Home Bibles ଆଦି ପୁସ୍ତକ 34:30 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 34:30 · ଓଡ଼ିଆ ବାଇବେଲ

କିନ୍ତୁ ଯାକୁବଶିମିଯୋନ ଓ ଲବେୀକୁ କହିଲେ, ତୁମ୍ଭମାନେେ ମାେତେ ବହୁ ଅସୁବିଧା ରେ ପକାଇଲଣି। ଏଠାକାର ସମସ୍ତ ଲୋକେ ମାେତେ ଘୃଣା କରିବେ। ସମସ୍ତ କିଣାନୀଯ ସମସ୍ତ ପିରିଜୀଯ ସମସ୍ତ ଲୋକେ ମାରେ ବିରଦ୍ଧାଚରଣ କରିବେ। ଆମ୍ଭମାନଙ୍କର ବହୁତ କମ୍ ଲୋକ। ଯଦି ଏହି ସ୍ଥାନର ଲୋକମାନେ ଆମ୍ଭ ସହ ୟୁଦ୍ଧ କରିବା ପାଇଁ ଏକତ୍ରିତ ହବେେ। ତବେେ ଆମ୍ଭେ ଧ୍ବଂସ ପାଇୟିବା। ଏବଂ ଆମ୍ଭର ସମସ୍ତ ଲୋକେ ମାେ ସହିତ ଶଷେ ହାଇଯେିବେ।

Cross references

ଆଦି ପୁସ୍ତକ 12:2

ମୁଁ ତୁମ୍ଭଠାରୁ ଏକ ମହାନ ଗୋଷ୍ଠୀ ଉତ୍ପନ୍ନ କରିବି। ମୁଁ ତୁମ୍ଭକୁ ଆଶୀର୍ବାଦ କରିବି ଓ ତୁମ୍ଭକୁ ମହାନ କରିବି ଏବଂ ତୁମ୍ଭେ ଆଶୀର୍ବାଦର ସଂକତେ ହବେ।

ଆଦି ପୁସ୍ତକ 12:6

ଅବ୍ରାମ ସହେି ଦେଶ ମଧ୍ଯ ଦଇେ ଗଲେ, ଶିଖିମ ରେ ପହଞ୍ଚିବା ପର୍ୟ୍ଯନ୍ତ, ମାରେିର ଆଲୋନ୍ ବୃକ୍ଷମୂଳ ରେ ରହିଲେ। ସହେି ସମୟରେ କିଣାନୀଯମାନେ ସହେି ସ୍ଥାନ ରେ ବାସ କଲେ।

ଆଦି ପୁସ୍ତକ 12:12

ମିଶରୀଯମାନେ ତୁମ୍ଭକୁ ଦେଖିବେ ଏବଂ ଜାଣିବେ ଯେ, 'ତୁମ୍ଭେ ମାରେ ସ୍ତ୍ରୀ।' ତେଣୁ ସମାନେେ ମାେତେ ମାରି ଦବେେ ଏବଂ ତୁମ୍ଭକୁ ଦୂର ରେ ନଇେଯିବେ।

ଆଦି ପୁସ୍ତକ 13:7

ସହେି ସମୟରେ ସଠାେରେ କିଣାନୀଯ ଓ ପିରିଜୀଯ ଲୋକମାନେ ସଠାେରେ ବାସ କରୁଥିଲେ। ଅବ୍ରାମଙ୍କର ଓ ଲୋଟଙ୍କର ମଷେପାଳକମାନଙ୍କ ମଧିଅରେ ଝଗଡ଼ା ହେଲା।

ଆଦି ପୁସ୍ତକ 28:13

ଏବଂ ଯାକୁବ ଦେଖିଲେ ସଦାପ୍ରଭୁ ସହେି ସିଢ଼ି ପାଖ ରେ ଛିଡ଼ା ହାଇେଛନ୍ତି। ସଦାପ୍ରଭୁ କହୁଥିଲେ, ଆମ୍ଭେ ସଦାପ୍ରଭୁ ତୁମ୍ଭ ପୂର୍ବପୁରୁଷ ଅବ୍ରହାମଙ୍କର ପରମେଶ୍ବର, ମଧ୍ଯ ଇସ୍ହାକର ପରମେଶ୍ବର। ତୁମ୍ଭେ ଶାଇେଥିବା ଭୂମି ଆମ୍ଭେ ତୁମ୍ଭକୁ ଦବୋ। ଆମ୍ଭେ ଏହି ଜମି ତୁମ୍ଭକୁ ଓ ତୁମ୍ଭ ସନ୍ତାନମାନଙ୍କୁ ତାହା ଦବୋ।

