Home Bibles ☰ Books ଲେବୀୟ ପୁସ୍ତକ 11:11 · ଓଡ଼ିଆ ବାଇବେଲ
ଲେବୀୟ ପୁସ୍ତକ 11:11 · ଓଡ଼ିଆ ବାଇବେଲ

ସଦାପ୍ରଭୁ କୁହନ୍ତି ସଗେୁଡିକ ଘୃଣ୍ଯଜୀବ, ତୁମ୍ଭମାନେେ ସମାନଙ୍କେର ମାଂସ ଭକ୍ଷଣ କରିବା ଉଚିତ୍ ନୁହେଁ କି ସମାନଙ୍କେର ଶବ ସ୍ପର୍ଶ କରିବା ଉଚିତ୍ ନୁହେଁ।

Cross references

ଆଦି ପୁସ୍ତକ 7:2

ତୁମ୍ଭେ ତୁମ୍ଭ ସହିତ ସାତ ୟୋଡ଼ ଶୁଚ଼ି ପଶୁ ଓ ଏକ ୟୋଡ଼ି ଅଶୁଚ଼ି ପଶୁ ନଇେ ଆସିବ। ପ୍ରେତ୍ୟକକ ପକ୍ଷୀ ଜାତିର ପୁରୁଷ ଓ ଗୋଟିଏ ସ୍ତ୍ରୀ ନିଶ୍ଚଯ ରହିବ।

ଆଦି ପୁସ୍ତକ 7:3

ପ୍ରେତ୍ୟକକ ପକ୍ଷୀ ଜାତିର ପୁରୁଷ ଓ ସ୍ତ୍ରୀ ସାତ ସାତ ୟୋଡ଼ି ସଂଗ ରେ ନିଅ, ବଂଶ ରକ୍ଷା କରିବା ପାଇଁ।

ଲେବୀୟ ପୁସ୍ତକ 5:2

କିମ୍ବା ଯଦି କୌଣସି ବ୍ଯକ୍ତି କିଛି ଅଶୁଚି ଦ୍ରବ୍ଯ ସ୍ପର୍ଶ କରେ ଅର୍ଥାତ୍ ଅଶୁଚି ପଶୁର ଶବ, କି ଅଶୁଚି ଗୋମଷୋଦି ଶବ କି ଅଶୁଚି ଉ ରୋଗାମୀ ପ୍ରାଣୀର ଶବ ସ୍ପର୍ଶ କରେ ଓ ଯଦି ସେ ଏହା ଅଜାଣତ ରେ କରିଥାଏ ତଥାପି ସେ ଅପରାଧୀ ହବେ।

ଲେବୀୟ ପୁସ୍ତକ 11:2

ଇଶ୍ରାୟେଲ ସନ୍ତାନଗଣଙ୍କୁ କୁହ, ତୁମ୍ଭମାନେେ ପୃଥିବୀସ୍ଥିତ ପଶୁମାନଙ୍କ ମଧ୍ଯରୁ ଏହି ସମସ୍ତ ଜୀବ ଭୋଜନ କରିବ।

ଦିତୀୟ ବିବରଣ 14:4

ତୁମ୍ଭମାନେେ ଏହି ସକଳ ପଶକ୍ସ୍ଟଗଣ ଭୋଜନ କରିପାରିବ। ଯଥା: ଗାଇ, ମେଣ୍ତା ଓ ଛଳେି।

Interlinear

Choose Theme