ମିଶରର ରାଜା ଖବର ପାଇଲେ ଯେ ଇଶ୍ରାୟେଲୀୟ ଲୋକମାନେ ପଳାଇଛନ୍ତି। ସେ ଯେତବେେଳେ ଏହା ଶୁଣିଲେ, ସେ ଏବଂ ତାଙ୍କର ଅଧିକାରୀ ତାଙ୍କର ମଦ ପରିବର୍ତ୍ତନ କଲେ। ସମାନେେ କହିଲେ, ଆମ୍ଭମାନେେ କ'ଣ? କାହିଁକି ଆମ୍ଭମାନେେ ଇଶ୍ରାୟେଲର ଲୋକମାନଙ୍କୁ ୟିବାକୁ ଦବେୁ? ଆମ୍ଭେ ଆମ୍ଭର ଦାସମାନଙ୍କୁ ହରାଇଅଛୁ।
Cross references
ତିନିଦିନ ୟିବାପରେ, ଲାବନକୁ କୁହାଗଲା, ଯାକୁବ ପଳାଯନ କରିଛି।
ମିଶରର ଲୋକମାନେ ସମାନଙ୍କେୁ ଶୀଘ୍ର ଶୀଘ୍ର ବିଦାଯ କଲେ। କାହିଁକି? କାରଣ, ସମାନେେ କହିଲେ, ଯଦି ତୁମ୍ଭମାନେେ ନୟାଅ, ଆମ୍ଭେ ସମସ୍ତେ ମରି ୟିବୁ।
ମିଶରୀଯମାନେ ତାଙ୍କର ଲୋକମାନଙ୍କୁ ଘୃଣା କରିବାକୁ ଲାଗିଲେ ଏବଂ ତାଙ୍କର କ୍ରୀତଦାସଙ୍କ ବିରୁଦ୍ଧରେ ଯୋଜନା କଲେ।
ତେଣୁ ସମସ୍ତ ଅଧିପତି ଓ ସମସ୍ତ ଲୋକ ଏହି ନିଯମ ଗ୍ରହଣ କଲେ ଓ ପ୍ରେତ୍ୟକକ ନିଜ ନିଜ ଦାସଦାସୀଙ୍କୁ ମୁକ୍ତ କରି ବିଦାଯ ଦେଲେ। ଏହି ନିଯମ ରେ ସମସ୍ତେ ସମ୍ମତ ହେଲେ ଓ ସମାନଙ୍କେୁ ଦାସ୍ଯକର୍ମ ଆଉ କରାଇଲେ ନାହିଁ।
ଯେତବେେଳେ କୌଣସି ଭୂତ କୌଣସି ମଣିଷ ଦହରେୁ ବାହାରି ଆ ସେ, ସେତବେେଳେ ସହେି ଆତ୍ମା ବିଶ୍ରାମ ସ୍ଥାନ ଖାଜେି ଖାଜେି ଶୁଖିଲା ଜାଗାସବୁ ରେ ବୁଲେ। କିନ୍ତୁ ସେ ବିଶ୍ରାମ ନବେକେୁ ଜାଗା ଟିକିଏ ନ ପାଇଲେ କୁ ହେ, 'ମୁଁ ଯେଉଁଠାରୁ ଆସିଛି, ପୁଣି ସହେି ଘରକୁ ଫରେିୟିବି।'
ସହେି ଲୋକମାନଙ୍କୁ ସଂସାରର ମନ୍ଦ ବିଷୟରୁ ମୁକ୍ତ କରାଯାଇଥିଲା। ଆମ୍ଭର ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିବା ଦ୍ବାରା ସମାନେେ ମୁକ୍ତି ପାଇଥିଲେ। କିନ୍ତୁ ଯଦି ସମାନେେ ପୁନର୍ବାର ମନ୍ଦ ବିଷୟଗୁଡ଼ିକ ପ୍ରତି ଆକର୍ଷିତ ହାଇେ ତାହାର ବନ୍ଧନ ରେ ବାନ୍ଧି ହାଇଯେିବେ, ତବେେ ସମାନଙ୍କେ ପୂର୍ବ ଅବସ୍ଥାଠାରୁ ବର୍ତ୍ତମାନର ଅବସ୍ଥା ଆହୁରି ଅଧିକ ଖରାପ ହବେ।