Home Bibles ଦାନିଏଲ 2:19 · ଓଡ଼ିଆ ବାଇବେଲ
ଦାନିଏଲ 2:19 · ଓଡ଼ିଆ ବାଇବେଲ

ଏହାପ ରେ ପରମେଶ୍ବର ଦାନିୟେଲକୁ ଦର୍ଶନ ଦଇେ ଗୁପ୍ତ ବିଷଯ ରେ ଜଣାଇଲେ। ତହୁଁ ଦାନିୟେଲ ସ୍ବର୍ଗସ୍ଥ ପରମେଶ୍ବରଙ୍କୁ ଧନ୍ଯବାଦ କଲେ।

Cross references

ଗଣନା ପୁସ୍ତକ 12:6

ସଦାପ୍ରଭୁ କହିଲେ, ମାରେ ବାକ୍ଯ ଶୁଣ, ଯଦି ତୁମ୍ଭମାନଙ୍କ ମଧିଅରେ କହେି ଭବିଷ୍ଯଦ୍ ବକ୍ତା ଥାଏ, ତବେେ ମୁଁ ସଦାପ୍ରଭୁ ଦର୍ଶନ ଦ୍ବାରା ତାହାପ୍ରତି ଆପଣାକୁ ପ୍ରକାଶ କରିବି, ମୁଁ ସ୍ବପ୍ନଦ୍ବାରା ତାହା ସହିତ କଥା କହିବି।

ଦିତୀୟ ରାଜାବଳୀ 6:8

ଥରେ ଅରାମର ରାଜା ଇଶ୍ରାୟେଲ ବିରୁଦ୍ଧ ରେ ୟୁଦ୍ଧ କରୁଥିଲେ। ସେ ନିଜର ସନୋର ଉଚ୍ଚକର୍ମଗ୍ଭରୀ ସହିତ ଏକ ସଭା ଥିଲା ଓ ସେ ସମାନଙ୍କେୁ ଆଦେଶ ଦେଲେ, ଏମିତି ସ୍ଥାନ ରେ ଲୁଚିରୁହ ଯେତବେେଳେ ସମାନେେ ଆସିବେ। ଇଶ୍ରାୟେଲୀୟମାନଙ୍କୁ ଆକ୍ରମଣ କର।

ଆୟୁବ ପୁସ୍ତକ 4:13

ରାତ୍ରିର ଗୋଟିଏ ଖରାପ ସ୍ବପ୍ନ ଭଳି ଏହା ମାରେ ନିଦ୍ରାକୁ ନଷ୍ଟ କରି ଦଲୋ।

ଆୟୁବ ପୁସ୍ତକ 33:15

ପରମେଶ୍ବର ହୁଏତ ଲୋକଙ୍କୁ ସ୍ବପ୍ନ ରେ କହନ୍ତି କିମ୍ବା ରାତି ରେ ଦର୍ଶନ ଦଇେ କହନ୍ତି ଯେତବେେଳେ ସମାନେେ ଗଭୀର ନିଦ୍ରା ୟାଇଥାନ୍ତି।

ଗୀତସଂହିତା 25:14

ସଦାପ୍ରଭୁ ସର୍ବଦା ଗୁପ୍ତ ବିଷଯ ସବୁ ତାଙ୍କର ଅନୁୟୋଗୀମାନଙ୍କୁ କୁହନ୍ତି। ସେ ତାଙ୍କର ବ୍ଯବସ୍ଥା ସବୁ ସମାନଙ୍କେୁ ନିଯମ ପ୍ରଦାନ କରନ୍ତି।

ଦାନିଏଲ 1:17

ଆଉ ପରମେଶ୍ବର ସହେି ଗ୍ଭରି ୟୁବକଙ୍କୁ ଜ୍ଞାନ ଏବଂ ବିଭିନ୍ନ ଲେଖନି ଓ ବିଜ୍ଞାନ ଶିକ୍ଷା ପାଇଁ ଯୋଗ୍ଯତା ପ୍ରଦାନ କଲେ। ପୁଣି ଦାନିୟେଲ ସମସ୍ତ ଦର୍ଶନ ଅ ସ୍ବପ୍ନ ବିଷଯ ରେ ବୁଦ୍ଧିମାନ ହେଲେ।

