Home Bibles ହବକକୂକ 3:14 · ଓଡ଼ିଆ ବାଇବେଲ
ହବକକୂକ 3:14 · ଓଡ଼ିଆ ବାଇବେଲ

ତୁମ୍ଭେ ତା'ର ନିଜ ବର୍ଚ୍ଛା ରେ ତା'ର ମୁଣ୍ତକୁ ଗଣ୍ତିରୁ ଅଲଗା କଲ। ସହେି ସୈନ୍ଯମାନେ ଶକ୍ତିଶାଳୀ ଝଡ ଭଳି ଆମ୍ଭ ବିରୁଦ୍ଧ ରେ ଲଢିବାକୁ ଆସିଥିଲେ। ଗୋଟିଏ ଗରିବ ଲୋକକୁ ଗୋପନ ରେ ଲୁଣ୍ଠନ କଲାପରି ସମାନେେ କଲେ।

Cross references

ଯାତ୍ରା ପୁସ୍ତକ 1:10

ସମାନେେ ଯେପରି ବର୍ଦ୍ଧିତ ନହୁଅନ୍ତି ସେଥିପାଇଁ ଆମ୍ଭକୁ ଯୋଜନା କରିବାକୁ ପଡିବ। ଯଦି ୟୁଦ୍ଧ ହୁଏ, ଇଶ୍ରାୟେଲୀମାନେ ଆମ୍ଭର ଶତୃ ପକ୍ଷ ରେ ଯୋଗଦଇେ ପାରନ୍ତି। ତା'ପରେ ସମାନେେ ଆମ୍ଭକୁ ପରାସ୍ତ କରି ଦେଶରୁ ପ୍ରସ୍ଥାନ କରିପାରନ୍ତି।

ଯାତ୍ରା ପୁସ୍ତକ 1:22

ତେଣୁ ଫାରୋ ତାଙ୍କର ସମସ୍ତ ଲୋକମାନଙ୍କୁ ଆଜ୍ଞା ଦେଲେ, ଇଶ୍ରାୟେଲର ସମସ୍ତ ନବଜାତ ବାଳକମାନଙ୍କୁ ନୀଳ ନଦୀ ରେ ଫୋପାଡ଼ି ଦିଅ। କିନ୍ତୁ ତୁମ୍ଭେ କନ୍ଯା ସନ୍ତାନଗଣଙ୍କୁ ଜିବୀତ ରଖିପାର।

ଯାତ୍ରା ପୁସ୍ତକ 11:4

ମାଶାେ ଲୋକମାନଙ୍କୁ କହିଲେ, ସଦାପ୍ରଭୁ କହନ୍ତି, 'ଦୁଇପ୍ରହର ରାତ୍ରି ରେ ମୁଁ ଆଜି ମିଶର ମଧ୍ଯ ଦଇେ ଗମନ କରିବି।

ଯାତ୍ରା ପୁସ୍ତକ 12:12

ଆଜି ରାତ୍ରି ରେ ମୁଁ ମିଶର ଦେଶ ମଧ୍ଯ ଦଇେ ୟିବି ଓ ସମାନଙ୍କେର ପ୍ରଥମଜାତ ସନ୍ତାନମାନଙ୍କୁ ହତ୍ଯା କରିବି। ଏହି ପ୍ରକାର ରେ ମିଶରର ସମସ୍ତ ଦବେତାମାନଙ୍କର ବିଚାର କରିବି। ମୁଁ ତାଙ୍କୁ ଦଖାଇବେି ଯେ, ମୁଁ ହେଉଛି ସଦାପ୍ରଭୁ।

ଯାତ୍ରା ପୁସ୍ତକ 12:29

ମଧ୍ଯରାତ୍ର ରେ, ସଦାପ୍ରଭୁ ମିଶରର ସମସ୍ତ ପ୍ରଥମଜାତ ସନ୍ତାନମାନଙ୍କୁ ହତ୍ଯା କଲେ, ଏପରିକି ସଦାପ୍ରଭୁ ରାଜା ଫାରୋଙ୍କର ପ୍ରଥମଜାତ ସନ୍ତାନ, କଏଦିର ପ୍ରଥମ ସନ୍ତାନ ଓ ପଶୁମାନଙ୍କର ପ୍ରଥମଜାତ ସନ୍ତାନମାନଙ୍କୁ ହତ୍ଯା କଲେ।

