Home Bibles ଗୀତସଂହିତା 83:8 · ଓଡ଼ିଆ ବାଇବେଲ
ଗୀତସଂହିତା 83:8 · ଓଡ଼ିଆ ବାଇବେଲ

ଏପରିକି ଅଶୂରୀଯ ମଧ୍ଯ ସମାନଙ୍କେ ସଙ୍ଗେ ୟୋଗ ଦଇେଛନ୍ତି। ସମାନେେ ଲୋଟ-ସନ୍ତାନଗଣଙ୍କୁ ବହୁତ ଶକ୍ତିଶାଳୀ କରିଅଛନ୍ତି।

Cross references

ଆଦି ପୁସ୍ତକ 10:11

ସହେି ଦେଶରୁ ଅଗ୍ରିଯା ବାହାରି ନୀନିବୀ ରହୋବୋଚ୍ ପୁରୀ ଓ କଲହେ

ଆଦି ପୁସ୍ତକ 19:37

ବଡ଼ଝିଅ ଏକ ପୁତ୍ରକୁ ଜନ୍ମ କଲା। ତାହାର ନାମ ସେ ମାଯାେବୀଯ ରଖିଲା। ମାୟୋବୀଯ ହେଲେ ବର୍ତ୍ତମାନ ମାୟୋବୀଯ ଲୋକମାନଙ୍କର ଆଦିପିତା।

ଆଦି ପୁସ୍ତକ 25:3

ସେ ୟକ୍ଷନ୍ ଶିବା ଓ ଦଦାନକୁ ଜନ୍ମ ଦଲୋ। ଦଦାନ ପୁତ୍ରମାନେ ଥିଲେ, ଅଶୂରୀଯ, ଲଟୂଶୀଯ ଓ ଲିଯସ୍ମୀଯ।

ଦିତୀୟ ବିବରଣ 2:9

ସଦାପ୍ରଭୁ ମାେତେ କହିଲେ, ' ମାୟୋବର ଲୋକମାନଙ୍କର କ୍ଷତି କର ନାହିଁ। ସମାନଙ୍କେ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କର ନାହିଁ। ମୁ ସମାନଙ୍କେର କୌଣସି ଭୂମି ତୁମ୍ଭମାନଙ୍କୁ ଦବେି ନାହିଁ। ସମାନେେ ଲୋଟର ଭବିଷ୍ଯଦ୍ ବଂଶଧର। ମୁ ସମାନଙ୍କେୁ ଆର ନଗର ସମାନଙ୍କେର ବଂଶଧର ରୂପେ ଦଇେଅଛି।'

ଦିତୀୟ ରାଜାବଳୀ 15:19

ଅଶୂରର ରାଜା ପୂଲ୍ ଇଶ୍ରାୟେଲ ବିରୁଦ୍ଧ ରେ ୟୁଦ୍ଧ କରିବାକୁ ଆସିବାରୁ ମନ ହେମ୍ ତାଙ୍କର ସମର୍ଥନ ପାଇବା ପାଇଁ ତାଙ୍କୁ 1,000 ତାଳନ୍ତ ରୂପା ଦେଲେ। କାରଣ ପୂଲ୍ ତାଙ୍କ ରାଜ୍ଯ ସୁଦୃଢ କରିବାକୁ ତାଙ୍କୁ ସାହାର୍ୟ୍ଯ କରିବେ।

ଯିଶାଇୟ 33:2

ସେତବେେଳେ ଲୋକମାନେ କହିବେ, ହେ ସଦାପ୍ରଭୁ, ଆମ୍ଭମାନଙ୍କ ପ୍ରତି କୃପା କର। ଆମ୍ଭମାନେେ ତୁମ୍ଭର ଅନୁଗ୍ରହକୁ ଅପେକ୍ଷା କରିଛୁ। ହେ ସଦାପ୍ରଭୁ, ପ୍ରତି ପ୍ରଭାତ ରେ ତୁମ୍ଭେ ଆମ୍ଭମାନଙ୍କର ବାହୁସ୍ବରୂପ ହୁଅ। ସଙ୍କଟ ସମୟରେ ଆମ୍ଭମାନଙ୍କର ତ୍ରାଣକର୍ତ୍ତା ହୁଅ।

ଯିହିଜିକଲ 27:9

ଗବାଲର ପ୍ରାଚୀନବର୍ଗ ମୁଖ୍ଯ ଓ ଜ୍ଞାନୀମାନେ ଜାହାଜର ପାଣିରୁଦ୍ଧ କାଠପଟା ତିଆରି କରି ନଇେ ଅନ୍ୟମାନଙ୍କୁ ସାହାୟ୍ଯ କଲେ। ସମୁଦ୍ରର ୟାବତୀଯ ଜାହାଜ ଓ ସମାନଙ୍କେର ନାବିକଗଣ ତୁମ୍ଭ ସହିତ ବାଣିଜ୍ଯ କରିବା ପାଇଁ ଆସିଲେ।'

Interlinear

Choose Theme