Home Bibles ☰ Books ଲେବୀୟ ପୁସ୍ତକ 11:1 · ଓଡ଼ିଆ ବାଇବେଲ
ଲେବୀୟ ପୁସ୍ତକ 11:1 · ଓଡ଼ିଆ ବାଇବେଲ

ସଦାପ୍ରଭୁ ମାଶାଙ୍କେୁ ଓ ହାରୋଣଙ୍କୁ କହିଲେ,

Cross references

ଆଦି ପୁସ୍ତକ 7:2

ତୁମ୍ଭେ ତୁମ୍ଭ ସହିତ ସାତ ୟୋଡ଼ ଶୁଚ଼ି ପଶୁ ଓ ଏକ ୟୋଡ଼ି ଅଶୁଚ଼ି ପଶୁ ନଇେ ଆସିବ। ପ୍ରେତ୍ୟକକ ପକ୍ଷୀ ଜାତିର ପୁରୁଷ ଓ ଗୋଟିଏ ସ୍ତ୍ରୀ ନିଶ୍ଚଯ ରହିବ।

ଆଦି ପୁସ୍ତକ 8:20

ଏହାପରେ ନୋହ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଏକ ୟଜ୍ଞବଦେୀ ସ୍ଥାପନ କଲେ। ନୋହ ସେଥି ରେ ଶୁଚ଼ିପଶୁ ଓ ପକ୍ଷୀମାନଙ୍କୁ ସଦାପ୍ରଭୁଙ୍କ ଉଦ୍ଦେଶ୍ବ ରେ ନବୈେଦ୍ଯ ଦେଲେ।

ଆଦି ପୁସ୍ତକ 9:3

ମୁଁ ତୁମ୍ଭକୁ ସବୁଜ ବୃକ୍ଷ ପରି ଦଇେଥିଲି। ବର୍ତ୍ତମାନ ପ୍ରେତ୍ୟକକ ପଶୁ ତୁମ୍ଭର ଖାଦ୍ୟ ହବେ। ମୁଁ ଯାହାସବୁ ପୃଥିବୀ ରେ ଦଇେଛି ତାହାସବୁ ତୁମ୍ଭର।

ଲେବୀୟ ପୁସ୍ତକ 15:1

ଅନନ୍ତର ସଦାପ୍ରଭୁ ମାଶାେ ଓ ହାରୋଣଙ୍କୁ ମଧ୍ଯ କହିଲେ,

ଲେବୀୟ ପୁସ୍ତକ 20:25

ତେଣୁ ତୁମ୍ଭମାନେେ ଶୁଚି-ଅଶୁଚି ପଶୁ ଓ ଶୁଚି ଅଶୁଚି ପକ୍ଷୀ ମଧିଅରେ ପ୍ରଭଦେ ଜାଣିବ। କୌଣସି ଅଶୁଚି ପଶୁ କିମ୍ବା ପକ୍ଷୀ ଭୋଜନ କରିବ ନାହିଁ ଓ ଉ ରୋଗମୀ ପ୍ରାଣୀ ମଧ୍ଯ ଖାଇବ ନାହିଁ। ଆମ୍ଭେ ସଗେୁଡିକୁ ଘୃଣା ଯୋଗ୍ଯ କରିଅଛୁ।

ଦିତୀୟ ବିବରଣ 14:4

ତୁମ୍ଭମାନେେ ଏହି ସକଳ ପଶକ୍ସ୍ଟଗଣ ଭୋଜନ କରିପାରିବ। ଯଥା: ଗାଇ, ମେଣ୍ତା ଓ ଛଳେି।

ରେରିତମାନଙ୍କ କାର୍ଯ୍ୟର ବିବରଣ 10:14

ପିତର କହିଲେ, ନା ପ୍ରଭୁ। ମୁଁ କବେେ କୌଣସି ଅପବିତ୍ର ବା ଅପରିଷ୍କାର ଖାଦ୍ୟ ଖାଇ ନାହିଁ।

ଏବ୍ରୀ 13:9

ନାନା ପ୍ରକାରର ଅଜଣା ଶିକ୍ଷା ଦ୍ବାରା ଭୁଲ ବାଟରେ ପରିଚାଳିତ ହୁଅ ନାହିଁ। ତୁମ୍ଭମାନଙ୍କର ହୃଦୟ ଖାଦ୍ୟର ନିୟମ ଗୁଡ଼ିକ ଦ୍ବାରା ନୁହେଁ, ବରଂ ପରମେଶ୍ବରଙ୍କ ଅନୁଗଅହ ଦ୍ବାରା ଶକ୍ତିଶାଳୀ ହବୋ ଉଚିତ୍। ଏହିଭଳି ନିୟମଗୁଡ଼ିକ ମାନିବା ଦ୍ବାରା କିଛି ସାହାୟ୍ଯ ମିଳେ ନାହିଁ।

Interlinear

Choose Theme