ଯାତ୍ରା ପୁସ୍ତକ 14:5

ମିଶରର ରାଜା ଖବର ପାଇଲେ ଯେ ଇଶ୍ରାୟେଲୀୟ ଲୋକମାନେ ପଳାଇଛନ୍ତି। ସେ ଯେତବେେଳେ ଏହା ଶୁଣିଲେ, ସେ ଏବଂ ତାଙ୍କର ଅଧିକାରୀ ତାଙ୍କର ମଦ ପରିବର୍ତ୍ତନ କଲେ। ସମାନେେ କହିଲେ, ଆମ୍ଭମାନେେ କ'ଣ? କାହିଁକି ଆମ୍ଭମାନେେ ଇଶ୍ରାୟେଲର ଲୋକମାନଙ୍କୁ ୟିବାକୁ ଦବେୁ? ଆମ୍ଭେ ଆମ୍ଭର ଦାସମାନଙ୍କୁ ହରାଇଅଛୁ।

ଯାତ୍ରା ପୁସ୍ତକ 14:17

ମୁଁ ମିଶରୀଯମାନଙ୍କୁ ଜିଦ୍ଖୋର କରିବି, ଯେଉଁଥି ରେ ସମାନେେ ତୁମ୍ଭମାନଙ୍କ ପଛ ରେ ଗୋଡାଇବେ। ମୁଁ ତୁମ୍ଭକୁ ଦଖାଇବେି, କିପରି ମୁଁ ଫାରୋ, ତାଙ୍କର ଅଶ୍ବାରୋହୀ ସୈନ୍ଯ, ରଥା ରୋହୀ ସୈନ୍ଯମାନଙ୍କଠାରୁ ଶକ୍ତିଶାଳୀ।

ଯାତ୍ରା ପୁସ୍ତକ 15:9

ଶତୃ କହିଲା, 'ମୁଁ ସମାନଙ୍କେୁ ଗୋଡ଼ାଇବି ଓ ଧରିବି। ମୁଁ ଲୁଟିତ ଦ୍ରବ୍ଯ ଭାଗ କରି ନବେି। ସମାନଙ୍କେର ଉପରେ ମାରେ ଅଭିଳାଷ ପୂର୍ଣ୍ଣ ହବେ। ମୁଁ ଆପଣା ଖଡ୍ଗ ନିକ୍ଷପେ କରିବି, ମାରେ ହସ୍ତ ସମାନଙ୍କେୁ ବିନାଶ କରିବ।'

ବିଚାରକର୍ତାମାନଙ୍କ ବିବରଣ 7:22

ଯେତବେେଳେ ଗିଦ୍ଦିୟୋନର 300 ସୈନିକମାନେ ସମାନଙ୍କେର ଶିଙ୍ଗାଗକ୍ସ୍ଟଡିକ ବଜାଇଲେ। ସଦାପ୍ରଭୁ ମିଦିଯନୀଯମାନଙ୍କୁ ସମାନଙ୍କେ ନିଜ ନିଜ ମଧିଅରେ ଖଡ୍ଗ ଦ୍ବାରା ୟକ୍ସ୍ଟଦ୍ଧ କରାଇଲେ। ସେଥି ରେ ସୈନ୍ଯଦଳ ସରୋଦାଆଡେ, ବୌଥ୍ ଶିଟା ପର୍ୟ୍ଯନ୍ତ ଟଦ୍ଦତ ନିକଟସ୍ଥ ଆବେଲ୍ ମହୋଲାର ସୀମା ପର୍ୟ୍ଯନ୍ତ ପଳାଯନ କଲେ।

ଗୀତସଂହିତା 10:8

ସହେି ଲୋକମାନେ ଗୁପ୍ତସ୍ଥାନରେ ଲୁଚି ରହି ଲୋକମାନଙ୍କୁ ଧରିବା ପାଇଁ ଅପେକ୍ଷା କରନ୍ତି। ସମାନେେ ଗୋପନରେ ରହି ଲୋକଙ୍କୁ ଆଘାତ କରିବାକୁ ଚେଷ୍ଟା କରନ୍ତି। ସମାନେେ ନିର୍ଦ୍ ଦୋଷ ଲୋକଙ୍କୁ ହତ୍ଯା କରନ୍ତି।