ଆଦି ପୁସ୍ତକ 46:27

ଯୋଷଫଙ୍କେର ଦୁଇଟି ପୁତ୍ର ମିଶର ରେ ଜନ୍ମ ଗ୍ରହଣ କରିଥିଲେ। ତେଣୁ ଏହିପରି ଭାବରେ ମାଟେ ସତୁରି ଜଣ ଯାକୁବଙ୍କ ପରିବାର ମିଶର ରେ ବାସ କରୁଥିଲେ।

ଆଦି ପୁସ୍ତକ 49:5

ଶିମିୟୋନ ଓ ଲବେୀ ଦୁଇ ସହୋଦର, ସମାନଙ୍କେର ଖଡ୍ଗ ଦୌରାତ୍ମ୍ଯର ଅସ୍ତ୍ର।

ଯାତ୍ରା ପୁସ୍ତକ 5:21

ତେଣୁ ସମାନେେ ମାଶାେ ଓ ହାରୋଣଙ୍କୁ କହିଲେ, ତୁମ୍ଭମାନେେ ଯାହା କଲ, ସଦାପ୍ରଭୁ ଦେଖନ୍ତୁ ଓ ତୁମ୍ଭମାନଙ୍କୁ ଦଣ୍ଡ ଦିଅନ୍ତୁ। ଫାରୋ ଏବଂ ତାଙ୍କର ଲୋକମାନେ ଆମ୍ଭମାନଙ୍କୁ ଯେପରି ଘୃଣା କରନ୍ତି। ତୁମ୍ଭେ ସମାନଙ୍କେ ହସ୍ତ ରେ ଆମ୍ଭମାନଙ୍କୁ ହତ୍ଯା କରିବା ପାଇଁ ଅସ୍ତ୍ର ରେ ସଜ୍ଜିତ କରିଛ।

ଦିତୀୟ ବିବରଣ 4:17

ଏପରି କୌଣସି ପ୍ରତୀମା ପଶକ୍ସ୍ଟପରି ବା ପକ୍ଷୀପରି କରନାହିଁ।

ଦିତୀୟ ବିବରଣ 7:7

କାରଣ ତୁମ୍ଭମାନେେ ଅନ୍ୟ ଜାତିଗଣ ଅପେକ୍ଷା ଅଧିକ ସଂଖ୍ଯକ, ତାହା ନକ୍ସ୍ଟହଁ ଯେ, ସଦାପ୍ରଭୁ ତୁମ୍ଭମାନଙ୍କୁ ପ୍ ରମେ କଲେ ଓ ମନୋନୀତ କଲେ। କାରଣ ତୁମ୍ଭମାନେେ ସମସ୍ତ ଲୋକ ଅପେକ୍ଷା ସବୁଠକ୍ସ୍ଟ କମ୍ ଥିଲ।

ଯିହୋଶୂୟ 7:25

ତା'ପରେ ୟିହୋଶୂଯ କହିଲେ, ତୁମ୍ଭେ କାହିଁକି ଆମ୍ଭମାନଙ୍କୁ ଦକ୍ସ୍ଟଃଖ ଦଲେ? ସଦାପ୍ରଭୁ ଆଜି ତକ୍ସ୍ଟମ୍ଭ ପାଇଁ ଦକ୍ସ୍ଟଃଖ ଆଣିବେ। ତେଣୁ ଇଶ୍ରାୟେଲର ସମସ୍ତ ଲୋକ ଆଖନ ଓ ତା'ର ପରିବାରକକ୍ସ୍ଟ ପଥର ଫିଙ୍ଗି ହତ୍ଯା କଲେ। ଏହାପରେ ଲୋକମାନେ ତାକକ୍ସ୍ଟ ଓ ସେ ଆଣିଥିବା ସମସ୍ତ ଦ୍ରବ୍ଯକକ୍ସ୍ଟ ସହେି ସ୍ଥାନ ରେ ପୋଡି଼ ଦେଲେ।

