କଥା କହୁଥିଲେ, କହିଲେ, ମାରେ ଏହି ବାକ୍ଯ ଘାଷେଣା କର।
ଏହି ସବୁ ଘଟଣା ଘଟିବା ବେଳେ ଯୀଶୁଙ୍କର ଶିଷ୍ଯମାନେ ଶାସ୍ତ୍ର ରେ ଲଖାେ ହାଇେଥିବା ଏହି ବାଣୀ ମନେ ପକାଇଲେ:
ଏବଂ ଇଶ୍ରାୟେଲ ବିଷୟ ରେ ୟିଶାଇୟ ଘାଷେଣା କରି କୁହନ୍ତି: