ଆଦି ପୁସ୍ତକ 7:3 · ଓଡ଼ିଆ ବାଇବେଲ
ପ୍ରେତ୍ୟକକ ପକ୍ଷୀ ଜାତିର ପୁରୁଷ ଓ ସ୍ତ୍ରୀ ସାତ ସାତ ୟୋଡ଼ି ସଂଗ ରେ ନିଅ, ବଂଶ ରକ୍ଷା କରିବା ପାଇଁ।
Cross references
ଆଦି ପୁସ୍ତକ 8:20
ଏହାପରେ ନୋହ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଏକ ୟଜ୍ଞବଦେୀ ସ୍ଥାପନ କଲେ। ନୋହ ସେଥି ରେ ଶୁଚ଼ିପଶୁ ଓ ପକ୍ଷୀମାନଙ୍କୁ ସଦାପ୍ରଭୁଙ୍କ ଉଦ୍ଦେଶ୍ବ ରେ ନବୈେଦ୍ଯ ଦେଲେ।
ଲେବୀୟ ପୁସ୍ତକ 11:11
ସଦାପ୍ରଭୁ କୁହନ୍ତି ସଗେୁଡିକ ଘୃଣ୍ଯଜୀବ, ତୁମ୍ଭମାନେେ ସମାନଙ୍କେର ମାଂସ ଭକ୍ଷଣ କରିବା ଉଚିତ୍ ନୁହେଁ କି ସମାନଙ୍କେର ଶବ ସ୍ପର୍ଶ କରିବା ଉଚିତ୍ ନୁହେଁ।