ପ୍ରଥମ ଶାମୁୟେଲ 13:4

ସମସ୍ତ ଇଶ୍ରାୟେଲୀୟ ଏ ସମ୍ବାଦ ଶୁଣିଲେ। ସମାନେେ କହିଲେ, ଶାଉଲ ପଲେଷ୍ଟୀୟ ନେତାଙ୍କୁ ହତ୍ଯା କରିଛନ୍ତି। ବର୍ତ୍ତମାନ ପଲେଷ୍ଟୀୟମାନେ ପ୍ରକୃତ ରେ ଇଶ୍ରାୟେଲୀୟମାନଙ୍କୁ ଘୃଣା କରନ୍ତି।

ପ୍ରଥମ ଶାମୁୟେଲ 16:2

କିନ୍ତୁ ଶାମକ୍ସ୍ଟଯଲେ କହିଲେ, ଯଦି ମୁ ୟାଏ, ଶାଉଲ ଏହା ଶୁଣିଲେ ମାେତେ ବଧ କରିବେ।

ପ୍ରଥମ ଶାମୁୟେଲ 27:1

କିନ୍ତୁ ଦାଉଦ ନିଜେ ଚିନ୍ତା କଲେ, ମୁ ଦିନେ ଶାଉଲଙ୍କ ହାତ ରେ ଧରା ହବେି। ଏହା ସବୁଠକ୍ସ୍ଟ ଭଲ ହବେ। ମୁ ପଲେଷ୍ଟୀୟମାନଙ୍କ ଦେଶକକ୍ସ୍ଟ ୟାଇ ନିଜକକ୍ସ୍ଟ ରକ୍ଷା କରିବି। ତହିଁରେ ଶାଉଲ ଇଶ୍ରାୟେଲର ସମସ୍ତ ଅଞ୍ଚଳ ଖାଜେି ନିରାଶ ହବେ। ଏହିପରି ଭାବରେ ମୁ ତାଙ୍କର ହସ୍ତରକ୍ସ୍ଟ ରକ୍ଷା ପାଇବି।

ପ୍ରଥମ ଶାମୁୟେଲ 27:12

ଅଖୀଶ ଦାଉଦଙ୍କକ୍ସ୍ଟ ବିଶ୍ବାସ କରି ନିଜକକ୍ସ୍ଟ ନିଜେ କହିଲା, ବର୍ତ୍ତମାନ ଦାଉଦର ନିଜର ଲୋକମାନେ ତାଙ୍କୁ ଘୃଣା କରିବା ଆରମ୍ଭ କଲଣେି, ଇଶ୍ରାୟେଲୀୟମାନେ ଦାଉଦଙ୍କକ୍ସ୍ଟ ବହକ୍ସ୍ଟତ ଘୃଣା କରୁଛନ୍ତି ଏବଂ ବର୍ତ୍ତମାନ ଦାଉଦ ମାରେ ଦାସ ହାଇେ ଚିରଦିନ ରହିବ।

ଦିତୀୟ ଶାମୁୟେଲ 10:6

ଅେମ୍ମାନୀୟମାନେ ହୃଦଯଙ୍ଗମ କଲେ ଯେ, ରାଜା ଦାଉଦ ସମାନଙ୍କେୁ ବର୍ତ୍ତମାନ ତାଙ୍କର ଶତୃ ବୋଲି ବିବଚେନା କଲେ। ତେଣୁ ସମାନେେ 20 ,000 ଅରାମୀଯ ୈସନ୍ଯମାନଙ୍କୁ ବୈଥ-ରହାବେ ଓ ସୋବାରକ୍ସ୍ଟ 1,000 ଜଣ ମାଖାର ରାଜାଙ୍କଠାରକ୍ସ୍ଟ ଏବଂ ଟୋବରକ୍ସ୍ଟ 12,000 ସୈନ୍ଯ ଭଡା ରେ ଆଣିଲେ।

