Home Bibles ଆଦି ପୁସ୍ତକ 46:2 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 46:2 · ଓଡ଼ିଆ ବାଇବେଲ

ରାତ୍ର ରେ ପରମେଶ୍ବର ଇଶ୍ରାୟେଲକୁ ସ୍ବପ୍ନ ରେ କହିଲେ, ଯାକୁବ, ଯାକୁବ।

Cross references

ଆଦି ପୁସ୍ତକ 15:1

ଏହି ସବୁ ଘଟିୟିବା ପରେ ସଦାପ୍ରଭୁଙ୍କର ବାକ୍ଯ ଦର୍ଶନ ରେ ଅବ୍ରାମ ନିକଟକୁ ଆସିଲେ। ଏହା କହି, ହେ ଅବ୍ରାମ ଭୟ କର ନାହିଁ। ମୁଁ ତୁମ୍ଭର ଢାଲ। ମୁଁ ତୁମ୍ଭକୁ ମହାପୁରସ୍କାର ଦବେି।

ଆଦି ପୁସ୍ତକ 15:13

ତା'ପରେ ସଦାପ୍ରଭୁ ଅବ୍ରାମଙ୍କୁ କହିଲେ, ତୁମ୍ଭେ ଏ ବିଷଯ ରେ ନିଶ୍ଚିତ ହାଇପୋରିବ, ତୁମ୍ଭର ବଂଶଧର ବିଦେଶ ରେ ପ୍ରବାସୀ ହବେେ ଏବଂ କ୍ରୀତଦାସ ହବେେ ଏବଂ କ୍ଲେଶ ଭୋଗ କରିବେ 400 ବର୍ଷ ପର୍ୟ୍ଯନ୍ତ।

ଆଦି ପୁସ୍ତକ 20:3

କିନ୍ତୁ ଏକ ରାତି ରେ, ପରମେଶ୍ବର ଅବିମଲକେକୁ ସ୍ବପ୍ନ ରେ କହିଲେ, ତୁମ୍ଭେ ମରିବ, ତୁମ୍ଭେ ଯେଉଁ ସ୍ତ୍ରୀ ଲୋକକୁ ଆଣିଛ ସେ ବିବାହିତା।

ଆଦି ପୁସ୍ତକ 22:1

ଏହିସବୁ ଘଟଣା ଘଟିବାପରେ, ପରମେଶର ଅବ୍ରହାମଙ୍କ ବିଶ୍ବାସକୁ ପରୀକ୍ଷା କରିବାକୁ ନିସ୍ପତ୍ତି ନେଲେ। ପରମେଶ୍ବର ତାଙ୍କୁ କହିଲେ, ଅବ୍ରହାମ!

ଆଦି ପୁସ୍ତକ 22:11

କିନ୍ତୁ ଏହାପରେ ସଦାପ୍ରଭୁଙ୍କର ଦୂତ ସ୍ବର୍ଗରୁ ଅବ୍ରହାମକୁ ଡ଼ାକି କହିଲେ, ହେ ଅବ୍ରହାମ, ହେ ଅବ୍ରହାମ!

ଆଦି ପୁସ୍ତକ 31:11

ସେତବେେଳେ ପରମେଶ୍ବରଙ୍କର ଦୂତ ସ୍ବପ୍ନ ରେ ମାେତେ 'ଯାକୁବ' ବୋଲି ଡାକନ୍ତେ!

ଯାତ୍ରା ପୁସ୍ତକ 3:3

ତେଣୁ ମାଶାେ ନିଶ୍ଚିତ କଲେ, ସହେି ବୁଦା ପାଖକୁ ୟାଇ ଅଦ୍ଭୁତ ଦୃଶ୍ଯ ଦେଖିବାକୁ। କାହିଁକି ଏହି ବୁଦାଟି ନିଆଁ ରେ ଜଳି ମଧ୍ଯ ନଷ୍ଟ ହେଉନାହିଁ?

ଗଣନା ପୁସ୍ତକ 12:6

ସଦାପ୍ରଭୁ କହିଲେ, ମାରେ ବାକ୍ଯ ଶୁଣ, ଯଦି ତୁମ୍ଭମାନଙ୍କ ମଧିଅରେ କହେି ଭବିଷ୍ଯଦ୍ ବକ୍ତା ଥାଏ, ତବେେ ମୁଁ ସଦାପ୍ରଭୁ ଦର୍ଶନ ଦ୍ବାରା ତାହାପ୍ରତି ଆପଣାକୁ ପ୍ରକାଶ କରିବି, ମୁଁ ସ୍ବପ୍ନଦ୍ବାରା ତାହା ସହିତ କଥା କହିବି।

