ଆଦି ପୁସ୍ତକ 37:31 · ଓଡ଼ିଆ ବାଇବେଲ
ତା'ର ଭାଇମାନେ ଏକ ଛଳେି ମାରି ତା'ର ରକ୍ତ ରେ ଯୋଷଫେର କୋଟକୁ ବୁଡ଼ାଇ ଦେଲେ।
Cross references
ଆଦି ପୁସ୍ତକ 37:3
ଯୋଷଫେ ତାଙ୍କ ପିତା ଯାକୁବଙ୍କର ବାର୍ଦ୍ଧକ୍ଯ ସମୟରେ ଜନ୍ମ ହାଇେଥିଲେ। ତେଣୁ ଯାକୁବ ଯୋଷଫଙ୍କେୁ ଅନ୍ୟ ପୁତ୍ରମାନଙ୍କଠାରୁ ଅଧିକ ଭଲ ପାଉଥିଲେ। ଯାକୁବ ଯୋଷଫଙ୍କେୁ ଏକ ବିଶଷେ କୋଟ୍ ବା ଅଙ୍ଗରଖା ଦଇେଥିଲେ। ଯାହା ନାନା ରଙ୍ଗ ରେ ବର୍ଣ୍ଣିତ ଥିଲା।
ଆଦି ପୁସ୍ତକ 37:23
ଯୋଷଫେ ତାଙ୍କ ଭାଇମାନଙ୍କ ପାଖକୁ ଆସିଲେ। ଏହାପରେ ତା'ର ଭାଇମାନେ ତାଙ୍କୁ ଆକ୍ରମଣ କରି ତା'ର ସହେି ଲମ୍ବା ସୁନ୍ଦର ରଙ୍ଗ ବରେଙ୍ଗର ପୋଷାକକୁ ଚିରି ପକାଇଲେ।
ହିତୋପଦେଶ 28:13
ଯେ ଆପଣା ଅଧର୍ମ ଆଚ୍ଛାଦନ କରେ, ସେ ମଙ୍ଗଳ ପାଏ ନାହିଁ। ମାତ୍ର ଯେଉଁ ଲୋକ ତାହା ସ୍ବୀକାର କରି ତାକୁ ପରିତ୍ଯାଗ କରେ, ସେ ଦୟା ପାଇବ।