ଦିତୀୟ ଶାମୁୟେଲ 16:21

ଅହୀଥୋଫଲ ଅବଶା ଲୋମକକ୍ସ୍ଟ କହିଲା, ତକ୍ସ୍ଟମ୍ଭ ପିତା ଗୃହ ଜଗିବା ନିମନ୍ତେ ନିଜର ଯେଉଁ ଉପପତ୍ନୀମାନଙ୍କୁ ଛାଡିୟାଇ ଅଛନ୍ତି, ତୁମ୍ଭେ ସମାନଙ୍କେ ସହିତ ସହବାସ କରିବାକୁ ୟାଅ। ଏହା ସମକ୍ସ୍ଟଦାଯ ଇଶ୍ରାୟେଲୀୟମାନେ ଶକ୍ସ୍ଟଣିବେ। ସମାନେେ ହୃଦ୍ବୋଧ କରିବେ ଯେ, ତୁମ୍ଭର ପିତା ବର୍ତ୍ତମାନ ତୁମ୍ଭରକ୍ସ୍ଟ ଘୃଣା କରନ୍ତି। ତା ହେଲେ ତୁମ୍ଭର ସମର୍ଥକମାନେ ତୁମ୍ଭକୁ ସମର୍ଥନ ଦବୋ ପାଇଁ ଅଧିକ ଉତ୍ସାହିତ ହବେେ।

ପ୍ରଥମ ରାଜାବଳୀ 11:25

ରଷୋଣ ଅରାମ ରେ ରାଜତ୍ବ କଲା। ସେ ଇଶ୍ରାୟେଲକୁ ଘୃଣା କଲା। ସେ ଶଲୋମନଙ୍କର ଓ ଇଶ୍ରାୟେଲର ୟାବଜ୍ଜୀବନ ବିପକ୍ଷ ହାଇେଥିଲା। ରଷୋଣ ଓ ହଦଦ୍ ଇଶ୍ରାୟେଲର ଅତି ଉତ୍ପାତର କାରଣ ଥିଲେ।

ପ୍ରଥମ ରାଜାବଳୀ 18:18

ଏଲିଯ କହିଲେ, ନା, ମୁଁ ଇଶ୍ରାୟେଲର ଅସୁବିଧା କରି ନାହିଁ। ତୁମ୍ଭେ ଓ ତୁମ୍ଭର ପିତୃବଂଶ ଏହି ଅସୁବିଧାର କାରଣ। ଏବଂ ତୁମ୍ଭମାନେେ ସଦାପ୍ରଭୁଙ୍କ ଆଜ୍ଞା ମାନିବା ବନ୍ଦ କରି ଭଣ୍ତ ଦବେତା ବାଲ୍ର ପୂଜା କରିବା ଆରମ୍ଭ କଲ।

ପ୍ରଥମ ବଂଶାବଳୀ 2:7

ସିମ୍ରିଙ୍କର ପୁତ୍ର ଥିଲେ କାର୍ମି। କାର୍ମିଙ୍କର ପୁତ୍ର ଥିଲେ ଆଖାର । ଏହି ଆଖାର ଇଶ୍ରାୟେଲ ନିମନ୍ତେ ବହୁତ ଦୁଃଖ ବିପଦକୁ ଡ଼ାକି ଆଣିଥିଲେ ୟିଏକି ଆଖର ୟୁଦ୍ଧ ରେ ପାଇଥିବା ବସ୍ତୁଗୁଡ଼ିକୁ ନିଜ ପାଖ ରେ ରଖିଥିଲେ, କିନ୍ତୁ ସେ ସହେି ବସ୍ତୁଗୁଡ଼ିକୁ ପରମେଶ୍ବରଙ୍କୁ ଦଇେ ଦବୋର ଥିଲା।

