Home Bibles ହବକକୂକ 3:15 · ଓଡ଼ିଆ ବାଇବେଲ
ହବକକୂକ 3:15 · ଓଡ଼ିଆ ବାଇବେଲ

କିନ୍ତୁ ତୁମ୍ଭେ ସହେି କାଦୁଅ ଓ ପ୍ରବଳ ଜଳଷୋର୍ତ ମଧ୍ଯଦଇେ ଘୋଡାକୁ ଝପଟାଇ ଦଲେ।

Cross references

ଯାତ୍ରା ପୁସ୍ତକ 15:8

ତୁମ୍ଭ ନାସାନ୍ଦ୍ରର ବିସ୍ଫୋଟ ଜଳକୁ ପ୍ରାଚୀରତୁଲ୍ଯ ପରିଣତ କଲା। ଏବଂ ଜଳଷୋର୍ତ ପ୍ରାଚୀରତୁଲ୍ଯ ହାଇଗେଲା। ସମୁଦ୍ର ମଧ୍ଯ ସ୍ଥଳ ରେ ଜଳ ଜମାଟ ହାଇଗେଲା।

ଗୀତସଂହିତା 77:19

ହେ ପରମେଶ୍ବର, ସମୁଦ୍ରରେ ତୁମ୍ଭେ ପାଦରେ ଚାଲି ପାର କିନ୍ତୁ ତୁମ୍ଭର ପାଦ ଚିହ୍ନ ଦଖାଗେଲା ନାହିଁ।

ଗୀତସଂହିତା 77:20

ତୁମ୍ଭେ ମାଶାେ ଓ ହାରୋଣକୁ ବ୍ଯବହାର କରି ଆପଣା ଲୋକମାନଙ୍କୁ ମଷେପଲ ପରି ଚଳାଇଲା।

ହବକକୂକ 3:8

ହେ ସଦାପ୍ରଭୁ, ତୁମ୍ଭେ କ'ଣ ନଦୀ, ଝରଣା, ସମୁଦ୍ର ଉପ ରେ କୋରଧାନ୍ବିତ ହାଇେଥିଲ? ସେଥିପାଇଁ କ'ଣ ତୁମ୍ଭେ ତୁମ୍ଭର ଅଶ୍ବ ଏବଂ ରଥକୁ ଆରୋହଣ କଲ?

Interlinear

Choose Theme