ଗଣନା ପୁସ୍ତକ 24:4

ଏହା ହେଉଛି ଜଣେ ବ୍ଯକ୍ତିର ବାର୍ତ୍ତା ୟିଏ ପରମେଶ୍ବରଙ୍କଠାରୁ ଶୁଣେ। ସେ ହେଉଛି ଜଣେ ୟିଏ ସର୍ବଶକ୍ତିମାନ ପରମେଶ୍ବରଙ୍କର ଦର୍ଶନ ପାଇଅଛ। ସେ ହେଉଛି ଜଣେ ୟିଏ ସର୍ବଶକ୍ତିମାନ ପରମେଶ୍ବରଙ୍କ ଆଗ ରେ ଭୂମିଷ୍ଠ ପ୍ରମାଣ କଲା, କିନ୍ତୁ ତା'ର ଚକ୍ଷୁଗୁଡିକ ଖାେଲା ଥିଲା।

ବିଚାରକର୍ତାମାନଙ୍କ ବିବରଣ 7:2

ଏହାପରେ ସଦାପ୍ରଭୁ ଗିଦ୍ଦିୟୋନକକ୍ସ୍ଟ କହିଲେ, ମିଦିଯନମାନଙ୍କୁ ପରାସ୍ତ କରିବା ପାଇଁ ମୁ ତୁମ୍ଭର ଲୋକମାନଙ୍କୁ ସହାୟ ହବେି। କିନ୍ତୁ ତୁମ୍ଭର ଏତେ ସୈନ୍ଯ ଅଛନ୍ତି ଯେ ମୁ ସମାନଙ୍କେୁ ପରାସ୍ତ କରାଇଲେ ତୁମ୍ଭର ସୈନ୍ଯମାନେ ଭାବିବେ ଯେ, ସମାନେେ ନିଜ ଶକ୍ତି ବଳ ରେ ଶତୃମାନଙ୍କୁ ପରାସ୍ତ କରିଛନ୍ତି। ଇଶ୍ରାୟେଲର ଲୋକମାନେ ମାେତେ ଭୂଲିୟାଆନ୍ତକ୍ସ୍ଟ ବୋଲି ଓ ସମାନେେ ନିଜକକ୍ସ୍ଟ ନିଜେ ରକ୍ଷା କରିଛନ୍ତି ବୋଲି ଆତ୍ମାଶ୍ଲାଘା କରନ୍ତକ୍ସ୍ଟ ବୋଲି ମୁ ଗ୍ଭ ହେଁ ନାହିଁ।

ବିଚାରକର୍ତାମାନଙ୍କ ବିବରଣ 7:9

ରାତ୍ରି ସମୟରେ ସଦାପ୍ରଭୁ ଗିଦ୍ଦିୟୋନଙ୍କକ୍ସ୍ଟ କହିଲେ, ଉଠ, ସହେି ଛାଉଣୀକକ୍ସ୍ଟ ଓହ୍ଲାଇ ୟାଅ। ସମାନଙ୍କେୁ ପରାସ୍ତ କରିବା ରେ ମୁ ତୁମ୍ଭମାନଙ୍କୁ ଅନକ୍ସ୍ଟମତି ଦବେି।

ପ୍ରଥମ ଶାମୁୟେଲ 3:4

ସେତବେେଳେ ସଦାପ୍ରଭୁ ଶାମକ୍ସ୍ଟଯଲକେକ୍ସ୍ଟ ଡାକିଲେ ଓ ଶାମକ୍ସ୍ଟଯଲେ ଉତ୍ତର ଦେଲେ, ମୁ ଏଠା ରେ ଅଛି।

ପ୍ରଥମ ଶାମୁୟେଲ 3:10

ଏହାପରେ ସଦାପ୍ରଭୁ ଆସିଲେ ଏବଂ ସଠାେରେ ଛିଡା ହେଲେ, ଆଗଥର ପରି ସେ ଶାମକ୍ସ୍ଟଯଲେ, ଶାମକ୍ସ୍ଟଯଲେ ବୋଲି ଡାକିଲେ।

ଦିତୀୟ ବଂଶାବଳୀ 26:5

ଉଷିୟ ଜିଖରିଯଙ୍କ ଜୀବନକାଳ ମଧିଅରେ ପରମେଶ୍ବରଙ୍କର ଅନୁଗମନ କଲେ। ପରମେଶ୍ବରଙ୍କୁ କିପରି ସମ୍ମାନ କରିବାକୁ ଓ ତାଙ୍କର ବାଧ୍ଯ ହବୋକୁ ହବେ, ତାହା ଜିଖରିଯ ଉଷିୟଙ୍କୁ ଶିକ୍ଷା ଦେଲେ। ଉଷିୟ ଯେତବେେଳେ ସଦାପ୍ରଭୁଙ୍କର ବାଧ୍ଯ ହେଲେ, ପରମେଶ୍ବର ତାଙ୍କୁ ସଫଳତା ଦେଲେ।