ପ୍ରଥମ ବଂଶାବଳୀ 16:12

ସଦାପ୍ରଭୁ ଯେଉଁ ସମସ୍ତ ମହତ୍ କର୍ମମାନ କରିଅଛନ୍ତି, ସହେିସବୁ ସ୍ମରଣ କର। ତାଙ୍କର ସିଦ୍ଧାନ୍ତ ସକଳ ଓ ତାହାଙ୍କ କୃତ ପରାକ୍ରମର କାର୍ୟ୍ଯମାନ ସ୍ମରଣ କର।

ପ୍ରଥମ ବଂଶାବଳୀ 16:19

ସଠାେରେ ଅଳ୍ପ ସଂଖ୍ଯକ ଲୋକ ଥିଲେ, ଏକ ବିଦେଶୀ ଭୂମିରେ ଖୁବ୍ ଅଳ୍ପସଂଖ୍ଯକ ଅଜ୍ଞାତ ବ୍ଯକ୍ତି ଥିଲେ।

ପ୍ରଥମ ବଂଶାବଳୀ 19:6

ଅେମ୍ମାନୀୟ ଲୋକମାନେ ଦେଖିଲେ ଯେ, ସମାନେେ ନିଜକୁ ଦାଉଦଙ୍କର ଅତ୍ଯନ୍ତ ଘୃଣ୍ଯ ଶତ୍ରୁ କରିଅଛନ୍ତି। ଏହାପରେ ହାନୂନ ଓ ଅେମ୍ମାନୀୟ ଏକ ସହସ୍ର ତାଳନ୍ତ ରୂପା ଦଇେ ମସୋପଟୋମିଯାର ଅରାମସ୍ଥ ମାଖାରୁ ଓ ସୋବାରୁ ରଥ ଓ ରଥଚାଳକମାନଙ୍କୁ କିଣିଲେ।

ଗୀତସଂହିତା 105:12

ଯେତବେେଳେ ଅବ୍ରହାମ ପରିବାର ଅତି କ୍ଷୁଦ୍ର ଥିଲା ସେତବେେଳେ ପରମେଶ୍ବର ସହେି ପ୍ରତିଜ୍ଞା କରିଥିଲେ। ପୁଣି ସମାନେେ ସହେି ଦେଶରେ ପ୍ରବାସୀ ପରି ରହୁଥିଲେ।

ହିତୋପଦେଶ 11:17

ଦୟାଳୁ ଲୋକ ଆପଣା ପ୍ରାଣର ହିତ କରେ। ମାତ୍ର ଯେ ନିର୍ଦ୍ଦଯ ସେ ଆପଣା ଶରୀରକୁ ଦୁଃଖ ଦିଏ।

ହିତୋପଦେଶ 11:29

ଜଣେ ୟିଏ ଆପଣା ପରିବାରକୁ ସମସ୍ଯାର କାରଣ ହୁଏ, କିଛି ଅଧିକାର ପାଏ ନାହିଁ। ପୁଣି ସେ ଜଣେ ଅଜ୍ଞାନୀ ବିଜ୍ଞ ବ୍ଯକ୍ତିର ଦାସ ହବେ।

ହିତୋପଦେଶ 15:27

ଲୋଭୀ ଆପଣା ପରିଜନକୁ ଦୁଃଖ ଦିଏ। ମାତ୍ର ଯେଉଁ ଲୋକ ଲାଞ୍ଚକୁ ଘୃଣା କରେ, ସେ ବଞ୍ଚିବ।

ରୋମୀୟଙ୍କ ପ୍ରତି ପତ୍ର 4:18

ଅବ୍ରାହାମଙ୍କର ସନ୍ତାନ ହବୋର ଆଶା ନଥିଲା। କିନ୍ତୁ ଅବ୍ରାହାମ ପରମେଶ୍ବରଙ୍କୁ ବିଶ୍ବାସ କଲେ ଓ ଭରସାକୁ ବଜାୟ ରଖିଲେ। ସେଥିପାଇଁ ସେ ଅନକେ ଜାତିର ପିତା ହେଲେ। ପରମେଶ୍ବର ତାହାଙ୍କୁ କହିଥିଲେ: ତୁମ୍ଭର ଅଗଣିତ ବଂଶଧର ହବେେ।

Interlinear

Choose Theme