ଆଦି ପୁସ୍ତକ 44:10 · ଓଡ଼ିଆ ବାଇବେଲ
ଦାସ କହିଲେ, ତୁମ୍ଭେ ଯାହା କହିବ ଆମ୍ଭେ ସହେିପରି କରିବୁ କିନ୍ତୁ ଆମ୍ଭେ ସେ ଲୋକକୁ ହତ୍ଯା କରିବୁ ନାହିଁ। ଆମ୍ଭେ ଯଦି ସହେି ରୂପା ପାତ୍ର ପାଉ ତବେେ ସେ ଲୋକ ଆମ୍ଭର ଦାସ ହବେ। ଏବଂ ଅନ୍ୟମାନେ ମୁକ୍ତ ହବେେ।
Cross references
ଆଦି ପୁସ୍ତକ 44:17
କିନ୍ତୁ ଯୋଷଫେ କହିଲେ, ପରମେଶ୍ବର ଏପରି କରନ୍ତୁ ଯେ, ମୁଁ ତୁମ୍ଭ ସମସ୍ତଙ୍କୁ ଦାସ କରି ରଖିବି! କବଳେ ଯେ ମାରେ ପାତ୍ର ଚୋରି କରିଛି, ସେ ମାରେ ଦାସ ହବେ। ଅନ୍ୟମାନେ ଶାନ୍ତି ରେ ତୁମ୍ଭର ପିତାଙ୍କ ନିକଟକୁ ଫରେିୟାଅ।
ଆଦି ପୁସ୍ତକ 44:33
ତେଣୁ ମୁଁ ଆପଣଙ୍କୁ ଭିକ୍ଷା ମାଗୁଛି। ଦୟାକରି ତାଙ୍କୁ ଆମ୍ଭର ଭାଇମାନଙ୍କ ସହିତ ୟିବାକୁ ଦିଅ। ଏବଂ ମୁଁ ତୁମ୍ଭର ଦାସ ହାଇେ ରହିବି।
ଯାତ୍ରା ପୁସ୍ତକ 22:3
ଯଦି ଏପରି ଦିନ ରେ ଘଟିଥାଏ ତବେେ ହତ୍ଯା କରିଥିବା ବ୍ଯକ୍ତି ଦୋଷୀ ସାବ୍ଯସ୍ତ ହବେ।
ମାଥିଉଲିଖିତ ସୁସମାଚାର 18:24
ରାଜା ତାହାଙ୍କ ଟଙ୍କା ଆଦାୟ କରିବା ଆରମ୍ଭ କରି ଦେଲେ। ତାହାଙ୍କର ଜଣେ ଚ଼ାକର ଉପରେ ଦଶ ହଜାର ରେ ୗପ୍ୟମୁଦ୍ରା ବାକି ଥିଲା।