ଆଶରରେ ପୁତ୍ରମାନେ ଥିଲେ, ୟିମ୍ନା, ୟିଶ୍ବା, ୟିଶ୍ବି, ବରୀଯ ଓ ସମାନଙ୍କେର ଭଉଣୀ, ସରହେ ଓ ବରଯର ପୁତ୍ର ହବରେ ଓ ମଲ୍କୀଯଲେ ଥିଲେ।
Cross references
ଲୟୋ କହିଲା, ମୁଁ ବହୁତ ଖୁସି! ୟୁବତୀଗଣ ମାେତେ ଆନନ୍ଦୀନି ବୋଲିବେ। ଏଣୁ ସେ ତା'ର ନାମ ଆଶରେ ଦଲୋ।
ଗାଦ୍ ଓ ଆଶରେ ଲୟୋର ଦାସୀ ସିଳ୍ପାର ପୁତ୍ରଗଣ।
ଆଶରେ ଉତ୍ତମ ଖାଦ୍ୟ ଉତ୍ପନ୍ନ କରିବ। ସେ ରାଜାଙ୍କୁ ରାଜକୀଯଭକ୍ଷ ଯୋଗଇବ।
ଆଶର ପରିବାରବର୍ଗର, ଆକ୍ରଣର ପୁତ୍ର ପଗୀଯଲେ।
ଆଶରେ ବଂଶଧର ସମାନଙ୍କେର ପିତୃଗୃହ, ପୁରୁଷମାନଙ୍କର ନାମ ଏବଂ ସଂଖ୍ଯା, ଯେଉଁମାନେ କୋଡିଏ ବର୍ଷ ଏବଂ ତାଠୁ ଅଧିକ ସୈନ୍ଯ ବିଭାଗ ରେ ୟୋଗ ଦବୋପାଇଁ ଯୋଗ୍ଯ, ସମାନଙ୍କେର ତାଲିକା ଭୁକ୍ତ କରାଗଲା।
ଆଶରେ ପରିବାରବର୍ଗର ପରିବାରଗୁଡିକ ହେଲେ: ୟିମ୍ନଠାରୁ ୟିମ୍ନୀଯ ଗୋଷ୍ଠୀ; ୟିସବିଠାରୁ ୟିସବୀଯ ଗୋଷ୍ଠୀ; ବରିଯଠାରୁ ବରିଯୀଯ ଗୋଷ୍ଠୀ।
ଆଶରରେ ମଧ୍ଯ ଏକ କନ୍ଯା ଥିଲା, ତା'ର ନାମ ସାରହ।
ମାଶାେ ଆଶରଙ୍କେର ବିଷଯ ରେ ଏହିକଥା କହିଲେ, ଆଶରେ ସନ୍ତାନ ସନ୍ତତି ରେ ଆଶୀର୍ବାଦ ପ୍ରାଲ୍ଗ ହେଉ। ସେ ଆପଣା ଭାତୃଗଣଙ୍କ ନିକଟରେ ଆଦୃତ ହବେ। ଏବଂ ସେ ଆପଣା ପାଦ ତୈଳ ରେ ବକ୍ସ୍ଟଡାଉ।
ଦାନ୍, ଯୋଷଫେ, ବିନ୍ଯାମୀନ, ନପ୍ତାଲୀ, ଗାଦ୍ ଓ ଆଶରେ,
ଆଶରଙ୍କେ ପୁତ୍ରମାନେ ଥିଲେ ୟିମ୍ନ, ୟିଶବ, ୟିଶବି ଓ ବରୀଯ। ସମାନଙ୍କେ ଭଗିନୀର ନାମ ଥିଲା ସରେହ୍।
ବରୀଯଙ୍କ ପୁତ୍ରମାନେ ଥିଲେ ହବରେ ଓ ମଲକୀଯଲେ। ମଲକୀଯଲେ ବିର୍ଷୋତଙ୍କ ପିତା ଥିଲେ।