Home Bibles ଯୋହନଲିଖିତ ସୁସମାଚାର 2:13 · ଓଡ଼ିଆ ବାଇବେଲ
ଯୋହନଲିଖିତ ସୁସମାଚାର 2:13 · ଓଡ଼ିଆ ବାଇବେଲ

ସେତବେେଳେ ଯିହୂଦୀମାନଙ୍କର ନିସ୍ତାରପର୍ବର ସମୟ ପାଖ ହାଇେଆସୁଥିଲା। ତେଣୁ ଯୀଶୁ ୟିରୂଶାଲମକୁ ଗଲେ।

Cross references

ଯାତ୍ରା ପୁସ୍ତକ 12:6

ତୁମ୍ଭମାନଙ୍କୁ ସହେି ମଷେ ଶାବକକୁ ମାସର ଚତୁର୍ଦ୍ଦଶ ଦିନୟାଏଁ ନଜର ରେ ରଖିବାକୁ ହବେ। ସହେିଦିନ ଇଶ୍ରାୟେଲର ସମସ୍ତ ଲୋକମାନେ ସୂର୍ୟ୍ଯାସ୍ତ ପରେ ସନ୍ଧ୍ଯା ପୂର୍ବରୁ ଏମାନଙ୍କୁ ହତ୍ଯା କରିବେ।

ଗଣନା ପୁସ୍ତକ 28:16

ପ୍ରଥମ ମାସର ଚତୁର୍ଦ୍ଦଶ ଦିବସ ରେ ସଦାପ୍ରଭୁଙ୍କର ନିସ୍ତାର ପର୍ବ ହବେ।

ଦିତୀୟ ବିବରଣ 16:1

ଆବୀବ ମାସର ପର୍ବକକ୍ସ୍ଟ ରଖ, ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶଓରଙ୍କୁ ସମ୍ମାନ ଦବୋ ପାଇଁ ନିସ୍ତାର ପର୍ବ ପାଳନ କର। କାରଣ ଆବୀବ ମାସ ରେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କୁ ରାତ୍ରିକାଳ ରେ ମିଶରରକ୍ସ୍ଟ ବାହାର କରିଆଣିଲେ।

ଦିତୀୟ ବିବରଣ 16:16

ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ଯେଉଁ ସ୍ଥାନ ମନୋନୀତ କରିବେ, ସହେି ସ୍ଥାନ ରେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କ ସମ୍ମକ୍ସ୍ଟଖ ରେ ବର୍ଷକେ ତିନିଥର ତୁମ୍ଭର ପୁରୁଷ ସସସ୍ତେ ନିସ୍ତାର ପର୍ବ ଓ ସଲ୍ଗାହ ସମକ୍ସ୍ଟହର ପର୍ବ ସମୟରେ ଓ କକ୍ସ୍ଟଟୀର ପର୍ବ ସମୟରେ ମାତ୍ର ସମାନେେ ତକ୍ସ୍ଟଚ୍ଛା ହାତ ରେ ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ଉପସ୍ଥିତ ହବୋ ଉଚିତ୍ ନକ୍ସ୍ଟହଁ।

ଲୂକଲିଖିତ ସୁସମାଚାର 2:41

ନିସ୍ତାରପର୍ବ ପାଇଁ ଯୀଶୁଙ୍କର ପିତାମାତା ପ୍ରତିବର୍ଷ ୟିରୂଶାଲମ ଯାଉଥିଲେ।

ଯୋହନଲିଖିତ ସୁସମାଚାର 2:23

ଯୀଶୁ ନିସ୍ତାରପର୍ବ ପାଇଁ ୟିରୁଶାଲମ ରେ ଥିଲେ। ଅନକେ ଲୋକ ତାହାଙ୍କ ଉପରେ ବିଶ୍ବାସ କରିଲେ। କାରଣ ସମାନେେ ତାହାଙ୍କ ଦ୍ବାରା କରାଯାଇଥିବା ଆଶ୍ଚର୍ୟ୍ଯ କାର୍ୟ୍ଯମାନ ଦେଖିଲେ।

ଯୋହନଲିଖିତ ସୁସମାଚାର 5:1

ପୋଖରୀ ପାଖ ରେ ଯୀଶୁ ଜଣେ ଲୋକକୁ ସୁସ୍ଥ କଲେ ଏହାପରେ ଯୀଶୁ ଯୀହୂଦୀମାନଙ୍କର ଗୋଟିଏ ବିଶଷେ ପର୍ବ ଥିବାରୁ ସେ ୟିରୂଶାଲମକୁ ଗଲେ।

ଯୋହନଲିଖିତ ସୁସମାଚାର 6:4

ଯିହୂଦୀମାନଙ୍କର ନିସ୍ତାରପର୍ବର ସମୟ ପାଖ ହାଇଯୋଇଥିଲା।

ଯୋହନଲିଖିତ ସୁସମାଚାର 11:55

ଯିହୂଦୀମାନଙ୍କର ପବିତ୍ର ନିସ୍ତାରପର୍ବର ସମୟ ପାଖଇେ ଆସିଲା। ଅନକେ ଲୋକ ନିସ୍ତାରପର୍ବ ପୂର୍ବରୁ ଗ୍ରାମାଞ୍ଚଳରୁ କିଛି ଦିନ ଆଗରୁ ୟିରୂଶାଲମ ରେ ଆସି ପହନ୍ଚିଲେ, ସମାନେେ ପର୍ବ ପାଇଁ ନିଜକୁ ପବିତ୍ର କରିବା ଉଦ୍ଦେଶ୍ଯ ରେ ବିଶଷେ କର୍ମ କରିବାକୁ ଗଲେ।

Interlinear

Choose Theme