Home Bibles ଦିତୀୟ ବଂଶାବଳୀ 10:7 · ଓଡ଼ିଆ ବାଇବେଲ
ଦିତୀୟ ବଂଶାବଳୀ 10:7 · ଓଡ଼ିଆ ବାଇବେଲ

ବୃଦ୍ଧ ବ୍ଯକ୍ତିମାନେ ରିହବିଯାମ୍ଙ୍କୁ କହିଲେ, ଯଦି ତୁମ୍ଭେ ଏହି ଲୋକମାନଙ୍କ ପ୍ରତି ଦୟାଳୁ ହବେ ଓ ସମାନଙ୍କେୁ ସନ୍ତୁଷ୍ଟ କରିବ ଏବଂ ସମାନଙ୍କେୁ ମଧୁର କଥା କହିବ, ତବେେ ସମାନେେ ଚିରକାଳ ତୁମ୍ଭର ସବୋ କରିବେ।

Cross references

ଆଦି ପୁସ୍ତକ 49:21

ନପ୍ତାଲି ମନୋହର ଏକ ହରିଣୀ ସ୍ବରୂପ, ସେ ଆନନ୍ଦଦାୟକ ବାକ୍ଯ କହିବ।

ଦିତୀୟ ଶାମୁୟେଲ 15:2

ଅବଶା ଲୋମ ପ୍ରତକ୍ସ୍ଟ୍ଯଷରକ୍ସ୍ଟ ଉଠି ରାଜ ଦ୍ବାରର ପଥପାଶର୍‌ବ ରେ ଆସି ଠିଆ ହକ୍ସ୍ଟଏ। ଯେତବେେଳେ କୌଣସି ଲୋକ ରାଜାଙ୍କ ନିକଟକକ୍ସ୍ଟ ବିଗ୍ଭର ନ୍ଯାଯ ପାଇବା ପାଇଁ ଆସିଲେ, ଅବଶା ଲୋମ ତାଙ୍କୁ ପ୍ରଥମେ ପଗ୍ଭରିଲା, ତୁମ୍ଭେ କେଉଁ ନଗରରକ୍ସ୍ଟ ଆସିଛ? ସେ ଲୋକ ଉତ୍ତର ଦଲୋ, ମୁ ଇଶ୍ରାୟେଲର ଏହି ଗୋଷ୍ଠୀଯ ଲୋକ ଅଟେ।

ପ୍ରଥମ ରାଜାବଳୀ 12:7

ପ୍ରାଚୀନମାନେ ତାଙ୍କୁ କହିଲେ, ତୁମ୍ଭେ ଯଦି ଆଜି ଲୋକମାନଙ୍କର ଇଚ୍ଛା ପୂରଣ କର ଏବଂ ସମାନଙ୍କେୁ ଗୋଟିଏ ସଂକ୍ଷପେପୂର୍ଣ ଉତ୍ତର ଦିଅ। ତବେେ ସମାନେେ ସର୍ବଦା ତୁମ୍ଭର ଦାସ ହାଇେ ରହିବେ।

ହିତୋପଦେଶ 15:1

କୋମଳ ପୂର୍ଣ୍ଣ ଉତ୍ତର କୋରଧକୁ ଦମନ କରେ। ମାତ୍ର କଟୁବାକ୍ଯ କୋପ ଜନ୍ମାଏ।

Interlinear

Choose Theme