ରୂବନ୍େ ତା'ର ଭାଇମାନଙ୍କ ସହିତ ନଥିଲା, ଯେତବେେଳେ ସମାନେେ ଯୋଷଫେକୁ ବଣିକମାନଙ୍କ ମଧିଅରେ ବିକ୍ରୀ କରିଥିଲେ। ଯେତବେେଳେ ରୂବନ୍େ ଆସିଲା ଓ ଦେଖିଲା ଯେ ତା'ର ଭାଇ ଯୋଷଫେ ସହେି କୂପ ମଧିଅରେ ନଥିଲା। ସେ ଏତେ ବ୍ଯତିବ୍ଯସ୍ତ ହାଇେ ପଡ଼ିଲା ଯେ, ତା'ର ପୋଷାକ ସବୁ ଚିରି ପକାଇଲା।
Cross references
ଯାକୁବର ପୁତ୍ରମାନେ ଶିଖିମକୁ ଓ ତା'ର ପିତାଙ୍କୁ ମଧ୍ଯ ମିଥ୍ଯା କହିବାପାଇଁ ନିଷ୍ପତ୍ତି ନେଲେ। ତା'ର ଭାଇମାନେ ସେତବେେଳେ ପାଗଳ ପ୍ରାଯ ଥିଲେ କାରଣ ଦୀଣାକୁ ଶିଖିମ ଭ୍ରଷ୍ଠା କରିଥିଲା।
ଏହାର ଶୁଣି ଯାକୁବ ତାଙ୍କ ଲୁଗା ଚିରି, ବିଶଷେ ଶୋକ ବସ୍ତ୍ର ପିନ୍ଧି ତାଙ୍କର ଶାେକ ପ୍ରକାଶ କଲେ। ଯାକୁବ ବହୁ ଦିନ ପର୍ୟ୍ଯନ୍ତ ପୁତ୍ର ପାଇଁ ଶୋକ କଲେ।
ଭାଇମାନେ ଭାରି ଦୁଃଖ ପ୍ରକାଶ କଲେ। ସମାନେେ ଦୁଃଖ ରେ ସମାନଙ୍କେର ପୋଷାକ ଚିରି ପକାଇଲେ। ସମାନେେ ସମାନଙ୍କେର ପଟଗୁଡ଼ିକ ଗଧ ପିଠି ରେ ପକାଇ ନଗରକୁ ଫରେିଲେ।
ତହୁଁ ଦେଶ ଅନୁସନ୍ଧାନକାରୀ ଲୋକମାନଙ୍କ ମଧ୍ଯରୁ ନୂନର ପୁତ୍ର ଯିହାଶୂେୟ ଓ ୟିଫୁନ୍ନିର ପୁତ୍ର କାଲେବ୍ ନିଜନିଜ ବସ୍ତ୍ର ଚିରିଲେ।
ଯେତବେେଳେ ୟିଲ୍ଗହ ଦେଖିଲେ ତାଙ୍କର କନ୍ଯା ଯେ କି ପ୍ରଥମେ ଗୃହରକ୍ସ୍ଟ ବାହାର ହାଇେ ତାଙ୍କୁ ଦଖାେ ଦେଲେ। ସେ ତାଙ୍କ ନିଜର ପିନ୍ଧାବସ୍ତ୍ର ଚିରି ଦେଲେ ଓ କହିଲେ, ହେ ମାରେ କନ୍ଯା! ତୁମ୍ଭେ ମାେତେ ଧ୍ବଂସ କରିଦଲେ। ତୁମ୍ଭେ ମାରେ ଦକ୍ସ୍ଟଃଖର କାରଣ ହେଲ, କାରଣ ମୁ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଆପଣା ମକ୍ସ୍ଟଖ ରେ ପ୍ରତିଜ୍ଞା କରିଛି ଏବଂ ମୁ ପ୍ରତିଜ୍ଞା ଫରୋଇ ନଇେପାରିବି ନାହିଁ।
ରାଜା ହିଜକିଯ ସମସ୍ତ କଥା ଶୁଣିଲେ। ନିଜର ଦୁଃଖ ଓ ବ୍ଯସ୍ତତା ଜଣାଇବା ପାଇଁ ଆପଣା ବସ୍ତ୍ର ଚିରିଲେ ଓ ଅଖା ଘୋଡିହାଇେ ସଦାପ୍ରଭୁଙ୍କ ମନ୍ଦିରକୁ ଗଲେ।
ଆୟୁବ ଯେତବେେଳେ ଏସବୁ ଶୁଣିଲା ସେ ନିଜର ପୋଷାକପତ୍ର ଚିରି ଦଲୋ ଏବଂ ଦୁଃଖ ଓ ଗ୍ଲାନି ରେ ଲଣ୍ଡା ହାଇପେଡ଼ିଲା। ତା'ପରେ ଆୟୁବ ଭୂମିରେ ବସି ପଡ଼ି ପରମେଶ୍ବରଙ୍କୁ ଉପାସନା କରିବାକୁ ଲାଗିଲା।
ନିଜର ବସ୍ତ୍ରକୁ ନଫୋପାଡି ହୃଦଯକୁ ଚିର। ତୁମ୍ଭର ପ୍ରିଯ ସଦାପ୍ରଭୁ ପରମେଶ୍ବରଙ୍କ ନିକଟକୁ ଫରେିଆସ। ସେ ଅତି ଦୟାଳୁ ଓ କରୁଣାମଯ। ସେ ହଠାତ୍ ରାଗନ୍ତି ନାହିଁ। ତାଙ୍କର ଅନନ୍ତ ପ୍ ରମେ ଅଛି। ସେ ହୁଏତ ତାଙ୍କର ମନକୁ ବଦଳାଇ ପାରନ୍ତି। ଯେଉଁ କଠାେର ଦଣ୍ତ ଦବୋକୁ ଯୋଜନା କରିଥିଲେ ହୁଏତ ତାହା ଦଇେ ନପାରନ୍ତି।
କିନ୍ତୁ ବର୍ଣ୍ଣବ୍ବା ଓ ପାଉଲ ଏହା ଶୁଣି ନିଜ ବସ୍ତ୍ର ଚ଼ିରି ପକାଇଲେ। ସମାନେେ ଲୋକମାନଙ୍କ ଆଡ଼କୁ ଦୌଡ଼ି ପାଟିକରି କହିବାକୁ ଲାଗିଲେ: