Home Bibles ☰ Books ଆଦି ପୁସ୍ତକ 44:12 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 44:12 · ଓଡ଼ିଆ ବାଇବେଲ

ଯୋଷଫଙ୍କେ ଦାସ ସହେି ପଟଗୁଡ଼ିକୁ ଦେଖିଲେ। ସେ ବଡ଼ ଭାଇର ପଟ ପ୍ରଥମେ ଦେଖିଲେ, ଏହିପରି କ୍ରମାନ୍ବଯ ରେ ସାନର ପଟ ଦେଖିଲେ। ଶଷେ ରେ ବିନ୍ଯାମୀନର ପଟରୁ ସହେି ପାତ୍ରଟିକୁ ପାଇଲେ।

Cross references

ଆଦି ପୁସ୍ତକ 42:36

ଯାକୁବ ସମାନଙ୍କେୁ କହିଲେ, ତୁମ୍ଭେ କ'ଣ ଭାବୁଛ ମୁଁ ମାରେସମସ୍ତ ପିଲାମାନଙ୍କୁ ହରାଇବି? ଯୋଷଫେ ଗଲା,ଶିମିଯୋନ ଗଲା ଏବଂ ତୁମ୍ଭେ ବର୍ତ୍ତମାନ ବିନ୍ଯାମୀନକୁ ନବୋ ପାଇଁ ଚାହୁଁଛ।

ଆଦି ପୁସ୍ତକ 43:14

ମୁଁ ସହେି ସର୍ବଶକ୍ତିମାନ ପରମେଶ୍ବରଙ୍କୁ ପାର୍ଥନା କରିବି, ସେ ରାଜ୍ଯପାଳଙ୍କୁ ଏପରି କହି ଦବେେ ଯେ, ସେ ତୁମ୍ଭଙ୍କୁ ଦୟା କରିବେ। ମୁଁ ପ୍ରାର୍ଥନା କରିବି ସେଶିମିଯୋନ ଓ ବିନ୍ଯାମୀନଙ୍କୁ ନିରାପଦ ରେ ଫରୋଇ ଦବେେ। ଯଦି ନ ଫରୋନ୍ତି, ତବେେ ମାେତେ ପୁଣି ପୁତ୍ର ପାଇଁ ଶାେକ କରିବାକୁ ପଡ଼ିବ।

ଆଦି ପୁସ୍ତକ 43:33

ଯୋଷଫେର ଭାଇମାନେ ଯୋଷଫେର ଆଗ ଟବେୁଲ ରେ ଖାଇ ବସିଲେ। ତା'ର ଭାଇମାନେ ବଡ଼ରୁ ସାନ କ୍ରମ ରେ ବସିଥିଲେ। ସମସ୍ତେ ସମସ୍ତଙ୍କୁ ଚାହୁଁଥାନ୍ତି। କ'ଣ ସବୁ ଘଟୁଛି ସମାନେେ ଆଶ୍ଚର୍ୟ୍ଯ ହେଉଥାନ୍ତି।

ଆଦି ପୁସ୍ତକ 44:2

ସାନ ଭାଇର ପଟ ରେ ତା'ର ଟଙ୍କା ତକ ଭର୍ତ୍ତି କର। କିନ୍ତୁ ତା'ର ପଟ ରେ ମାରେ ରୂପାତାଟିଆ ରଖ। ଯୋଷଫେ ସମାନଙ୍କେୁ ଯେପରି କହିଲେ ଦାସମାନେ ଠିକ୍ ସହେିପରି କଲେ।

ଆଦି ପୁସ୍ତକ 44:26

ଏବଂ ଆମ୍ଭେ ପିତାଙ୍କୁ କହିଲୁ, 'ଆମ୍ଭେ ଆମ୍ଭର ସାନ ଭାଇ ବିନା ୟାଇ ପାରିବୁ ନାହିଁ। ଯଦି ଆମ୍ଭର ଭାଇ ଆମ୍ଭମାନଙ୍କ ସହିତ ନୟାଏ, ତାହାହେଲେ ସହେି ବ୍ଯକ୍ତିର ମୂଖ ଦେଖି ପାରିବୁ ନାହିଁ।'

Interlinear

Choose Theme