ଦାନିଏଲ 2:22

ସେ ଗଭୀର ଓ ଗୁପ୍ତ ବିଷଯ ସବୁ ପ୍ରକାଶ କରିପାରନ୍ତି। ଯେ ହତେୁ ଜ୍ଯୋତି ତାଙ୍କ ନିକଟରେ ବାସ କରେ। ଅନ୍ଧକାର ରେ ଯାହା ଅଛି ସେ ଜାଣନ୍ତି।

ଦାନିଏଲ 2:27

ଦାନିୟେଲ ରାଜାଙ୍କୁ ଉତ୍ତର ଦଇେ କହିଲା, ମହାରାଜ, ଆପଣ ଯେଉଁ ନିଗୃଢ କଥା ପଗ୍ଭରି ଅଛନ୍ତି, ତାହା ବିଦ୍ବାନ୍ ଲୋକ କିଅବା ଗଣକ ଅବା ମନ୍ତ୍ରଜ୍ଞ ଅଥବା ଶୁଭାଶୁଭବାଦୀମାନେ ମହାରାଜାଙ୍କ ଛାମୁ ରେ ପ୍ରକାଶ କରି ପାରନ୍ତି ନାହିଁ।

ଦାନିଏଲ 4:9

ମୁଁ କହିଲି, ହେ ମନ୍ତ୍ରଜ୍ଞଗଣଙ୍କ ଅଧ୍ଯକ ବେଲ୍ଟଶତ୍ସର, ମୁଁ ଜଣେ, ପବିତ୍ର ଦବଗେଣର ଆତ୍ମା ତୁମ୍ଭ ଅନ୍ତର ରେ ଅଛନ୍ତି ଓ କୌଣସି ନିଗୂଢ ବାକ୍ଯ ବୁଝିବା ତୁମ୍ଭପାଇଁ କଷ୍ଟକର ନୁହେଁ, ଏଣୁ ଦୟାକରି ମାେତେ ମାରେ ସ୍ବପ୍ନ କଥା ଓ ତାହାର ଅର୍ଥ କୁହନ୍ତୁ।

ଦାନିଏଲ 7:7

ଏହାପ ରେ ମୁଁ ରାତ୍ରିକାଳର ଦର୍ଶନ ରେ ଦେଖିଲି, ମାରେ ସମ୍ମୁଖ ରେ ଚତୁର୍ଥ ପଶୁ ଥିଲା। ସେ ଅତି ଭୟଙ୍କର, କ୍ଷମତାସମ୍ପନ୍ନ ଓ ଅତିଶଯ ବଳବାନ୍ ଥିଲା ଓ ତାହାର ବଡ ବଡ ଲୌହର ଦାନ୍ତ ଥିଲା। ସେ ଦୋଷୀମାନଙ୍କୁ ଗ୍ରାସ କଲା ଓ ଭାଙ୍ଗି ଚୂର୍ଣ୍ଣ କଲା। ଆଉ ଅବଶିଷ୍ଟ ଯାହା ରହିଲା ତାହା ପଦତଳେ ଦଳିତ କଲା। ସେ ପୂର୍ବବର୍ତ୍ତୀ ସବୁ ପଶୁମାନଙ୍କଠାରୁ ଭିନ୍ନ ଥିଲା ଓ ତାହାର ଦଶଟି ଶିଙ୍ଗ ଥିଲା।

ଆମୋଷ 3:7

ସଦାପ୍ରଭୁ ମାରେପ୍ରଭୁ, କୌଣସି ଯୋଜନା ତାଙ୍କର ସବେକର ଅଗୋଚର ରେ କରନ୍ତି ନାହିଁ।

ମାଥିଉଲିଖିତ ସୁସମାଚାର 2:12

କିନ୍ତୁ ପରମେଶ୍ବର ସମାନଙ୍କେୁ େ ହରୋଦଙ୍କ ପାଖକୁ ଫରେି ନ ୟିବାକୁ ସ୍ବପ୍ନ ରେ ସାବଧାନ କରାଇ ଦେଲେ। ତେଣୁ ସମାନେେ ଅନ୍ୟ ଏକ ପଥ ଦଇେ ନିଜ ଦେଶକୁ ଫରେିଗଲେ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 2:9

କିନ୍ତୁ ଶାସ୍ତ୍ରମାନଙ୍କ ରେ ଏହିପରି ଲଖାେ ଅଛି :

Interlinear

Choose Theme