Home Bibles ଆଦି ପୁସ୍ତକ 7:2 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 7:2 · ଓଡ଼ିଆ ବାଇବେଲ

ତୁମ୍ଭେ ତୁମ୍ଭ ସହିତ ସାତ ୟୋଡ଼ ଶୁଚ଼ି ପଶୁ ଓ ଏକ ୟୋଡ଼ି ଅଶୁଚ଼ି ପଶୁ ନଇେ ଆସିବ। ପ୍ରେତ୍ୟକକ ପକ୍ଷୀ ଜାତିର ପୁରୁଷ ଓ ଗୋଟିଏ ସ୍ତ୍ରୀ ନିଶ୍ଚଯ ରହିବ।

Cross references

ଆଦି ପୁସ୍ତକ 6:19

ପ୍ରାଣରକ୍ଷାର୍ଥେ ସର୍ବ ପ୍ରକାରର ଜୀବଜନ୍ତୁର ଏକ ଏକ ଦମ୍ପତ୍ତି ଆପଣା ସଂଗ ରେ ଧରି ଜାହାଜ ରେ ପ୍ରବେଶ କରିବ।

ଆଦି ପୁସ୍ତକ 7:8

ସମସ୍ତ ପଶୁଗୁଡ଼ିକ ଶୁଚ଼ି ଓ ଅଶୁଚ଼ି ଓ ପଶୁପକ୍ଷୀ ବର୍ଗ ଓ ଭୂଚ଼ର ଉ ରୋଗାମୀ ଜନ୍ତୁବର୍ଗ ନୋହଙ୍କ ନିକଟକୁ ୟାଇ ଭିତରକୁ ଗଲେ।

ଆଦି ପୁସ୍ତକ 8:20

ଏହାପରେ ନୋହ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଏକ ୟଜ୍ଞବଦେୀ ସ୍ଥାପନ କଲେ। ନୋହ ସେଥି ରେ ଶୁଚ଼ିପଶୁ ଓ ପକ୍ଷୀମାନଙ୍କୁ ସଦାପ୍ରଭୁଙ୍କ ଉଦ୍ଦେଶ୍ବ ରେ ନବୈେଦ୍ଯ ଦେଲେ।

ଲେବୀୟ ପୁସ୍ତକ 10:10

ତାହାଦ୍ବାରା ତୁମ୍ଭମାନେେ ପବିତ୍ର ଓ ଅପବିତ୍ର, ପୁଣି ଶୁଚି ଓ ଅଶୁଚି ମଧିଅରେ ପ୍ରଭଦେ ସ୍ପଷ୍ଟ ଭାବରେ ଜାଣିପାରିବ।

ଲେବୀୟ ପୁସ୍ତକ 11:1

ସଦାପ୍ରଭୁ ମାଶାଙ୍କେୁ ଓ ହାରୋଣଙ୍କୁ କହିଲେ,

ଲେବୀୟ ପୁସ୍ତକ 11:11

ସଦାପ୍ରଭୁ କୁହନ୍ତି ସଗେୁଡିକ ଘୃଣ୍ଯଜୀବ, ତୁମ୍ଭମାନେେ ସମାନଙ୍କେର ମାଂସ ଭକ୍ଷଣ କରିବା ଉଚିତ୍ ନୁହେଁ କି ସମାନଙ୍କେର ଶବ ସ୍ପର୍ଶ କରିବା ଉଚିତ୍ ନୁହେଁ।

ଲେବୀୟ ପୁସ୍ତକ 11:47

ଅଶୁଚି ଓ ଶୁଚି ପ୍ରାଣୀମାନଙ୍କ ବିଷଯ ରେ ଲୋକମାନଙ୍କ ପାଇଁ ଏହିସବୁ ଶିକ୍ଷା ବ୍ଯବସ୍ଥା ଅଟେ। ତେଣୁ ସମାନେେ କେଉଁ ପ୍ରାଣୀ ଭକ୍ଷ୍ଯ ଓ କେଉଁ ପ୍ରଣୀ ଅଭକ୍ଷ୍ଯ ଜାଣି ପାରିବେ।

ଦିତୀୟ ବିବରଣ 14:1

ତୁମ୍ଭମାନେେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ବରଙ୍କ ସନ୍ତାନ, ଯେତବେେଳେ ଜଣେ ମରି ଯାଉଛି ତୁମ୍ଭର ଦକ୍ସ୍ଟଃଖ ଜଣାଇବା ପାଇଁ ତୁମ୍ଭେ ତୁମ୍ଭର ଶରୀର କାଟି ପକାଇବ ନାହିଁ କିଅବା ଭୃଲତାର ମଧ୍ଯସ୍ଥଳ କ୍ଷୌର ହବେ ନାହିଁ।

ଯିହିଜିକଲ 44:23

ଆଉ ମଧ୍ଯ ଯାଜକମାନେ ମାରେ ଲୋକମାନଙ୍କୁ ପବିତ୍ର କି ଅପବିତ୍ର ଆଉ ଶୁଚି ଓ ଅଶୁଚି ମଧିଅରେ ପ୍ରଭଦେ ଶିଖାଇବେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 10:11

ସେ ଦେଖିଲେ ଯେ, ସ୍ବର୍ଗ ଖାଲିଗେଲା ଓ ତା' ଭିତରୁ ଗୋଟିଏ ଚ଼ାରି କୋଣ ଧରା ବଡ଼ ଚ଼ାଦର ଭଳି କିଛି ଗୋଟାଏ ପୃଥିବୀକୁ ଖସୁଛି।

Interlinear

Choose Theme