ତେଣୁ ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି, ମୁଁ ଇଦୋମ ବିପକ୍ଷ ରେ ମାରେ ହସ୍ତ ଉତ୍ତୋଳନ କରିବି ଓ ତାହା ମଧ୍ଯରୁ ମନୁଷ୍ଯ ଓ ପଶୁମାନଙ୍କୁ ବିନାଶ କରିବି ଏବଂ ମୁଁ ତୈମନ୍ଠାରୁ ଦଦାନ ପର୍ୟ୍ଯନ୍ତ ସମସ୍ତ ଲୋକଙ୍କୁ ଖଡ୍ଗ ରେ ହତ୍ଯା କରିବି।
Cross references
ତେଣୁ ସଦାପ୍ରଭୁ କହିଲେ, ମୁଁ ସମସ୍ତ ମନୁଷ୍ଯକୁ ଧ୍ବଂସ କରି ଦବେି ଯାହା ମୁଁ ସୃଷ୍ଟି କରିଛି। ମୁଁ ସମସ୍ତ ମନୁଷ୍ଯ , ପଶୁ ଏବଂ ପ୍ରେତ୍ୟକକ ଖେଚ଼ର ପ୍ରାଣୀମାନଙ୍କୁ ଧ୍ବଂସ କରି ଦବେି। ଏବଂ ଆକାଶର ସମସ୍ତ ପକ୍ଷୀ କୂଳକୁ ମଧ୍ଯ ଧ୍ବଂସ କରି ଦବେି। କାହିଁକି? କାରଣ ଏମାନଙ୍କୁ ସୃଷ୍ଟି କରି ମୁଁ ଦୁଃଖିତ।
ଇଲୀଫସର ପାଞ୍ଚ ପୁତ୍ର ଥିଲେ, ତୈମନ୍, ଓମାର, ସଫୋ, ଗଯିତମ୍ ଓ କନସ୍।
ହେ ସମସ୍ତ ଦେଶୀଯଗଣ, ନିକଟକୁ ଆସି ଶ୍ରବଣ କର। ହେ ଗୋଷ୍ଠୀସମୂହ, ତୁମ୍ଭମାନେେ ଧ୍ଯାନର ସହିତ ଶୁଣ। ପୃଥିବୀ ଓ ତଦୁପରି ସମସ୍ତ ଜଗତ କରନ୍ତି, ବିଗତ ଓ ସେଥିରୁ ସୃଷ୍ଟ ସମସ୍ତ ପଦାର୍ଥ ଶ୍ରବଣ କରୁ।
ଇଦୋମରୁ, ଲାଲରଙ୍ଗ ବସ୍ତ୍ର ପରିହିତ ବସୋରାରୁ ଏ ଯେ ଆସୁଛନ୍ତି, ସେ କିଏ ? ନିଜ ପରିଧଯେ ବସ୍ତ୍ର ରେ ଗୌରବନ୍ବିତ ଓ ନିଜ ମହାଶକ୍ତି ରେ ୟିଏ ବିଜେ କରୁଛନ୍ତି, ସେ କିଏ ? ସଦାପ୍ରଭୁ କୁହନ୍ତି, ଆମ୍ଭେ ଧର୍ମବାଦୀ ଓ ପରିତ୍ରାଣ କରିବାକୁ ସମର୍ଥ ଅଟୁଁ।
ତେଣୁ ସଦାପ୍ରଭୁ କହନ୍ତି, ଦେଖ, ଏକ ସ୍ଥାନ ଉପ ରେ, ମନୁଷ୍ଯ, ପଶୁ, କ୍ଷେତ୍ରସ୍ଥିତ ବୃକ୍ଷ ଓ ଭୂମିର ଫଳ ଉପ ରେ ଆମ୍ଭର କୋପ ଓ କୋର୍ଧ ଢ଼ଳାୟିବ। ତାହା ଅଗ୍ନି ସଦୃଶ ସବୁ ଦଗ୍ଧ କରିବ, ତାକୁ କହେି ଲିଭାଇ ପାରିବେ ନାହିଁ।
ପୁଣି ଦଦାନ୍, ଢ଼ମାେ ଓ ବୁଷର ଲୋକମାନେ ଆପଣା ଆପଣା କେଶ ମୁଣ୍ଡନ କରି ସହେି ପାତ୍ରକୁ ପାନ କଲେ।
ସୈନ୍ଯାଧିପତି ସଦାପ୍ରଭୁ ଇଦୋମ ବିଷଯ ରେ ଏହି କଥା କହନ୍ତି, ତୈମନ ରେ ଆଉ କ'ଣ ଜ୍ଞାନ ନାହିଁ ?
