Home Bibles ଗଣନା ପୁସ୍ତକ 1:40 · ଓଡ଼ିଆ ବାଇବେଲ
ଗଣନା ପୁସ୍ତକ 1:40 · ଓଡ଼ିଆ ବାଇବେଲ

ଆଶରେ ବଂଶଧର ସମାନଙ୍କେର ପିତୃଗୃହ, ପୁରୁଷମାନଙ୍କର ନାମ ଏବଂ ସଂଖ୍ଯା, ଯେଉଁମାନେ କୋଡିଏ ବର୍ଷ ଏବଂ ତାଠୁ ଅଧିକ ସୈନ୍ଯ ବିଭାଗ ରେ ୟୋଗ ଦବୋପାଇଁ ଯୋଗ୍ଯ, ସମାନଙ୍କେର ତାଲିକା ଭୁକ୍ତ କରାଗଲା।

Cross references

ଆଦି ପୁସ୍ତକ 30:12

ଲୟୋର ଦାସୀ ସିଳ୍ପା ଦ୍ବିତୀୟ ପୁତ୍ର ଯାକୁବ ପାଇଁ ଜନ୍ମ କଲା।

ଆଦି ପୁସ୍ତକ 46:27

ଯୋଷଫଙ୍କେର ଦୁଇଟି ପୁତ୍ର ମିଶର ରେ ଜନ୍ମ ଗ୍ରହଣ କରିଥିଲେ। ତେଣୁ ଏହିପରି ଭାବରେ ମାଟେ ସତୁରି ଜଣ ଯାକୁବଙ୍କ ପରିବାର ମିଶର ରେ ବାସ କରୁଥିଲେ।

ଆଦି ପୁସ୍ତକ 49:20

ଆଶରେ ଉତ୍ତମ ଖାଦ୍ୟ ଉତ୍ପନ୍ନ କରିବ। ସେ ରାଜାଙ୍କୁ ରାଜକୀଯଭକ୍ଷ ଯୋଗଇବ।

ଗଣନା ପୁସ୍ତକ 26:44

ଆଶରେ ପରିବାରବର୍ଗର ପରିବାରଗୁଡିକ ହେଲେ: ୟିମ୍ନଠାରୁ ୟିମ୍ନୀଯ ଗୋଷ୍ଠୀ; ୟିସବିଠାରୁ ୟିସବୀଯ ଗୋଷ୍ଠୀ; ବରିଯଠାରୁ ବରିଯୀଯ ଗୋଷ୍ଠୀ।

Interlinear

Choose Theme