ଗୀତସଂହିତା 64:2

ମାେ ଶତ୍ରୁମାନଙ୍କର ଗୁପ୍ତମନ୍ତ୍ରଣାରୁ, ମାେତେ ରକ୍ଷା କର। ଦୁଷ୍ଟ ଲୋକମାନଙ୍କ ଦଳଠାରୁ ତୁମ୍ଭେ ମାେତେ ଲୁଚାଇ ରଖ।

ଗୀତସଂହିତା 78:50

ପରମେଶ୍ବର ନିଜ କୋର୍ଧ ପାଇଁ ପଥ ପ୍ରସ୍ତୁତ କଲେ। ସେ ମୃତ୍ଯୁରୁ ସମାନଙ୍କେ ପ୍ରାଣ ରକ୍ଷା କଲେ ନାହିଁ। ମାତ୍ର ମହାମାରୀରେ ସମାନଙ୍କେ ଜୀବନକୁ ସମାପ୍ତ କଲେ।

ଗୀତସଂହିତା 83:2

ହେ ପରମେଶ୍ବର, ତୁମ୍ଭର ଶତ୍ରୁଗଣ ତୁମ୍ଭ ବିରୁଦ୍ଧରେ ଯୋଜନା କରୁଛନ୍ତି ଏବଂ ସମାନେେ ଶୀଘ୍ର ତୁମ୍ଭକୁ ଆକ୍ରମଣ କରିବେ।

ଗୀତସଂହିତା 83:8

ଏପରିକି ଅଶୂରୀଯ ମଧ୍ଯ ସମାନଙ୍କେ ସଙ୍ଗେ ୟୋଗ ଦଇେଛନ୍ତି। ସମାନେେ ଲୋଟ-ସନ୍ତାନଗଣଙ୍କୁ ବହୁତ ଶକ୍ତିଶାଳୀ କରିଅଛନ୍ତି।

ଗୀତସଂହିତା 118:10

ଶତ୍ରୁମାନେ ମାେତେ ଘରେି ୟାଇଥିଲେ, କିନ୍ତୁ ସଦାପ୍ରଭୁଙ୍କ ଶକ୍ତି ବଳରେ ମୁଁ ସମାନଙ୍କେୁ ପରାସ୍ତ କଲି।

ଦାନିଏଲ 11:40

ଆଉ ଅନ୍ତିମ କାଳ ରେ ଦକ୍ଷିଣ ଦେଶର ରାଜା ତାହା ସଙ୍ଗେ ବି ରୋଧ କରିବ। ଉତ୍ତର ଦେଶର ରାଜା ରଥ ଅଶ୍ବାରୋହୀଗଣ ଓ ଅନକେ ଜାହାଜ ନଇେ ତାହା ବିରୁଦ୍ଧ ରେ ଘୂର୍ଣ୍ଣିବାଯୁତୁଲ୍ଯ ଆସିବ। ସେ ନାନା ଦେଶ ରେ ପ୍ରବେଶ କରି ବନ୍ଯା ପରି ବହିୟିବ।

ଯିଖରିୟ 9:14

ସଦାପ୍ରଭୁ ତାଙ୍କ ସମ୍ମୁଖ ରେ ଉପସ୍ଥିତ ହବେେ। ବିଦ୍ଯୁତ ସଦୃଶ ତାଙ୍କର ଶର ୟିବ। ସଦାପ୍ରଭୁ ପରମେଶ୍ବର ତୂରୀ ବଜାଇବେ ଏବଂ ସେ ଦକ୍ଷିଣ ଆଡୁ ଝଡପରି ଅଗ୍ରସର ହବେେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 4:27

ଯେତବେେଳେ ହରେୋଦ, ପନ୍ତିୟ ପୀଲାତ, ଇଶ୍ରାୟେଲ ଅନ୍ୟ ଦେଶୀୟମାନେ ମିଳିତ ହାଇେ ଏହି ସହର ରେ ଜମା ହାଇେ ତୁମ୍ଭର ପବିତ୍ର ସବେକ ଯୀଶୁଙ୍କ ବିରୁଦ୍ଧ ରେ ଠିଆ ହେଲେ ସେତବେେଳେ ଏହା ପ୍ରକୃତ ରେ ସଫଳ ହେଲା। ସହେି ଯୀଶୁଙ୍କୁ ତୁମ୍ଭେ ଖ୍ରୀଷ୍ଟ ରୂପେ ମନୋନୀତ କରିଥିଲ।

Interlinear

Choose Theme