ତେଣୁ ସଦାପ୍ରଭୁ ଇଦୋମ ବିରୁଦ୍ଧ ରେ ଯେଉଁ ମନ୍ତ୍ରଣା ଓ ତୈମନ ନିବାସୀମାନଙ୍କ ବିରୁଦ୍ଧ ରେ ଯେଉଁ ସଂକଳ୍ପ କରିଅଛନ୍ତି, ତାହା ଶୁଣ। ଶତ୍ରୁମାନେ ନିଶ୍ଚଯ ସମାନଙ୍କେୁ ଓ ପଲର ଛୁଆମାନଙ୍କୁ ଟାଣି ନଇେଯିବେ। ଯାହା ଘଟିଗଲା ପ୍ରେତ୍ୟକକ ବ୍ଯକ୍ତି ସେଥି ରେ ଚକିତ ହାଇଯେିବେ।
ହେ ଇଦୋମର କନ୍ଯ ଓ ଉଷ ଦେଶ ନିବାସିନୀ, ତୁମ୍ଭମାନେେ ଆନନ୍ଦ କର ଓ ପୁଲକିତା ହୁଅ। ସଦାପ୍ରଭୁଙ୍କର ସହେି କୋରଧରୂପକ ପାନପାତ୍ର ତୁମ୍ଭମାନଙ୍କ ନିକଟକୁ ୟିବ। ତୁମ୍ଭମାନେେ ତାହା ପାନ କରି ମତ୍ତ ହବେ ଓ ଉଲଗ୍ନା ହବେ।
ଆମ୍ଭେ ସେ ଲୋକର ବିରୁଦ୍ଧ ରେ ଆପଣା ମୁଖ ରଖିବା ଓ ତାହାକୁ ବିନାଶ କରିବା। ସେ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ଓ ହାସ୍ଯାସ୍ପଦ ହବେ। ଆଉ ଆମ୍ଭେ ଅନ୍ୟ ଲୋକଙ୍କ ମଧ୍ଯରୁ ତାହାକୁ ଉଚ୍ଛନ୍ନ୍ କରିବା। ତାହା ହେଲେ ଆମ୍ଭେ ଯେ ସଦାପ୍ରଭୁ, ଏହା ତୁମ୍ଭମାନେେ ଜାଣିବ।
ହେ ମନୁଷ୍ଯ ପୁତ୍ର, ଯଦି କୌଣସି ଦେଶ ମାଠାେ ରେ ଅବିଶ୍ବସ୍ତ ହାଇେ ମାେ ନିକଟରେ ପାପ କରେ, ତବେେ ଏହା ବିରୁଦ୍ଧ ରେ ମୁଁ ମାରେ ହସ୍ତ ବିସ୍ତାର କରିବି ଏବଂ ଏହାର ଖାଦ୍ୟ ଯୋଗଣ ବନ୍ଦ କରି ଦବେି, ଏହା ବିରୁଦ୍ଧ ରେ ଦୁର୍ଭିକ୍ଷ ପଠାଇବି, ଏବଂ ଉଭୟ ମନୁଷ୍ଯ ଓ ପଶୁକୁ ଏହିଠାରୁ ଦୂର କରିବି।
ପରମେଶ୍ବର କହିଲେ, ଯଦି ମୁଁ ସହେି ଦେଶ ବିରୁଦ୍ଧ ରେ ଖଡ୍ଗ ଉଠାଏ ଓ ଏହାକୁ ଆଜ୍ଞା କରେ, ଦେଶ ମଧିଅରେ ୟିବା ପାଇଁ ଓ ମନୁଷ୍ଯ ଏବଂ ପଶୁକୁ ହତ୍ଯା କରିବା ପାଇଁ,
ପୁଣି ପରମେଶ୍ବର କହିଲେ, ଆମ୍ଭେ ଯବେେ ସହେି ଦେଶକୁ ମହାମାରୀ ପଠାଉ ଓ ଆମ୍ଭର କୋପ ତା' ଉପ ରେ ଢ଼ାଳି ଦେଉ, ତବେେ ମନୁଷ୍ଯ ଓ ପଶୁକୁ ତା' ମଧ୍ଯରୁ ଉଚ୍ଛନ୍ନ କରୁ।
ଏଣୁ ମୁଁ ତୁମ୍ଭ ବିରୁଦ୍ଧ ରେ ହସ୍ତ ବିସ୍ତାର କରିଅଛି। ଲୁଣ୍ଠିତ ଦ୍ରବ୍ଯ ରୂପେ ଅନ୍ୟ ଦେଶୀଯମାନଙ୍କ ହସ୍ତ ରେ ତୁମ୍ଭକୁ ହସ୍ତାନ୍ତର କରିବି। ମୁଁ ଅନ୍ୟ ଲୋକମାନଙ୍କ ମଧ୍ଯରୁ ତୁମ୍ଭକୁ ପୃଥକ୍ କରିବି ଓ ଦେଶର ମାନଚିତ୍ରରୁ ମୁଁ ତୁମ୍ଭକୁ ପୋଛି ଦବେି। ଆଉ ମୁଁ ତୁମ୍ଭକୁ ଧ୍ବଂସ କରିବି। ତେଣୁ ଏହା ତୁମ୍ଭେ ଜାଣିବ ଯେ, ମୁଁ ସଦାପ୍ରଭୁ ଅଟେ।'