ଆୟୁବ ପୁସ୍ତକ 4:13

ରାତ୍ରିର ଗୋଟିଏ ଖରାପ ସ୍ବପ୍ନ ଭଳି ଏହା ମାରେ ନିଦ୍ରାକୁ ନଷ୍ଟ କରି ଦଲୋ।

ଆୟୁବ ପୁସ୍ତକ 33:14

କିନ୍ତୁ ହୁଏତ ପରମେଶ୍ବର ଏପରି ଭାବରେ କହନ୍ତି ଯେ ମନୁଷ୍ଯମାନେ ବୁଝିପାରନ୍ତି ନାହିଁ।

ଦାନିଏଲ 2:19

ଏହାପ ରେ ପରମେଶ୍ବର ଦାନିୟେଲକୁ ଦର୍ଶନ ଦଇେ ଗୁପ୍ତ ବିଷଯ ରେ ଜଣାଇଲେ। ତହୁଁ ଦାନିୟେଲ ସ୍ବର୍ଗସ୍ଥ ପରମେଶ୍ବରଙ୍କୁ ଧନ୍ଯବାଦ କଲେ।

ଯିଖରିୟ 1:8

ରାତି ରେ ମୁଁ ଲାଲ୍ ଅଶ୍ବ ଉପ ରେ ଏକ ବ୍ଯକ୍ତିକୁ ଦେଖିଲି। ଏହା ଉପତ୍ୟକାର ମେ ହନ୍ଦେି ବୁଦା ମଝି ରେ ଛିଡା ହାଇେଥିଲା। ତାଙ୍କ ପଛ ରେ ଲାଲ୍, ଧୂସର ଏବଂ ଧଳା ଅଶ୍ବଗୁଡିକ ଥିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 9:4

ସେ ଭୂମିରେ ପଡ଼ିଗଲେ। ସେ ଗୋଟିଏ ସ୍ବର ଶୁଣିବାକୁ ପାଇଲେ, ଶାଉଲ, ତୁମ୍ଭେ ମାେତେ କାହିଁକି ତାଡ଼ନା ଦେଉଛ?

ରେରିତମାନଙ୍କ କାର୍ଯ୍ୟର ବିବରଣ 9:10

ହନନିୟ ନାମକ ଜଣେ ଯୀଶୁଙ୍କର ଶିଷ୍ଯ ଦମ୍ମସକରେେ ଥିଲେ। ପ୍ରଭୁ ତାହାଙ୍କୁ ଦର୍ଶନ ଦଇେ କହିଲେ, ହନନିୟ!

ରେରିତମାନଙ୍କ କାର୍ଯ୍ୟର ବିବରଣ 10:3

ଦିନେ ଅପରାହ୍ନ ପ୍ରାୟ ତିନିଟା ସମୟରେ ସେ ଏକ ଦର୍ଶନ ଦେଖିଲେ। ସେ ଜଣେ ସ୍ବର୍ଗଦୂତଙ୍କୁ ତାହାଙ୍କ ନିକଟକୁ ଆସୁଥିବାର ସ୍ପଷ୍ଟ ଭାବେ ଦେଖିଲେ। ସେ ତାହାଙ୍କୁ କହିଲେ, କର୍ଣ୍ଣୀଲିୟ।

ରେରିତମାନଙ୍କ କାର୍ଯ୍ୟର ବିବରଣ 10:13

ତା'ପରେ ତାହାଙ୍କୁ ଗୋଟିଏ ବାଣୀ ଶୁଭିଲା, ପିତର, ଉଠ, ଏହି ପଶୁମାନଙ୍କ ମଧ୍ଯରୁ ଯେକୌଣସିଟିକୁ ମାର ଓ ଖାଅ।

ରେରିତମାନଙ୍କ କାର୍ଯ୍ୟର ବିବରଣ 16:9

ରାତି ରେ ପାଉଲ ଏକ ଦର୍ଶନ ପାଇଲେ। ସେଥି ରେ ସେ ଜଣେ ମାକିଦନିଆର ଲୋକକୁ ତାହାଙ୍କ ଆଗ ରେ ଠିଆ ହାଇେ ଥିବାର ଦେଖିଲେ। ସେ ପାଉଲଙ୍କୁ କହିଲେ, ତୁମ୍ଭେ ମାକିଦନିଆକୁ ଆସି ଆମ୍ଭକୁ ସାହାୟ୍ଯ କର।

Interlinear

Choose Theme