Home Bibles ଲୂକଲିଖିତ ସୁସମାଚାର 2:8 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 2:8 · ଓଡ଼ିଆ ବାଇବେଲ

ସହେି ରାତି ରେ କେତକେ ମଷେପାଳକ ସମାନଙ୍କେର ମାଣ୍ଢାଗୁଡିକୁ ରାତିସାରା ପଦା ରେ ଜଗି ରହିଥିଲେ।

Cross references

ଆଦି ପୁସ୍ତକ 31:39

ଯେତବେେଳେ ତୁମ୍ଭର ମଷେ ଓ ଛଳେି ହିଂସ୍ର ଜନ୍ତୁମାନଙ୍କ ଦ୍ବାରା ଖଣ୍ଡିଆ ଖାବରା ହେଲେ, ମୁଁ ତୁମ୍ଭର କ୍ଷତି କରି ଛାଡ଼ି ଦଲେି ନାହିଁ। କିନ୍ତୁ ମାରେ ନିଜର ମଷେ ବା ଛଳେି ତା' ସ୍ଥାନ ରେ ରଖିଲି। ଯଦି କିଛି ରାତି ବା ଦିନ ରେ ଚୋରୀ ହେଉଥିଲା ମାରେ ନିଜର ପଶୁ ତା' ସ୍ଥାନ ରେ ଯୋଗଇଲି।

ଯାତ୍ରା ପୁସ୍ତକ 3:1

ଯିଥ୍ରୋ ମାଶାଙ୍କେର ଶ୍ବଶୁର ଥିଲେ। ଯିଥ୍ରୋମିଦିଯନୀଯମାନଙ୍କ ଯାଜକ ଥିଲେ। ମାଶାେ ତାଙ୍କ ଶ୍ବଶୁରଙ୍କର ମଷେପଲମାନଙ୍କର ଯତ୍ନ ନେଉଥିଲେ। ଦିନେ ମାଶାେ ତାଙ୍କ ମଷେପଲଙ୍କୁ ମରୁଭୂମିର ପଶ୍ଚିମପଟକୁ ଆଗଇେ ନେଲେ। ମାଶାେ ହାରେବେ ନାମକ ଏକ ପର୍ବତକୁ ଗଲେ, ଯାହାକି ପରମେଶ୍ବରଙ୍କର ପର୍ବତ ଥିଲା।

ପ୍ରଥମ ଶାମୁୟେଲ 17:34

କିନ୍ତୁ ଦାଉଦ ଶାଉଲଙ୍କକ୍ସ୍ଟ ଉତ୍ତର ଦେଲେ, ମୁ ତୁମ୍ଭର ଦାସ, ଆପଣା ପିତାର ମଷେ ଚରାଉ ଥାଏ। ଥରେ ଗୋଟିଏ ସିଂହ ଓ ଅନ୍ୟଥର ଗୋଟିଏ ଭାଲକ୍ସ୍ଟ ଆସି ପଲ ମଧ୍ଯରକ୍ସ୍ଟ ଗୋଟିଏ ମଷେକକ୍ସ୍ଟ ନଇଗେଲା।

ଗୀତସଂହିତା 78:70

ପରମେଶ୍ବର ଦାଉଦଙ୍କୁ ତାଙ୍କର ବିଶଷେ ଦାସରୂପେ ମନୋନୀତ କଲେ ଓ ମଷେ ଜଗିବା କାମରୁ ଆଣି ତାଙ୍କୁ ଗ୍ରହଣ କଲେ।

ଯିହିଜିକଲ 34:8

ମୁଁ ଜୀବିତ ଥିବା ପ୍ରମାଣେ, କାରଣ ମାରେ ପଲଟି ଲୁଣ୍ଠିତ ହେଲା ଏବଂ ମଷେପାଳକର ଅନୁପସ୍ଥିତି ରେ ବନ୍ଯ ଜନ୍ତୁର ଶିକାର ହେଲେ ଏବଂ ମାରେ ମଷେପାଳକଗଣ ମାରେ ମଷଗେୁଡ଼ିକ ଦେଖିଲେ ନାହିଁ, କବଳେ ସମାନଙ୍କେର ନିଜର ଯତ୍ନ ନେଲେ ଏବଂ ମାରେ ମଷେମାନଙ୍କର ଯତ୍ନ ନେଲେ ନାହିଁ।

ଯୋହନଲିଖିତ ସୁସମାଚାର 10:8

ମାେ ପୂର୍ବରୁ ଯେଉଁ ଲୋକମାନେ ଆସିଥିଲେ, ସମାନେେ ଚୋର ଓ ଡକାୟତ। ମଷେମାନେ ସମାନଙ୍କେ କଥା ଶୁଣିଲେ ନାହିଁ।

Interlinear

Choose Theme