ଏଣୁ ସଦାପ୍ରଭୁ ମାରେ ପ୍ରଭୁ ଏହି କଥା କହିଛନ୍ତି, ଦେଖ, ମଁ ପଲେଷ୍ଟୀୟମାନଙ୍କ ବିରୁଦ୍ଧ ରେ ମାରେ ହସ୍ତ ବିସ୍ତାର କରିବି। ଆଉ ମୁଁ କରେଥୀଯ ଲୋକମାନଙ୍କୁ ବିତାଡ଼ିତ କରିବି ଓ ସମୁଦ୍ର ତୀରସ୍ଥ ଅବଶିଷ୍ଟ ସମସ୍ତ ଲୋକଙ୍କୁ ଧ୍ବଂସ କରିବି।
ଦଦାନର ଲୋକମାନେ ମଧ୍ଯ ତୁମ୍ଭର ବ୍ଯବସାଯୀ ଥିଲେ। ତୁମ୍ଭର ଅନକେ ଦ୍ବୀପ ସହ ବାଣିଜ୍ଯ ଥିଲା। ସମାନେେ ତୁମ୍ଭର ବାଣିଜ୍ଯ ଦ୍ରବ୍ଯ ବଦଳ ରେ ହାତୀଦାନ୍ତ ଓ ଅବଲୁସ୍ କାଠ ଆଣିଲେ।
ଦଦାନ ତୁମ୍ଭକୁ ଭଲ ବ୍ଯବସାଯ ଦଲୋ। ସମାନେେ ତୁମ୍ଭ ସହିତ ଘାଡ଼ୋଗୁଡ଼ିକ ଆରୋହଣ କରିବା ପାଇଁ ମାଟେ ସୂତାର ବସ୍ତ୍ର ବାଣିଜ୍ଯ କଲେ।
ତେଣୁ ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି, ଦେଖ ମୁଁ ତୁମ୍ଭ ବିରୁଦ୍ଧ ରେ ଖଡ୍ଗ ଆଣିବି ଓ ତୁମ୍ଭ ମଧ୍ଯରୁ ମନୁଷ୍ଯ କଥା ପଶୁମାନଙ୍କୁ ବିନାଶ କରିବି।
ତେଣୁ ଆମ୍ଭେ ତୈମନ୍ ଉପ ରେ ଅଗ୍ନି ବୃଷ୍ଟି କରିବା। ସହେି ଅଗ୍ନି ବର୍ଷାର ଉଚ୍ଚ ଅଟ୍ଟାଳିକା ଧ୍ବଂସ କରି ପକାଇବ।
ତୈମନ, ତୁମ୍ଭର ଶକ୍ତିଶାଳୀ ଲୋକମାନେ ଭୟଭୀତ ହବେେ। ଏଷୌ ପର୍ବତର ସମସ୍ତ ଲୋକ ଧ୍ବଂସ ପାଇବେ। ଅନକେ ଲୋକ ନିହତ ହବେେ।
ପରମେଶ୍ବର ତୈମନରୁ ଆସୁଛନ୍ତି। ସହେି ପବିତ୍ର ପୁରୁଷ ପାରଣ ପର୍ବତରୁ ଓହ୍ଲାଇ ଆସୁଛନ୍ତି। ସଦାପ୍ରଭୁଙ୍କ ମହିମା ସ୍ବର୍ଗକୁ ଆବୃତ କରେ। ତାଙ୍କର ପ୍ରଶଂସା ପୃଥିବୀକୁ ପୂର୍ଣ୍ଣ କରେ।
ଆମ୍ଭେ ଏଷୌକୁ ଘୃଣା କଲୁ। ଆମ୍ଭେ ଏଷୌର ପର୍ବତଗୁଡିକୁ ଧ୍ବଂସ କଲୁ। ଏଷୌର ମାତୃଭୂମି ଧ୍ବଂସ ପାଇଲା ଏବଂ ସଠାେ ରେ କବଳେ ଶୃଗାଳ ବାସ କରିଲେ।
ଇଦୋମର ଲୋକମାନେ କହିବେ, ଆମ୍ଭମାନେେ ନିପାତିତ ହାଇେଥିଲୁ ମାତ୍ର ଆମ୍ଭମାନେେ ଆମ୍ଭର ବିଧ୍ବସ୍ତ ନଗରୀକୁ ପୁନଃନିର୍ମାଣ କରିବୁ।