ଆଦି ପୁସ୍ତକ 35:20 · ଓଡ଼ିଆ ବାଇବେଲ
ରାହେଲର କବରସ୍ଥାନ ରେ ଯାକୁବ ଏକ ସ୍ତମ୍ଭ ସ୍ଥାପନ କଲେ। ସହେି ସ୍ତମ୍ଭ ଆଜିପର୍ୟ୍ଯନ୍ତ ରାହେଲ କବରକୁ ଚିହ୍ନାଏ।
Cross references
ଆଦି ପୁସ୍ତକ 35:9
ଯେତବେେଳେ ଯାକୁବ ପଦ୍ଦନ୍-ଅରାମକୁ ଫରେିଲେ ପରମେଶ୍ବର ତାଙ୍କୁ ପୁନର୍ବାର ଦଖାେ ଦେଲେ। ପରମେଶ୍ବର ଯାକୁବଙ୍କୁ ଆଶୀର୍ବାଦ କଲେ।
ଆଦି ପୁସ୍ତକ 35:14
ଯାକୁବ ସଠାେରେ ଏକ ସ୍ମରଣାର୍ଥକ ପ୍ରସ୍ଥର ସ୍ଥାପନ କଲେ। ଯାକୁବ ସଠାେରେ ପଯେ ନବୈେଦ୍ଯ ଓ ତୈଳ ଢ଼ାଳିଲେ।
ପ୍ରଥମ ଶାମୁୟେଲ 10:2
ଆଜି ତୁମ୍ଭେ ମାେତେ ଏଠି ଛାଡି ଗଲାପରେ ବିନ୍ଯାମୀନ ସୀମାର ସେଲଠା ରେ ରାହେଲ କବର ନିକଟରେ ଦକ୍ସ୍ଟଇ ପୁରୁଷଙ୍କ ସାକ୍ଷାତ ପାଇବ। ସେ ଦକ୍ସ୍ଟଇଜଣ ତୁମ୍ଭକୁ କହିବେ, 'ତୁମ୍ଭେ ଯେଉଁ ଗଧମାନଙ୍କୁ ଖାଜେକ୍ସ୍ଟଥିଲ, ସମାନେେ ମିଳିଛନ୍ତି। ତକ୍ସ୍ଟମ୍ଭ ବାପା ଗଧମାନଙ୍କ ପାଇଁ ବ୍ଯସ୍ତ ନିହଁନ୍ତି ବରଂ ତକ୍ସ୍ଟମ୍ଭପାଇଁ ଅଟନ୍ତି ଓ କହନ୍ତି, ମାେ ପକ୍ସ୍ଟଅ ପାଇଁ ମୁ କ'ଣ କରିବି।'
ଦିତୀୟ ଶାମୁୟେଲ 18:17
ତା'ପରେ ଯୋୟାବର ଲୋକମାନେ ଅବଶା ଲୋମର ମୃତ ଶରୀରକକ୍ସ୍ଟ ଆଣିଲେ। ଏବଂ ଜଙ୍ଗଲର ଏକ ଗର୍ତ୍ତ ରେ ଫିଙ୍ଗି ଦେଲେ। ଏବଂ ସେ ଗର୍ତ୍ତକକ୍ସ୍ଟ ପଥର ପକଇେ ପୋତି ଦେଲେ।